3 John 1

1 ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।

2 ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳ ରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲ ରେ ଥିବ। ତୁମ୍ଭର ଉତ୍ତମ ସ୍ବାସ୍ଥ୍ଯ ପାଇଁ ମୁଁ ପ୍ରାର୍ଥନା କରୁଛି।

3 ଖ୍ରୀଷ୍ଟ ରେ କେତକେ ଭାଇମାନେ ଏଠାକୁ ଆସିଲେ ଓ ସତ୍ଯ ପ୍ରତି ତୁମ୍ଭର ବିଶ୍ବସ୍ତତା ସମ୍ପର୍କ ରେ କହିଲେ। ସମାନେେ ମାେତ କହିଲେ ଯେ ତୁମ୍ଭେ ଅବିରତ ସତ୍ଯ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ ହଲିେ।

4 ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।

5 ମାରେ ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଭାଇମାନଙ୍କୁ ସାହାୟ୍ଯ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁଛ।

6 ସହେି ଭାଇମାନେ, ତୁମ୍ଭର ପ୍ ରମେ ସମ୍ବନ୍ଧ ରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସମାନଙ୍କେୁ ସମାନଙ୍କେର ଯାତ୍ରା ରେ ସାହାୟ୍ଯ କର। ତୁମ୍ଭେ ସମାନଙ୍କେୁ ଏପରି ସାହାୟ୍ଯ କର, ଯେପରି ତାହା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବ।

7 ସହେି ଭାଇମାନେ ଖ୍ରୀଷ୍ଟଙ୍କର ସବୋ ପାଇଁ ଭ୍ରମଣ କରନ୍ତି। ସମାନେେ ବିଶ୍ବାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ।

8 ତେଣୁ ଆମ୍ଭେ ସହେି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍ଭେ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍ଭେ ସତ୍ଯ ନିମନ୍ତେ ସମାନଙ୍କେର କାର୍ୟ୍ଯ ରେ ଭାଗୀଦାର ହାଇପୋରିବା।

9 ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।

10 ମୁଁ ସଠାରୁେ ଆସିଲେ, ଦିୟତ୍ରିଫାର କାର୍ୟ୍ଯ ବିଷୟ ରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟ ରେ ମିଥ୍ଯା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସବୋ କରୁଥିବା ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁ ନାହିଁ। ଯେଉଁମାନେ ସହେି ଭାଇମାନଙ୍କୁ ସାହାୟ୍ଯ କରିବାକୁ ଚାହାଁନ୍ତି, ସମାନଙ୍କେୁ ମଧ୍ଯ ସେ ମନା କରୁଛି। ସେ ସମାନଙ୍କେୁ ମଣ୍ଡଳୀରୁ ବାହାର କରିଦିଏ।

11 ମାରେ ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କୁ କବେେ ଦେଖି ନାହିଁ।

12 ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।

13 ମାରେ ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମ ରେ ଲେଖିବା ପାଇଁ ଚାହୁଁ ନାହିଁ।

14 ମାରେ ତୁମ୍ଭ ସହିତ ଶୀଘ୍ର ଦଖାେ ହବେ ବୋଲି ଆଶା କରୁଛି। ସେତବେେଳେ ଆମ୍ଭେ ଏକାଠି ହାଇେ କଥା ହବୋ। [15 ] ତୁମ୍ଭ ପ୍ରତି ଶାନ୍ତି ହେଉ। ମାରେ ଏଠା ରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସମାନଙ୍କେର ପ୍ ରମେ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ ରମେ ସଠାେରେ ଥିବା ପ୍ରେତ୍ୟକକ ବନ୍ଧୁଙ୍କୁ ଜଣାଇବ।

1 The elder unto the wellbeloved Gaius, whom I love in the truth.

2 Beloved, I wish above all things that thou mayest prosper and be in health, even as thy soul prospereth.

3 For I rejoiced greatly, when the brethren came and testified of the truth that is in thee, even as thou walkest in the truth.

4 I have no greater joy than to hear that my children walk in truth.

5 Beloved, thou doest faithfully whatsoever thou doest to the brethren, and to strangers;

6 Which have borne witness of thy charity before the church: whom if thou bring forward on their journey after a godly sort, thou shalt do well:

7 Because that for his name’s sake they went forth, taking nothing of the Gentiles.

8 We therefore ought to receive such, that we might be fellowhelpers to the truth.

9 I wrote unto the church: but Diotrephes, who loveth to have the preeminence among them, receiveth us not.

10 Wherefore, if I come, I will remember his deeds which he doeth, prating against us with malicious words: and not content therewith, neither doth he himself receive the brethren, and forbiddeth them that would, and casteth them out of the church.

11 Beloved, follow not that which is evil, but that which is good. He that doeth good is of God: but he that doeth evil hath not seen God.

12 Demetrius hath good report of all men, and of the truth itself: yea, and we also bear record; and ye know that our record is true.

13 I had many things to write, but I will not with ink and pen write unto thee:

14 But I trust I shall shortly see thee, and we shall speak face to face. Peace be to thee. Our friends salute thee. Greet the friends by name.

3 John 1 in Tamil and English

1 ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।
The elder unto the wellbeloved Gaius, whom I love in the truth.

2 ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳ ରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲ ରେ ଥିବ। ତୁମ୍ଭର ଉତ୍ତମ ସ୍ବାସ୍ଥ୍ଯ ପାଇଁ ମୁଁ ପ୍ରାର୍ଥନା କରୁଛି।
Beloved, I wish above all things that thou mayest prosper and be in health, even as thy soul prospereth.

3 ଖ୍ରୀଷ୍ଟ ରେ କେତକେ ଭାଇମାନେ ଏଠାକୁ ଆସିଲେ ଓ ସତ୍ଯ ପ୍ରତି ତୁମ୍ଭର ବିଶ୍ବସ୍ତତା ସମ୍ପର୍କ ରେ କହିଲେ। ସମାନେେ ମାେତ କହିଲେ ଯେ ତୁମ୍ଭେ ଅବିରତ ସତ୍ଯ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ଯନ୍ତ ଆନନ୍ଦିତ ହଲିେ।
For I rejoiced greatly, when the brethren came and testified of the truth that is in thee, even as thou walkest in the truth.

4 ମୁଁ ଯେତବେେଳେ ଶୁଣେ ଯେ ମାରେ ପିଲାମାନେ ସତ୍ଯର ମାର୍ଗ ଅନୁସରଣ କରୁଛନ୍ତି, ତାହା ମାେତେ ବିଶଷେ ଆନନ୍ଦ ଦିଏ।
I have no greater joy than to hear that my children walk in truth.

5 ମାରେ ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟ ରେ ଥିବା ଭାଇମାନଙ୍କୁ ସାହାୟ୍ଯ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁଛ।
Beloved, thou doest faithfully whatsoever thou doest to the brethren, and to strangers;

6 ସହେି ଭାଇମାନେ, ତୁମ୍ଭର ପ୍ ରମେ ସମ୍ବନ୍ଧ ରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସମାନଙ୍କେୁ ସମାନଙ୍କେର ଯାତ୍ରା ରେ ସାହାୟ୍ଯ କର। ତୁମ୍ଭେ ସମାନଙ୍କେୁ ଏପରି ସାହାୟ୍ଯ କର, ଯେପରି ତାହା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବ।
Which have borne witness of thy charity before the church: whom if thou bring forward on their journey after a godly sort, thou shalt do well:

7 ସହେି ଭାଇମାନେ ଖ୍ରୀଷ୍ଟଙ୍କର ସବୋ ପାଇଁ ଭ୍ରମଣ କରନ୍ତି। ସମାନେେ ବିଶ୍ବାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ।
Because that for his name’s sake they went forth, taking nothing of the Gentiles.

8 ତେଣୁ ଆମ୍ଭେ ସହେି ଭାଇମାନଙ୍କୁ ସାହାୟ୍ଯ କରିବା ଉଚିତ। ଆମ୍ଭେ ତାହାଙ୍କୁ ସାହାୟ୍ଯ କରିବା ଦ୍ବାରା ଆମ୍ଭେ ସତ୍ଯ ନିମନ୍ତେ ସମାନଙ୍କେର କାର୍ୟ୍ଯ ରେ ଭାଗୀଦାର ହାଇପୋରିବା।
We therefore ought to receive such, that we might be fellowhelpers to the truth.

9 ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।
I wrote unto the church: but Diotrephes, who loveth to have the preeminence among them, receiveth us not.

10 ମୁଁ ସଠାରୁେ ଆସିଲେ, ଦିୟତ୍ରିଫାର କାର୍ୟ୍ଯ ବିଷୟ ରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟ ରେ ମିଥ୍ଯା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସବୋ କରୁଥିବା ଭାଇମାନଙ୍କୁ ମଧ୍ଯ ସାହାୟ୍ଯ କରୁ ନାହିଁ। ଯେଉଁମାନେ ସହେି ଭାଇମାନଙ୍କୁ ସାହାୟ୍ଯ କରିବାକୁ ଚାହାଁନ୍ତି, ସମାନଙ୍କେୁ ମଧ୍ଯ ସେ ମନା କରୁଛି। ସେ ସମାନଙ୍କେୁ ମଣ୍ଡଳୀରୁ ବାହାର କରିଦିଏ।
Wherefore, if I come, I will remember his deeds which he doeth, prating against us with malicious words: and not content therewith, neither doth he himself receive the brethren, and forbiddeth them that would, and casteth them out of the church.

11 ମାରେ ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ୟ୍ଯ କରୁଥିବା ବ୍ଯକ୍ତି ପରମେଶ୍ବରଙ୍କୁ କବେେ ଦେଖି ନାହିଁ।
Beloved, follow not that which is evil, but that which is good. He that doeth good is of God: but he that doeth evil hath not seen God.

12 ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।
Demetrius hath good report of all men, and of the truth itself: yea, and we also bear record; and ye know that our record is true.

13 ମାରେ ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମ ରେ ଲେଖିବା ପାଇଁ ଚାହୁଁ ନାହିଁ।
I had many things to write, but I will not with ink and pen write unto thee:

14 ମାରେ ତୁମ୍ଭ ସହିତ ଶୀଘ୍ର ଦଖାେ ହବେ ବୋଲି ଆଶା କରୁଛି। ସେତବେେଳେ ଆମ୍ଭେ ଏକାଠି ହାଇେ କଥା ହବୋ। [15 ] ତୁମ୍ଭ ପ୍ରତି ଶାନ୍ତି ହେଉ। ମାରେ ଏଠା ରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସମାନଙ୍କେର ପ୍ ରମେ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ ରମେ ସଠାେରେ ଥିବା ପ୍ରେତ୍ୟକକ ବନ୍ଧୁଙ୍କୁ ଜଣାଇବ।
But I trust I shall shortly see thee, and we shall speak face to face. Peace be to thee. Our friends salute thee. Greet the friends by name.