2 Kings 12:5 in Oriya

Oriya Oriya Bible 2 Kings 2 Kings 12 2 Kings 12:5

2 Kings 12:5
ଲୋକମାନଙ୍କଠାରୁ ପ୍ରେତ୍ୟକକ ନିରୁପିତ ମୁଦ୍ରା ପ୍ରାପ୍ତ କରି, ୟିଏ ସବୋ କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତି ରେ ଯାଜକମାନେ ମୁଦ୍ରା ବ୍ଯବହାର କରନ୍ତୁ।

2 Kings 12:42 Kings 122 Kings 12:6

2 Kings 12:5 in Other Translations

King James Version (KJV)
Let the priests take it to them, every man of his acquaintance: and let them repair the breaches of the house, wheresoever any breach shall be found.

American Standard Version (ASV)
let the priests take it to them, every man from his acquaintance; and they shall repair the breaches of the house, wheresoever any breach shall be found.

Bible in Basic English (BBE)
Let the priests take, every man from his friends and neighbours, to make good what is damaged in the house, wherever it is to be seen.

Darby English Bible (DBY)
let the priests take it, every man of his acquaintance; and let them repair the breaches of the house, wherever any breach is found.

Webster's Bible (WBT)
Let the priests take it to them, every man of his acquaintance: and let them repair the breaches of the house, wherever any breach shall be found.

World English Bible (WEB)
let the priests take it to them, every man from his acquaintance; and they shall repair the breaches of the house, wherever any breach shall be found.

Young's Literal Translation (YLT)
do the priests take to them, each from his acquaintance, and they strengthen the breach of the house, in all `places' where there is found a breach.'

Let
the
priests
יִקְח֤וּyiqḥûyeek-HOO
take
לָהֶם֙lāhemla-HEM
man
every
them,
to
it
הַכֹּ֣הֲנִ֔יםhakkōhănîmha-KOH-huh-NEEM
of
אִ֖ישׁʾîšeesh
his
acquaintance:
מֵאֵ֣תmēʾētmay-ATE
them
let
and
מַכָּר֑וֹmakkārôma-ka-ROH
repair
וְהֵ֗םwĕhēmveh-HAME

יְחַזְּקוּ֙yĕḥazzĕqûyeh-ha-zeh-KOO
the
breaches
אֶתʾetet
house,
the
of
בֶּ֣דֶקbedeqBEH-dek
wheresoever
הַבַּ֔יִתhabbayitha-BA-yeet

לְכֹ֛לlĕkōlleh-HOLE
any
breach
אֲשֶׁרʾăšeruh-SHER
shall
be
found.
יִמָּצֵ֥אyimmāṣēʾyee-ma-TSAY
שָׁ֖םšāmshahm
בָּֽדֶק׃bādeqBA-dek

Cross Reference

ଯିଶାଇୟ 58:12
ପୁଣି ତୁମ୍ଭ ବଂଶୀଯ ଲୋକେ ପୁରାତନ ଧ୍ବଂସ ସ୍ଥାନଗୁଡ଼ିକୁ ପୁନନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପ ରେ ନିର୍ମାଣ କରିବ। ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ଯାତ ହବେ।

ପ୍ରଥମ ରାଜାବଳୀ 11:27
ଏଠା ରେ କୈଫିଯତ ଯୋଗ୍ଯ ଅଟେ ଯେ, କିପରି ଓ କାହିଁକି ସେ ରାଜାଙ୍କ ବିରୁଦ୍ଧ ରେ ଉଠିଲେ। ସହେି ଦିନଗୁଡିକରେ ଶଲୋମନ ମିଲ୍ଲୋ ଦୃଢ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ।

ଦିତୀୟ ରାଜାବଳୀ 12:12
ସମାନେେ ମଧ୍ଯ ପ୍ରସ୍ତର କାରିଗର, ପ୍ରସ୍ତରକଟାଳିମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣି ନିମନ୍ତେ ଆବଶ୍ଯକୀଯ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ଯାନ୍ଯ ଦ୍ରବ୍ଯ କିଣିବା ରେ ସହେି ମୁଦ୍ରାକୁ ବ୍ଯବହାର କଲେ।

ଦିତୀୟ ରାଜାବଳୀ 22:5
ସେ ସହେି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ ଶ୍ରମିକମାନଙ୍କୁ ମଜୁରି ଦିଅନ୍ତୁ। ଆଉ ମଧ୍ଯ ସେ ମନ୍ଦିର ମରାମତି ରେ ତତ୍ତ୍ବବଧାରକ ଯାଜକ ମୁଦ୍ରା ଦିଅନ୍ତୁ।

ଦିତୀୟ ବଂଶାବଳୀ 24:5
ଯୋୟାଶ୍ ଯାଜକ ଓ ଲବେୀୟମାନଙ୍କୁ ଏକତ୍ରୀତ କଲେ। ସେ ସମାନଙ୍କେୁ କହିଲେ, ଯିହୁଦାର ସହରଗୁଡ଼ିକୁ ୟାଅ ଓ ଇଶ୍ରାୟେଲର ଲୋକମାନେ ପ୍ରତିବର୍ଷ ଯେଉଁ ଅର୍ଥ ଦିଅନ୍ତି, ତାହାକୁ ଠୁଳ କର। ତୁମ୍ଭମାନଙ୍କର ପରମେଶ୍ବରଙ୍କ ମନ୍ଦିରକୁ ପୁନଃନିର୍ମିତ କରିବା ନିମନ୍ତେ ସହେି ଅର୍ଥକୁ ବ୍ଯବହାର କର। ଶୀଘ୍ର ୟାଅ ଓ ଏହି କାର୍ୟ୍ଯ କର। କିନ୍ତୁ ଲବେୀୟମାନେ ଚଞ୍ଚଳ ହେଲେ ନାହିଁ।

ଦିତୀୟ ବଂଶାବଳୀ 24:7
ଅତୀତ ରେ, ଅଥଲିଯାଙ୍କ ପୁତ୍ରମାନେ ପରମେଶ୍ବରଙ୍କ ମନ୍ଦିର ଭାଙ୍ଗି ଭିତ ରେ ପ୍ରବେଶ କରିଥିଲେ। ସଦାପ୍ରଭୁଙ୍କ ମନ୍ଦିରର ପବିତ୍ର ସାମଗ୍ରୀଗୁଡ଼ିକୁ ସମାନେେ ବାଲ୍-ଦବଗେଣର ପୂଜା କରିବା ନିମନ୍ତେ ବ୍ଯବହାର କରିଥିଲେ। ଅଥଲିଯା ଜଣେ ଅତି ଦୁଷ୍ଟା ସ୍ତ୍ରୀ ଥିଲେ।