Acts 15:41 in Oriya

Oriya Oriya Bible Acts Acts 15 Acts 15:41

Acts 15:41
ପାଉଲ ଓ ଶୀଲା ସିରିଆ ଓ କିଲିକିଯା ଦେଶ ଦଇେ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହବୋପାଇଁ ସାହାୟ୍ଯ କଲେ।

Acts 15:40Acts 15

Acts 15:41 in Other Translations

King James Version (KJV)
And he went through Syria and Cilicia, confirming the churches.

American Standard Version (ASV)
And he went through Syria and Cilicia, confirming the churches.

Bible in Basic English (BBE)
And he went through Syria and Cilicia, making the churches stronger in the faith.

Darby English Bible (DBY)
And he passed through Syria and Cilicia, confirming the assemblies.

World English Bible (WEB)
He went through Syria and Cilicia, strengthening the assemblies.

Young's Literal Translation (YLT)
and he went through Syria and Cilicia, confirming the assemblies.

And
διήρχετοdiērchetothee-ARE-hay-toh
he
went
through
δὲdethay

τὴνtēntane
Syria
Συρίανsyriansyoo-REE-an
and
καὶkaikay
Cilicia,
Κιλικίανkilikiankee-lee-KEE-an
confirming
ἐπιστηρίζωνepistērizōnay-pee-stay-REE-zone
the
τὰςtastahs
churches.
ἐκκλησίαςekklēsiasake-klay-SEE-as

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 15:23
ସମାନେେ ତାହାଙ୍କ ହାତ ରେ ଏହି ଚ଼ିଠିଟି ଦେଲେ:

ରେରିତମାନଙ୍କ କାର୍ଯ୍ୟର ବିବରଣ 15:32
ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 6:9
କେତକେ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ୟୁକ୍ତିତର୍କ କଲେ। ସମାନେେ କୁରୀଣୀୟ, ଲିବର୍ତ୍ତାନ, କିଲିକାଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସମାନେେ ଯିହୂଦୀମାନଙ୍କର ଆଲକଜୋଣ୍ଡ୍ରୀୟ ସମାଜଗୃହର ସଭ୍ଯ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:4
ସମାନେେ ନଗରରୁ ନଗର ଭ୍ରମଣ କଲା ବେଳେ ୟିରୂଶାଲମ ରେ ଥିବା ପ୍ ରରେିତ ଓ ପ୍ରାଚ଼ୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟ ରେ ବିଶ୍ବାସୀମାନଙ୍କୁ କହୁଥିଲେ ଓ ସହେି ଉପଦେଶଗୁଡ଼ିକୁ ପାଳନ କରିବାକୁ ସମାନଙ୍କେୁ ପ୍ରବର୍ତ୍ତାଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:18
ପାଉଲ ସଠାେରେ ଭାଇମାନଙ୍କ ସହିତ ଅନକେ ଦିନ ରହିଲେ। ତା'ପରେ ସେ ବିଦାୟ ନଇେ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ବିଲା ମଧ୍ଯ ଗଲେ। ପରମେଶ୍ବରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ ରଯୋ ରେ ଲଣ୍ଡା ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:3
ଆମ୍ଭେ ଯାଇ କୁପ୍ର ଉପଦ୍ବୀପ ପାଖ ରେ ପହଞ୍ଚି ତାର ବାମ ପଟେ ସୁରିଆକୁ ଯାତ୍ରା କଲୁ। ଆମ୍ଭେ ସୋର ନଗର ରେ ଓହ୍ଲଇେଲୁ, କାରଣ ସଠାେରେ ଜାହାଜରୁ ମାଲ ଖଲାସ କରିବାକୁ ଥିଲା।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:21
ତା'ପରେ ମୁଁ ସୁରିଆ ଓ କିଲିକିଯା ଅଞ୍ଚଳଗୁଡ଼ିକୁ ଗଲି।