2 Kings 6:1
ଅନନ୍ତର ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, ଆମ୍ଭମାନେେ ଆପଣଙ୍କ ସମ୍ମୁଖ ରେ ଯେଉଁ ସ୍ଥାନ ରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ଯନ୍ତ ସଂକୀର୍ଣ୍ଣ।
2 Kings 6:1 in Other Translations
King James Version (KJV)
And the sons of the prophets said unto Elisha, Behold now, the place where we dwell with thee is too strait for us.
American Standard Version (ASV)
And the sons of the prophets said unto Elisha, Behold now, the place where we dwell before thee is too strait for us.
Bible in Basic English (BBE)
Now the sons of the prophets said to Elisha, There is not room enough for us in the place where we are living under your care;
Darby English Bible (DBY)
And the sons of the prophets said to Elisha, Behold now, the place where we dwell before thee is too strait for us.
Webster's Bible (WBT)
And the sons of the prophets said to Elisha, Behold now, the place where we dwell with thee is too narrow for us.
World English Bible (WEB)
The sons of the prophets said to Elisha, See now, the place where we dwell before you is too strait for us.
Young's Literal Translation (YLT)
And sons of the prophet say unto Elisha, `Lo, we pray thee, the place where we are dwelling before thee is too strait for us;
| And the sons | וַיֹּֽאמְר֥וּ | wayyōʾmĕrû | va-yoh-meh-ROO |
| of the prophets | בְנֵֽי | bĕnê | veh-NAY |
| said | הַנְּבִיאִ֖ים | hannĕbîʾîm | ha-neh-vee-EEM |
| unto | אֶל | ʾel | el |
| Elisha, | אֱלִישָׁ֑ע | ʾĕlîšāʿ | ay-lee-SHA |
| Behold | הִנֵּֽה | hinnē | hee-NAY |
| now, | נָ֣א | nāʾ | na |
| place the | הַמָּק֗וֹם | hammāqôm | ha-ma-KOME |
| where | אֲשֶׁ֨ר | ʾăšer | uh-SHER |
| אֲנַ֜חְנוּ | ʾănaḥnû | uh-NAHK-noo | |
| we | יֹֽשְׁבִ֥ים | yōšĕbîm | yoh-sheh-VEEM |
| dwell | שָׁ֛ם | šām | shahm |
| with | לְפָנֶ֖יךָ | lĕpānêkā | leh-fa-NAY-ha |
| strait too is thee | צַ֥ר | ṣar | tsahr |
| for | מִמֶּֽנּוּ׃ | mimmennû | mee-MEH-noo |
Cross Reference
ଦିତୀୟ ରାଜାବଳୀ 2:3
ବୈଥଲରେ ଦଳେ ଭବିଷ୍ଯଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନଇେଯିବେ ବୋଲି ତୁମ୍ଭେ କ'ଣ ଜାଣ ନାହିଁ?
ଦିତୀୟ ରାଜାବଳୀ 4:38
ଅନନ୍ତର ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଫରେିଗଲେ। ସହେି ସମୟରେ ସଠାେରେ ସହେି ଭୂମିରେ ଦୁର୍ଭିକ୍ଷ ପଡିଥିଲା। ଯେତବେେଳେ ଭବିଷ୍ଯଦ୍ବକ୍ତାଗଣଙ୍କର ପୁତ୍ରମାନେ ତାଙ୍କ ସମ୍ମୁଖ ରେ ବସୁଥିବା ବେଳେ ଇଲୀଶାୟ ନିଜର ଦାସକୁ କହିଲେ, ହଣ୍ତା ଚୁଲି ରେ ବସାଅ ଓ ଭବିଷ୍ଯଦ୍ବକ୍ତାଙ୍କର ସନ୍ତାନଗଣଙ୍କ ପାଇଁ ବ୍ଯଞ୍ଜନ ପାକ କର।
ଯିଶାଇୟ 54:2
ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ ଓ ସମାନେେ ତୁମ୍ଭର ବାସ ସ୍ଥାନର ୟବନିକା ସବୁ ବିସ୍ତାର କରନ୍ତୁ। ବ୍ଯଯର ଆଶଙ୍କା କର ନାହିଁ। ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।
ଯିଶାଇୟ 49:19
ତୁମ୍ଭେ ନଷ୍ଟ ଓ ଶୂନ୍ଯ ଅଟ। ସହେିମାନଙ୍କ ପାଇଁ, ସହେି ଭୂମି ଲୋକରଣ୍ଯ, ଯେଉଁମାନେ ସଠାେ ରେ ବାସ କରିବେ। ସହେିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂ ରଇେ ୟିବ।
ଆୟୁବ ପୁସ୍ତକ 36:16
ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।
ଦିତୀୟ ରାଜାବଳୀ 4:1
ଭବିଷ୍ଯଦ୍ବକ୍ତାଗଣ ଦଳର ମଧ୍ଯରୁ ଜଣକର ଭାର୍ୟ୍ଯା ଇଲୀଶାୟଙ୍କ ସମ୍ମୁଖ ରେ ଆସି କ୍ରନ୍ଦନ କରି କହିଲ, ଆପଣଙ୍କର ଦାସ ୟିଏ ମାରେ ସ୍ବାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଟଙ୍କା ଏକ ମନୁଷ୍ଯଠାରୁ କରଜ କରଥିଲେ ଓ ସହେି ମହାଜନ ମାରେ ଦୁଇପୁତ୍ରଙ୍କୁ ଦାସ କରିନବୋକୁ ଆସିଅଛି।
ପ୍ରଥମ ରାଜାବଳୀ 20:35
ଭବିଷ୍ଯଦ୍ବକ୍ତାଗଣଙ୍କ ମଧ୍ଯରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, ମାେତେ ମାର! ସେ ଏକଥା ସଦାପ୍ରଭୁଙ୍କ ଆଜ୍ଞା ରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା।
ପ୍ରଥମ ଶାମୁୟେଲ 19:20
ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସମାନେେ ଭବିଷ୍ଯଦ୍ବକ୍ତା ଦଳକକ୍ସ୍ଟ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କରିବାର ଓ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି ଶାମୁୟେଲଙ୍କୁ ଠିଆ ହବୋର ଦେଖନ୍ତେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକକ୍ସ୍ଟ ଆସିଲେ। ତହିଁରେ ସମାନେେ ମଧ୍ଯ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।
ଯିହୋଶୂୟ 19:47
କିନ୍ତୁ ଦାନ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସକ୍ସ୍ଟବିଧାର ସମ୍ମକ୍ସ୍ଟଖିନ ହେଲେ। ସଠାେରେ ତାଙ୍କର ବହକ୍ସ୍ଟତ ଶକ୍ତିଶାଳୀ ଶତୃ ଥିଲେ। ଏବଂ ଦାନ୍ର ଲୋକମାନେ ସମାନଙ୍କେୁ ଏତେ ସହଜ ରେ ପରାସ୍ତ କରିପାରି ନ ଥିଲେ। ଯେଉଁଥିପାଇଁ ଦାନ ବଂଶଧରମାନେ ଇଶ୍ରାୟେଲର ଉତ୍ତର ଦିଗକକ୍ସ୍ଟ ଗଲେ। ଏବଂ ଲେଶମ୍ମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ଲେଶମ୍ମାନଙ୍କୁ ୟକ୍ସ୍ଟଦ୍ଧ ରେ ପରାସ୍ତ କଲେ। ଏବଂ ସଠାେରେ ବାସ କରୁଥିବା ଲୋକମାନଙ୍କୁ ସମାନେେ ହତ୍ଯା କଲେ। ତେଣୁ ଦାନର ଲୋକମାନେ ଲେଶମ୍ମାନଙ୍କର ସହର ରେ ବାସ କଲେ। ଏବଂ ଦାନର ପୂର୍ବପୁରୁଷଙ୍କ ନାମାନକ୍ସ୍ଟସା ରେ ଲେଶମର ନାମ ଦାନ ରଖିଲେ।
ଯିହୋଶୂୟ 17:14
ଯୋଷେଫ୍ ବଂଶଧର ଯିହାଶୂେୟଙ୍କକ୍ସ୍ଟ କହିଲେ, ତୁମ୍ଭେ ଅଧିକାରାର୍ଥେ ଆମ୍ଭକକ୍ସ୍ଟ କବଳେ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦଲେ? ଯାହାକକ୍ସ୍ଟ ସଦାପ୍ରଭୁ ଲୋକମାନଙ୍କୁ ଦଇେଥିଲେ।