2 Chronicles 23:4 in Oriya

Oriya Oriya Bible 2 Chronicles 2 Chronicles 23 2 Chronicles 23:4

2 Chronicles 23:4
ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ : ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ଯାଜକ ଓ ଲବେୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନ ରେ କାର୍ୟ୍ଯ କରିବାକୁ ଯିବେ, ସମାନେେ ଦ୍ବାର ନିକଟରେ ଜଗି ରହିବେ।

2 Chronicles 23:32 Chronicles 232 Chronicles 23:5

2 Chronicles 23:4 in Other Translations

King James Version (KJV)
This is the thing that ye shall do; A third part of you entering on the sabbath, of the priests and of the Levites, shall be porters of the doors;

American Standard Version (ASV)
This is the thing that ye shall do: a third part of you, that come in on the sabbath, of the priests and of the Levites, shall be porters of the thresholds;

Bible in Basic English (BBE)
This is what you are to do: let a third of you, of the priests and Levites, who come in on the Sabbath, keep the doors;

Darby English Bible (DBY)
This is the thing which ye shall do: a third part of you that come in on the sabbath, of the priests and of the Levites, shall be keepers of the doors;

Webster's Bible (WBT)
This is the thing that ye shall do: A third part of you entering on the sabbath, of the priests, and of the Levites, shall be porters of the doors;

World English Bible (WEB)
This is the thing that you shall do: a third part of you, who come in on the Sabbath, of the priests and of the Levites, shall be porters of the thresholds;

Young's Literal Translation (YLT)
`This `is' the thing that ye do: The third of you, going in on the sabbath, of the priests, and of the Levites, `are' for gatekeepers of the thresholds,

This
זֶ֥הzezeh
is
the
thing
הַדָּבָ֖רhaddābārha-da-VAHR
that
אֲשֶׁ֣רʾăšeruh-SHER
do;
shall
ye
תַּֽעֲשׂ֑וּtaʿăśûta-uh-SOO
A
third
part
הַשְּׁלִשִׁ֨יתhaššĕlišîtha-sheh-lee-SHEET
of
מִכֶּ֜םmikkemmee-KEM
you
entering
בָּאֵ֣יbāʾêba-A
sabbath,
the
on
הַשַּׁבָּ֗תhaššabbātha-sha-BAHT
of
the
priests
לַכֹּֽהֲנִים֙lakkōhănîmla-koh-huh-NEEM
Levites,
the
of
and
וְלַלְוִיִּ֔םwĕlalwiyyimveh-lahl-vee-YEEM
shall
be
porters
לְשֹֽׁעֲרֵ֖יlĕšōʿărêleh-shoh-uh-RAY
of
the
doors;
הַסִּפִּֽים׃hassippîmha-see-PEEM

Cross Reference

ପ୍ରଥମ ବଂଶାବଳୀ 9:25
ଦ୍ବାରପାଳମାନଙ୍କର ଯେଉଁ ଆତ୍ମୀଯମାନେ େଛାଟ ସହରଗୁଡ଼ିକରେ ବାସ କରୁଥିଲେ, ସମାନଙ୍କେୁ ଆସି କେତକେ ନିର୍ଦ୍ଦିଷ୍ଟ ସମୟରେ ସାହାୟ୍ଯ କରିବାକୁ ପଡ଼ୁଥିଲା। ସମାନେେ ଆସୁଥିଲେ ଓ ପ୍ରେତ୍ୟକକ ଥର ଦ୍ବାରପାଳମାନଙ୍କୁ ସାତଦିନ ପର୍ୟ୍ଯନ୍ତ ସାହାୟ୍ଯ କରୁଥିଲେ।

ପ୍ରଥମ ବଂଶାବଳୀ 23:3
ଯେଉଁ ଲବେୀୟମାନେ 30 ବର୍ଷ ବଯସ୍କ ଓ ତଦୁଦ୍ଧର୍‌ବ ଥିଲେ, ଦାଉଦ ସମାନଙ୍କେୁ ଗଣନା କଲେ। ସମୁଦାଯ 38,000 ଲବେୀୟ ହେଲେ।

ପ୍ରଥମ ବଂଶାବଳୀ 24:3
ଦାଉଦ ଇଲିଯାସରଙ୍କ ପରିବାରବର୍ଗ ଓ ଈଥାମରଙ୍କ ବଂଶକୁ ଦୁଇଟି ଭିନ୍ନ ଦଳ ରେ ବିଭକ୍ତ କରିଥିଲେ। ସହେି ଦଳମାନେ ସମାନଙ୍କେୁ ଦତ୍ତ କାର୍ୟ୍ଯ ଯେପରି ସୂଚାରୁରୂପେ କରିପାରନ୍ତି, ସେଥିନିମନ୍ତେ ଦାଉଦ ଏହିପରି କରିଥିଲେ।

ପ୍ରଥମ ବଂଶାବଳୀ 26:13
ପ୍ରେତ୍ୟକକ ପରିବାରକୁ ଜଗିବା ନିମନ୍ତେ ଗୋଟିଏ ଦ୍ବାର ଦିଆୟାଇଥିଲା। ଗୋଟିଏ ପରିବାର ନିମନ୍ତେ ଗୋଟିଏ ଦ୍ବାର ନିରୂପଣ କରିବା ନିମନ୍ତେ ଗୁଳାବାଣ୍ଟ କରାଯାଉଥିଲା। ୟୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ଯବହାର କରାଯାଉଥିଲା।

ଲୂକଲିଖିତ ସୁସମାଚାର 1:8
ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବ ରେ ମନ୍ଦିର ରେ ପରମେଶ୍ବରଙ୍କ ସବୋକାର୍ୟ୍ଯ କରୁଥିଲେ। ସବୋକାର୍ୟ୍ଯ କରିବା ପାଇଁ ତାହାଙ୍କ ଦଳର ପାଳି ପଡିଲା।