Jeremiah 49:5
କିନ୍ତୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଚତୁର୍ଦ୍ଦିଗରୁ ତୁମ୍ଭମାନଙ୍କ ବିପକ୍ଷ ରେ ଭୟ ଆଣିବା। ତୁମ୍ଭମାନେେ ଏଣତେଣେେ ଧାବିତ ହବେ, ମାତ୍ର ତୁମ୍ଭମାନଙ୍କୁ ଏକତ୍ରୀତ କରିବାକୁ କହେି ନ ଥିବେ।
Jeremiah 49:5 in Other Translations
King James Version (KJV)
Behold, I will bring a fear upon thee, saith the Lord GOD of hosts, from all those that be about thee; and ye shall be driven out every man right forth; and none shall gather up him that wandereth.
American Standard Version (ASV)
Behold, I will bring a fear upon thee, saith the Lord, Jehovah of hosts, from all that are round about thee; and ye shall be driven out every man right forth, and there shall be none to gather together the fugitives.
Bible in Basic English (BBE)
See, I will send fear on you, says the Lord, the Lord of armies, from those who are round you on every side; you will be forced out, every man straight before him, and there will be no one to get together the wanderers.
Darby English Bible (DBY)
Behold, I will bring a fear upon thee, saith the Lord Jehovah of hosts, from all that are about thee; and ye shall be driven out every man right forth; and none shall assemble the fugitives.
World English Bible (WEB)
Behold, I will bring a fear on you, says the Lord, Yahweh of Hosts, from all who are round about you; and you shall be driven out every man right forth, and there shall be none to gather together the fugitives.
Young's Literal Translation (YLT)
Lo, I am bringing in upon thee a fear, An affirmation of the Lord Jehovah of Hosts, From all round about thee, And ye have been driven out each before it, And there is no gatherer of the wandering.
| Behold, | הִנְנִי֩ | hinniy | heen-NEE |
| I will bring | מֵבִ֨יא | mēbîʾ | may-VEE |
| fear a | עָלַ֜יִךְ | ʿālayik | ah-LA-yeek |
| upon | פַּ֗חַד | paḥad | PA-hahd |
| thee, saith | נְאֻם | nĕʾum | neh-OOM |
| Lord the | אֲדֹנָ֧י | ʾădōnāy | uh-doh-NAI |
| God | יְהוִ֛ה | yĕhwi | yeh-VEE |
| of hosts, | צְבָא֖וֹת | ṣĕbāʾôt | tseh-va-OTE |
| from all | מִכָּל | mikkāl | mee-KAHL |
| about be that those | סְבִיבָ֑יִךְ | sĕbîbāyik | seh-vee-VA-yeek |
| out driven be shall ye and thee; | וְנִדַּחְתֶּם֙ | wĕniddaḥtem | veh-nee-dahk-TEM |
| man every | אִ֣ישׁ | ʾîš | eesh |
| right forth; | לְפָנָ֔יו | lĕpānāyw | leh-fa-NAV |
| and none | וְאֵ֥ין | wĕʾên | veh-ANE |
| up gather shall | מְקַבֵּ֖ץ | mĕqabbēṣ | meh-ka-BAYTS |
| him that wandereth. | לַנֹּדֵֽד׃ | lannōdēd | la-noh-DADE |
Cross Reference
ଯିରିମିୟ 49:29
ଲୋକମାନେ ସମାନଙ୍କେର ତମ୍ବୁ ଓ ପଶୁପଲକୁ ନଇେଯିବେ। ସମାନଙ୍କେର ୟବନିକା, ସମାନଙ୍କେର ୟାବତୀଯ ପାତ୍ର ଓ ଓଟ ପଲକୁ ସମାନେେ ନିଜ ପାଇଁ ନଇେଯିବେ। ଆଉ ' ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ବୋଲି' ସମାନେେ ଉଚ୍ଚସ୍ବର ରେ କହିବେ।
ଯିରିମିୟ 46:5
ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।
ଓବଦିୟ 1:12
ତୁମ୍ଭେ ତୁମ୍ଭର ଭାଇର ଦୁଃଖ ରେ ହସିଥିଲ। ତୁମ୍ଭେ ତାହା କରିବା ଉଚିତ ନଥିଲା। ଯେତବେେଳେ ଯିହୁଦା ଧ୍ବଂସ ହେଲା, ତୁମ୍ଭେ ଖୁସି ହେଲ। ତାହା ମଧ୍ଯ ତୁମ୍ଭର କରିବା ଉଚିତ୍ ନଥିଲା। ତୁମ୍ଭେ ସମାନଙ୍କେ ଦୁଃଖ ରେ ଯେଉଁ ବଡିମା ଦଖାଇେଲ ତାହା ତୁମ୍ଭର କରିବା ଉଚିତ୍ ନଥିଲା।
ଆମୋଷ 4:3
ସ୍ତ୍ରୀ ଲୋକମାନେ କାନ୍ଥଗୁଡିକ ଭାଙ୍ଗି ବାହାରି ଆସିବେ ଏବଂ ସମାନେେ ହର୍ମୋଣ ଭିତରକୁ ନିକ୍ଷପେ ହବେେ।
ଯିରିମିୟ 48:41
ମାୟୋବ ଅଧିକୃତ ହବେ, ତା'ର ଦୃଢ଼ ଦୁର୍ଗସବୁ ହସ୍ତଗତ ହବେ। ଆଉ ସେତବେେଳେ ମାୟୋବର ବୀର ସୈନିକମାନଙ୍କର ଅନ୍ତଃକରଣ ପ୍ରସବ ବଦନୋଗ୍ରସ୍ତ ସ୍ତ୍ରୀମାନଙ୍କ ଅନ୍ତଃକରଣ ସଦୃଶ ହବେ।
ଯିରିମିୟ 20:4
କାରଣ ସଦାପ୍ରଭୁ କହନ୍ତି, 'ଆମ୍ଭେ ଏପରି ପରିସ୍ଥିତି ସୃଷ୍ଟି କରିବା, ଯେ ତୁମ୍ଭ ପାଇଁ ଯାହା ଘଟିବ, ସେଥି ରେ ତୁମ୍ଭେ ଓ ତୁମ୍ଭର ସାଙ୍ଗମାନେ ଆତଙ୍କିତ ହବେେ। ଏବଂ ସମାନେେ ସମାନଙ୍କେର ଶତ୍ରୁଗଣର ଖଡ୍ଗ ରେ ନିହତ ହବେେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ। ଆଉ ଆମ୍ଭେ ଯିହୁଦାକୁ ବାବିଲର ରାଜା ହସ୍ତ ରେ ଦବୋ, ତା'ପ ରେ ସମାନଙ୍କେୁ ବନ୍ଦୀ କରି ବାବିଲକୁ ନଇୟିବୋ ଓ ସମାନଙ୍କେୁ ସଠାେ ରେ ହତ୍ଯା କରାୟିବ।
ଯିରିମିୟ 15:8
ମାେ ଉପସ୍ଥିତି ରେ ସମାନଙ୍କେର ବିଧବାମାନେ ସମୁଦ୍ରର ବାଲି ପରି ବହୁ ସଂଖ୍ଯକ ହବେେ। ମୁଁ ୟୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ଯାହ୍ନ ରେ ଏକ ବିନାଶକ ଆଣିବି, ସମାନେେ ହଠାତ୍ ଭୟ ଓ ଆତଙ୍କିତ ହବେେ।
ଯିଶାଇୟ 16:3
ସମାନେେ କୁହନ୍ତି, ଆମ୍ଭମାନଙ୍କୁ ସାହାୟ୍ଯ କର, ଆମ୍ଭମାନେେ କ'ଣ କରିବୁ ମନ୍ତ୍ରଣା ଦିଅ। ଆମ୍ଭର ଶତ୍ରୁଠାରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରିକି ଛାଯା ମଧ୍ଯାହ୍ନ ସୂର୍ୟ୍ଯ ତାପରୁ ରକ୍ଷା କରେ। ଆମ୍ଭମାନଙ୍କୁ ଶତ୍ରୁଠାରୁ ଲୁଚାଇ ରଖ। କାରଣ ଆମ୍ଭମାନେେ ତାଙ୍କଠାରୁ ପଳାଇ ଆସିଛୁ। ତାଙ୍କ ନିକଟକୁ ଆମ୍ଭମାନଙ୍କୁ ପଠାଅ ନାହିଁ।'
ହିତୋପଦେଶ 28:1
ଦୁଷ୍ଟ ଲୋମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।
ଆୟୁବ ପୁସ୍ତକ 15:21
ପ୍ରେତ୍ୟକକ ଶବ୍ଦ ତା'ର ଭୟ ସଞ୍ଚାର କରେ। ତା'ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତବେେଳେ ସେ ନିଜକୁ ନିରାପଦ ମଣୁଥାଏ।
ଦିତୀୟ ରାଜାବଳୀ 19:7
ଏଠାକୁ ଦେଖ ମୁଁ ତାଙ୍କ ମଧିଅରେ ଏକ ଆତ୍ମା ଦବେି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫରେିୟିବ, ଆଉ ମୁଁ ତାକୁ ତା'ର ନିଜ ଦେଶ ରେ ଖଡ୍ଗ ଦ୍ବାରା ବଧ କରିବି।'
ଦିତୀୟ ରାଜାବଳୀ 7:6
କାରଣ ସଦାପ୍ରଭୁ ଅରାମୀଯ ସୈନ୍ଯମାନଙ୍କୁ ରଥ ଶଦ୍ଦ, ଅଶ୍ବ ଶଦ୍ଦ ଓ ବିପୁଳ ସୈନ୍ଯବାହିନୀର ଶଦ୍ଦ ଶୁଣାଇବାକୁ କାରଣ ହେଲେ। ତହିଁରେ ସମାନେେ ପରସ୍ପରକୁ କହିଲେ, ଦେଖ, ଇଶ୍ରାୟେଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀଯ ଓ ମିଶରୀଯ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧ ରେ ବତନେ ଦଇେ ନିୟୁକ୍ତ କରିଅଛି।
ଯିହୋଶୂୟ 2:9
ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।