Proverbs 31:31 in Oriya

Oriya Oriya Bible Proverbs Proverbs 31 Proverbs 31:31

Proverbs 31:31
ସେ ପାଇବାର ଉପୟୁକ୍ତ ପୁରସ୍କାର ତାକୁ ଦିଅ। ତାକୁ ତା' ନିଜର କର୍ମ କରିବାକୁ ଛାଡ଼ିଦିଅ। ସେ ଯାହା କରିୟାଇଛି ଲୋକମାନଙ୍କ ନଗର ଦ୍ବାର ରେ ତାହାର ପ୍ରଶଂସା ଆଣିଦିଏ।

Proverbs 31:30Proverbs 31

Proverbs 31:31 in Other Translations

King James Version (KJV)
Give her of the fruit of her hands; and let her own works praise her in the gates.

American Standard Version (ASV)
Give her of the fruit of her hands; And let her works praise her in the gates.

Bible in Basic English (BBE)
Give her credit for what her hands have made: let her be praised by her works in the public place.

Darby English Bible (DBY)
Give her of the fruit of her hands, and let her own works praise her in the gates.

World English Bible (WEB)
Give her of the fruit of her hands! Let her works praise her in the gates!

Young's Literal Translation (YLT)
Give ye to her of the fruit of her hands, And her works do praise her in the gates!

Give
תְּנוּtĕnûteh-NOO
her
of
the
fruit
לָ֭הּlāhla
hands;
her
of
מִפְּרִ֣יmippĕrîmee-peh-REE
works
own
her
let
and
יָדֶ֑יהָyādêhāya-DAY-ha
praise
וִֽיהַלְל֖וּהָwîhallûhāvee-hahl-LOO-ha
her
in
the
gates.
בַשְּׁעָרִ֣יםbaššĕʿārîmva-sheh-ah-REEM
מַעֲשֶֽׂיהָ׃maʿăśêhāma-uh-SAY-ha

Cross Reference

ଗୀତସଂହିତା 128:2
ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 6:10
ପରମେଶ୍ବର ହେଉଛନ୍ତି ନ୍ଯାଯୀ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଚାଲିଛ, ଏକଥା ସେ ମନେ ରଖିବେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:25
ଲୋକମାନଙ୍କ କ୍ଷେତ୍ର ରେ ମଧ୍ଯ ଏହା ସତ। ଲୋକଙ୍କ ଭଲ କାମ ସହଜ ରେ ଦଖାଯାେଏ। କିନ୍ତୁ ଯେତବେେଳେ ସହେି ଭଲ କାମଗୁଡ଼ିକ ଦଖାଯାେଏ ନାହିଁ, ସଗେୁଡ଼ିକ ଲୁଚି ରହେ ନାହିଁ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:17
ମୁଁ ତୁମ୍ଭ ଉପହାର ପାଇଁ ଲାଳାଯିତ ନୁହେଁ କିନ୍ତୁ ମୁଁ ଚା ହେଁ ଯେ, ଦବୋ ଦ୍ବାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:12
ପ୍ରଭୁଙ୍କର ପରିଶ୍ରମୀ କୀର୍ୟ୍ଯ କର୍ତ୍ତା କୁଫଣୋ ଓ କୁଫୋସାଙ୍କୁ ନମସ୍କାର। ମାରେପ୍ରିୟ ପ୍ରଭୁଙ୍କ ସବୋ ରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:6
ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:1
ମୁଁ, ତୁମ୍ଭକୁ କେଙ୍କ୍ ରଯୋ ନଗରୀର ମଣ୍ତଳୀର ବିଶଷେ ସବେିକା, ଆମ୍ଭର ଧର୍ମ ଭଉଣୀ ଫବୈୀଙ୍କୁ ସୁପାରିଶ କରୁଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:21
ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:39
ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସମାନଙ୍କେ ସହିତ ଗଲେ। ସେ ଯେତବେେଳେ ପହନ୍ଚିଲେ, ସମାନେେ ତାହାଙ୍କୁ ଉପର କଠାେରୀକୁ ନଇେ ଗଲେ। ପିତରଙ୍କ ଚ଼ାରିପାଖେ ବିଧବାମାନେ ଠିଆ ହାଇେ କାନ୍ଦୁଥିଲେ। ଟାବୀଥା ସମାନଙ୍କେ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସଗେୁଡ଼ିକ ସମାନେେ ପିତରଙ୍କୁ ଦଖାଇେଲେ।

ମାର୍କଲିଖିତ ସୁସମାଚାର 14:7
କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖ ରେ ରହିବେ। ତୁମ୍ଭେ ଯେତବେେଳେ ଚିହିଁବ, ସମାନଙ୍କେୁ ସାହାୟ୍ଯ କରି ପାରିବ। କିନ୍ତୁ ତୁମ୍ଭମାନେେ ମାେତେ ସଦା ବେଳେ ପାଇବ ନାହିଁ।

ମାଥିଉଲିଖିତ ସୁସମାଚାର 7:20
ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।

ମାଥିଉଲିଖିତ ସୁସମାଚାର 7:16
ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।

ହିତୋପଦେଶ 31:16
ସେ କ୍ଷେତ୍ରର ବିଷଯ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦଇେ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।

ହିତୋପଦେଶ 11:30
ଧାର୍ମିକ ବ୍ଯକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ୟିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:13
ତା'ପରେ ମୁଁ ଗୋଟିଏ ସ୍ବର ସ୍ବର୍ଗରୁ ଶୁଣିଲି। ସହେି ସ୍ବର କହିଲା, ଏହା ଲେଖିରଖ : ବର୍ତ୍ତମାନଠାରୁ ପ୍ରଭୁଙ୍କଠା ରେ ବିଶ୍ବାସ ରଖି ଯେଉଁମାନେ ମୃତ୍ଯୁବରଣ କରନ୍ତି, ସମାନେେ ଧନ୍ଯ।