Acts 27:1 in Oriya

Oriya Oriya Bible Acts Acts 27 Acts 27:1

Acts 27:1
ଇତାଲିଆକୁ ଜାହାଜା ରେ ଯାତ୍ରା କରିବା ପାଇଁ ସ୍ଥିର ହବୋରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ବ ୟୂଲିଅ ନାମକ ଶତ ସନୋପତିଙ୍କ ହସ୍ତ ରେ ଅର୍ପଣ କରାଗଲା। ସହେି ୟୂଲିଅ ସମ୍ରାଟଙ୍କର ସନୋବାହିନୀ ରେ ଚ଼ାକିରୀ କରୁଥିଲେ। ଆମ୍ଭମାନେେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜ ରେ ଉଠିଲୁ।

Acts 27Acts 27:2

Acts 27:1 in Other Translations

King James Version (KJV)
And when it was determined that we should sail into Italy, they delivered Paul and certain other prisoners unto one named Julius, a centurion of Augustus' band.

American Standard Version (ASV)
And when it was determined that we should sail for Italy, they delivered Paul and certain other prisoners to a centurion named Julius, of the Augustan band.

Bible in Basic English (BBE)
And when the decision had been made that we were to go by sea to Italy, they gave Paul and certain other prisoners into the care of a captain named Julius, of the Augustan band.

Darby English Bible (DBY)
But when it had been determined that we should sail to Italy, they delivered up Paul and certain other prisoners to a centurion, by name Julius, of Augustus' company.

World English Bible (WEB)
When it was determined that we should sail for Italy, they delivered Paul and certain other prisoners to a centurion named Julius, of the Augustan band.

Young's Literal Translation (YLT)
And when our sailing to Italy was determined, they were delivering up both Paul and certain others, prisoners, to a centurion, by name Julius, of the band of Sebastus,

And
Ὡςhōsose
when
δὲdethay
it
was
determined
that
ἐκρίθηekrithēay-KREE-thay
we
τοῦtoutoo

ἀποπλεῖνapopleinah-poh-PLEEN
should
sail
ἡμᾶςhēmasay-MAHS
into
εἰςeisees

τὴνtēntane
Italy,
Ἰταλίανitalianee-ta-LEE-an
they
delivered
παρεδίδουνparedidounpa-ray-THEE-thoon

τόνtontone
Paul
τεtetay
and
ΠαῦλονpaulonPA-lone
certain
καίkaikay
other
τιναςtinastee-nahs
prisoners
ἑτέρουςheterousay-TAY-roos
named
one
unto
δεσμώταςdesmōtasthay-SMOH-tahs
Julius,
ἑκατοντάρχῃhekatontarchēake-ah-tone-TAHR-hay
a
centurion
ὀνόματιonomatioh-NOH-ma-tee
of
Augustus'
Ἰουλίῳiouliōee-oo-LEE-oh
band.
σπείρηςspeirēsSPEE-rase
Σεβαστῆςsebastēssay-va-STASE

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 25:25
କିନ୍ତୁ ମୁଁ ଯେତବେେଳେ ତାହାଙ୍କର ବିଚ଼ାର କଲି ସେତବେେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ଯୁଦଣ୍ଡ ଦଲୋ ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଚ଼ାରିତ ହବୋ ପାଇଁ ଆବଦନେ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:12
ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟ ରେ କଥା ହେଲେ। ସେ କହିଲେ, ତୁମ୍ଭେ କାଇସରଙ୍କ ନିକଟରେ ଆବଦନେ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ୟିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:1
କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:2
ସଠାେରେ ସେ ପନ୍ତ ଦେଶୀୟ ଆକ୍ବିଲା ନାମକ ଜଣେ ଯିହୂଦୀୟକୁ ଭଟେିଲେ। ସେ ତା'ର ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ସଦ୍ଯ ଇତାଲିଆ ଦେଶରୁ ଆସିଥିଲେ। ସେ ସମୟରେ କ୍ଲାଉଦିଆ ସମ୍ରାଟ ସମସ୍ତ ଯିହୂଦୀୟମାନଙ୍କୁ ରୋମ୍ ଛାଡ଼ି ଚ଼ାଲିୟିବା ପାଇଁ ଆଦେଶ ଦଇେଥିଲେ। ତେଣୁ ସମାନେେ ଇତାଲିଆ ଛାଡ଼ି ଚ଼ାଲିଆସି ଥିଲେ। ପାଉଲ ସମାନଙ୍କେୁ ଦେଖିବା ପାଇଁ ଯାଇଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:11
କିନ୍ତୁ ସନୋଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ଯାପଟନ୍େ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ବାସ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:11
ସହେି ରାତି ରେ ପ୍ରଭୁ ପାଉଲଙ୍କ ପାଖ ରେ ଠିଆ ହାଇେ କହିଲେ, ସାହସୀ ହୁଅ। ତୁମ୍ଭେ ମାେ ବିଷୟ ରେ ୟିରୁଶାଲମ ରେ ଯେପରି ସାକ୍ଷ୍ଯ ଦଇେଛ ଠିକ୍ ସହେିପରି ରୋମ ରେ ମଧ୍ଯ ଦବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:17
ତା'ପରେ ପାଉଲ ଜଣେ ସନୋ ଅଧିକାରୀଙ୍କୁ ଡ଼ାକି କହିଲେ, ଏହି ୟୁବକକୁ ସନୋଧ୍ଯକ୍ଷଙ୍କ ନିକଟକୁ ନଇଯାେଅ। ତା'ର ତାହାଙ୍କୁ କିଛି କହିବାର ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:23
ଫଲେିକ୍ସ୍ ଶତ ସନୋପତିଙ୍କ ଜିମା ରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀ ରେ ରଖି କିଛି ସ୍ବାଧୀନତା ଦବୋ ପାଇଁ ମଧ୍ଯ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ଯକୀୟ ଜିନିଷ ନଇେ ଆସନ୍ତି, ତବେେ ସମାନଙ୍କେୁ ବାଧା ନଦବୋ ନିମନ୍ତେ ମଧ୍ଯ ସେ ସହେି ଶତ ସନୋପତିଙ୍କୁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:6
ସଠାେରେ ୟୁଲିଅ ଆଲକଜୋଣ୍ଡ୍ରିଆର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲୋ ସେ ଆମ୍ଭମାନଙ୍କୁ ସେଥି ରେ ଚ଼ଢାଇ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:43
କିନ୍ତୁ ସନୋ ଅଧିକାରୀ ୟୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଚାହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦବୋ ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡ଼ଇେଁ ପଡ଼ି ପହଁରି ପହଁରି କୂଳକୁ ୟିବା ପାଇଁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:16
ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମ ରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖ ରେ ଜଣେ ସୈନିକ ସବୁବେଳେ ଜଗି ରହିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:22
ସେଥିପାଇଁ ଅନକେ ଥର ମାେତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆ ଯାଇଛି।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:24
ସଠାେରେ ତୁମ୍ଭମାନଙ୍କର ସବୁ ପ୍ରାଚୀନ ନେତାମାନଙ୍କୁ ଓ ପରମେଶ୍ବରଙ୍କ ଲୋକମାନଙ୍କୁ ଆମର ନମସ୍କା ଜଣାଇବ। ଇତାଲିଆ ଦେଶର ସମସ୍ତ ପରମେଶ୍ବରଙ୍କ ଲୋକମାନଙ୍କର ତୁମ୍ଭମାନଙ୍କୁ ନମସ୍କାର।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:26
ଏ କଥା ଅଧିକାରୀ ଶୁଣି ସନୋଧ୍ଯକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, ତୁମ୍ଭେ ଜାଣ, ତୁମ୍ଭେ କଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?

ରେରିତମାନଙ୍କ କାର୍ଯ୍ୟର ବିବରଣ 21:32
ସେ ସଙ୍ଗେ ସଙ୍ଗେ କେତକେ ସୈନ୍ଯ ଓ ଅଧିକାରୀମାନଙ୍କ ସହିତ ଆସି ପହନ୍ଚିଲେ। ସେ ପାଉଲଙ୍କୁ ହତ୍ଯା କରିବାକୁ ଉଦ୍ଯମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସମାନେେ ସନୋପତି ଓ ସୈନ୍ଯସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।

ଗୀତସଂହିତା 33:11
କିନ୍ତୁ ଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମଯ ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।

ଗୀତସଂହିତା 76:10
ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।

ହିତୋପଦେଶ 19:21
ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।

ଯିରିମିୟଙ୍କ ବିଳାପ 3:27
ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅଟେ।

ଦାନିଏଲ 4:35
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।

ମାଥିଉଲିଖିତ ସୁସମାଚାର 8:5
ତାପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତ ରେ ପ୍ରବେଶ କଲା ବେଳେ ଜଣେ ରୋମୀୟ ସନୋପତି ତାହାଙ୍କ ପାଖକୁ ଆସିଲେ।

ମାଥିଉଲିଖିତ ସୁସମାଚାର 27:54
ରୋମୀୟ ସନୋଧ୍ଯକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ଯମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସମାନେେ ବହୁତ ଭୟ କଲେ ଓ ସମାନେେ କହିଲେ, ସେ ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ଥିଲେ।

ଲୂକଲିଖିତ ସୁସମାଚାର 7:2
ସେ ସମୟରେ କଫର୍ନାହୂମ ରେ ଜଣେ ଶତ ସନୋପତି ଥିଲେ। ତାହାଙ୍କର ଗୋଟିଏ ଚାକର ଏତେ ବମାରେ ଥିଲା ଯେ ସେ ପ୍ରାୟ ମରିୟିବା ଅବସ୍ଥା ରେ ଥିଲା। ଶତ ସନୋପତି ଚାକରଟିକୁ ଖୁବ୍ ଭଲ ପାଉଥିଲେ।

ଲୂକଲିଖିତ ସୁସମାଚାର 23:47
ସନୋଧ୍ଯକ୍ଷ ସଠାେରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ବରଙ୍କୁ ପ୍ରଶଂସା କଲେ, ମୁଁ ଜାଣେ ଯେ, ଏହି ମନୁଷ୍ଯ ଜଣେ ଉତ୍ତମ ବ୍ଯକ୍ତି ଥିଲେ!

ରେରିତମାନଙ୍କ କାର୍ଯ୍ୟର ବିବରଣ 10:22
ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:10
ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ୟିବାପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସମାନଙ୍କେ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:21
ପାଉଲ ଏସବୁ ଘଟଣା ପରେ ମାକିଦନିଆ ଓ ଆଖାଯା ବାଟ ଦଇେ ୟିରୁଶାଲମ ୟିବା ପାଇଁ ନିର୍ଣ୍ଣୟ କଲେ। ସେ କହିଲେ ଯେ, ୟିରୁଶାଲମ ଗଲାପରେ ମୁଁ ରୋମକୁ ୟିବା କଥା।

ଆଦି ପୁସ୍ତକ 50:20
ଏହା ସତ୍ଯ ଯେ ତୁମ୍ଭମାନେେ ମାେ ବିରୁଦ୍ଧ ରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବ ରେ ପରମେଶ୍ବରଙ୍କର ଯୋଜନା ଥିଲାଉତ୍ତମ। ପରମେଶ୍ବରଙ୍କର ଯୋଜନା ଥିଲା ଯେ, ସେ ମାେ ଦ୍ବାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥି ପାଇଁ ଏସବୁ ହେଲା।