2 Thessalonians 2:1 in Oriya

Oriya Oriya Bible 2 Thessalonians 2 Thessalonians 2 2 Thessalonians 2:1

2 Thessalonians 2:1
ଭାଇ ଓ ଭଉଣୀମାନେ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ ରେ ଆମ୍ଭର କିଛି କହିବାକୁ ଅଛି। ଯେତବେେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭଟେିବା, ସହେି ସମୟ ବିଷୟ ରେ ଆମ୍ଭେ ତୁମ୍ଭକୁ କହିବାକୁ ଚାହୁଁ।

2 Thessalonians 22 Thessalonians 2:2

2 Thessalonians 2:1 in Other Translations

King James Version (KJV)
Now we beseech you, brethren, by the coming of our Lord Jesus Christ, and by our gathering together unto him,

American Standard Version (ASV)
Now we beseech you, brethren, touching the coming of our Lord Jesus Christ, and our gathering together unto him;

Bible in Basic English (BBE)
Now as to the coming of the Lord Jesus Christ, and our meeting with him, it is our desire, my brothers,

Darby English Bible (DBY)
Now we beg you, brethren, by the coming of our Lord Jesus Christ and our gathering together to him,

World English Bible (WEB)
Now, brothers, concerning the coming of our Lord Jesus Christ, and our gathering together to him, we ask you

Young's Literal Translation (YLT)
And we ask you, brethren, in regard to the presence of our Lord Jesus Christ, and of our gathering together unto him,

by
Ἐρωτῶμενerōtōmenay-roh-TOH-mane
we
beseech
δὲdethay
Now
ὑμᾶςhymasyoo-MAHS
you,
ἀδελφοίadelphoiah-thale-FOO
brethren,
ὑπὲρhyperyoo-PARE
by
τῆςtēstase
the
παρουσίαςparousiaspa-roo-SEE-as
coming
Lord
τοῦtoutoo
our
κυρίουkyrioukyoo-REE-oo
of
ἡμῶνhēmōnay-MONE
Jesus
Ἰησοῦiēsouee-ay-SOO
Christ,
Χριστοῦchristouhree-STOO
and
our
καὶkaikay
gathering
together
ἡμῶνhēmōnay-MONE
unto
ἐπισυναγωγῆςepisynagōgēsay-pee-syoo-na-goh-GASE
him,
ἐπ'epape
αὐτόνautonaf-TONE

Cross Reference

ମାର୍କଲିଖିତ ସୁସମାଚାର 13:27
ମନୁଷ୍ଯପୁତ୍ର ପୃଥବୀର ଚାରି ଆଡକୁ ତାହାଙ୍କ ସ୍ବର୍ଗ ଦୂତମାନଙ୍କୁ ପଠାଇବେ। ସମାନେେ ତାହାଙ୍କ ଦ୍ବାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରେତ୍ୟକକ ସ୍ଥାନରୁ ଆଣି ଏକାଠି କରାଇବେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:14
ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ବାସ କରୁ ଯେ, ଯୀଶୁ ପୁନରୁତ୍ଥିତ ହେଲେ। ଅତଏବ, ଯୀଶୁଙ୍କ ହତେୁ ଯୀଶୁଙ୍କ ସହିତ ମୃତ ବ୍ଯକ୍ତିମାନଙ୍କୁ ପରମେଶ୍ବର ଏକାଠି ଆଣିବେ।

ମାଥିଉଲିଖିତ ସୁସମାଚାର 24:31
ନିଜର ସ୍ବର୍ଗଦୂତମାନଙ୍କୁ ପୃଥିବୀ ରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ଯପୁତ୍ର ମହା ତୂରୀ ଧ୍ବନି ସହିତ ଆସିବେ। ସହେି ସ୍ବର୍ଗଦୂତମାନେ ମର୍ତ୍ତ୍ଯର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ୟ୍ଯନ୍ତ ବୁଲି, ଚାରିଆଡୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:1
ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଚାର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ଯ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:13
ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତବେେ ଯେତବେେଳେ ଆମ୍ଭ ପ୍ରଭୁଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣ ରେ ଆସିବେ, ତୁମ୍ଭମାନେେ ପରମପିତା ପରମେଶ୍ବରଙ୍କ ଆଗ ରେ ପବିତ୍ର ଭାବରେ ଓ ଦୋଷରହିତ ହାଇେ ଠିଆ ହାଇପୋରିବ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:19
ତୁମ୍ଭମାନେେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତବେେଳେ ଆମ୍ଭମାନଙ୍କର ପ୍ରଭୁଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:10
ପରମେଶ୍ବରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ସ୍ବର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ବରୂପ ହବେେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:1
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

ମାଥିଉଲିଖିତ ସୁସମାଚାର 25:32
ମନୁଷ୍ଯପୁତ୍ରଙ୍କ ଆଗ ରେ ଜଗତର ସବୁ ଲୋକେ ଏକାଠି ହବେେ। ତାପରେ ମନୁଷ୍ଯପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳ ରେ ବାଣ୍ଟି ଦବେେ। ଜଣେ ଜଗୁଆଳ ଯେପରି ଛଳେିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସହେିପରି ଅଟେ।

ଆଦି ପୁସ୍ତକ 49:10
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।