2 Chronicles 21:1 in Oriya

Oriya Oriya Bible 2 Chronicles 2 Chronicles 21 2 Chronicles 21:1

2 Chronicles 21:1
ଏହାପରେ ଯିହାଶାଫେଟ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ସେ ଦାଉଦଙ୍କ ନଗର ରେ କବର ପାଇଲେ। ଯିହାଶାଫେଟ୍ଙ୍କ ସ୍ଥାନ ରେ ଯିହାରୋମ୍ ନୂତନ ରାଜା ହେଲେ।

2 Chronicles 212 Chronicles 21:2

2 Chronicles 21:1 in Other Translations

King James Version (KJV)
Now Jehoshaphat slept with his fathers, and was buried with his fathers in the city of David. And Jehoram his son reigned in his stead.

American Standard Version (ASV)
And Jehoshaphat slept with his fathers, and was buried with his fathers in the city of David: and Jehoram his son reigned in his stead.

Bible in Basic English (BBE)
And Jehoshaphat went to rest with his fathers, and his body was put into the earth in the town of David. And Jehoram his son became king in his place.

Darby English Bible (DBY)
And Jehoshaphat slept with his fathers, and was buried with his fathers in the city of David; and Jehoram his son reigned in his stead.

Webster's Bible (WBT)
Now Jehoshaphat slept with his fathers, and was buried with his fathers in the city of David. And Jehoram his son reigned in his stead.

World English Bible (WEB)
Jehoshaphat slept with his fathers, and was buried with his fathers in the city of David: and Jehoram his son reigned in his place.

Young's Literal Translation (YLT)
And Jehoshaphat lieth with his fathers, and is buried with his fathers in the city of David, and Jehoram his son reigneth in his stead.

Now
Jehoshaphat
וַיִּשְׁכַּ֤בwayyiškabva-yeesh-KAHV
slept
יְהֽוֹשָׁפָט֙yĕhôšāpāṭyeh-hoh-sha-FAHT
with
עִםʿimeem
his
fathers,
אֲבֹתָ֔יוʾăbōtāywuh-voh-TAV
buried
was
and
וַיִּקָּבֵ֥רwayyiqqābērva-yee-ka-VARE
with
עִםʿimeem
his
fathers
אֲבֹתָ֖יוʾăbōtāywuh-voh-TAV
city
the
in
בְּעִ֣ירbĕʿîrbeh-EER
of
David.
דָּוִ֑ידdāwîdda-VEED
And
Jehoram
וַיִּמְלֹ֛ךְwayyimlōkva-yeem-LOKE
son
his
יְהוֹרָ֥םyĕhôrāmyeh-hoh-RAHM
reigned
בְּנ֖וֹbĕnôbeh-NOH
in
his
stead.
תַּחְתָּֽיו׃taḥtāywtahk-TAIV

Cross Reference

ପ୍ରଥମ ରାଜାବଳୀ 22:50
ଯିହାଶାଫେଟ୍ଙ୍କ ମୃତ୍ଯୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ରେ ସମାହିତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହାରୋମ୍ ରାଜା ହେଲେ।

ଦିତୀୟ ରାଜାବଳୀ 8:16
ଆହାବ୍ଙ୍କ ପୁତ୍ର ୟୋରାମଙ୍କ ଶାସକ ଇଶ୍ରାୟେଲ ରେ ରାଜତ୍ବ କରିବାର ପଞ୍ଚମ ବର୍ଷ ରେ ୟିହୋଶାଫଟଙ୍କ ପୁତ୍ର ୟିହୋରାମ ଯିହୁଦାର ରାଜା ହେଲେ।

ଦିତୀୟ ବଂଶାବଳୀ 9:31
ଏହାପରେ, ଶଲୋମନ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ଲୋକମାନେ ତାହାଙ୍କୁ ତାଙ୍କର ପିତା ଦାଉଦଙ୍କ ନଗର ରେ କବର ଦେଲେ। ଶଲୋମନଙ୍କ ସ୍ଥାନ ରେ ଶଲୋମନଙ୍କ ପୁତ୍ର ରିହବିଯାମ୍ ନୂତନ ରାଜା ହେଲ।

ଦିତୀୟ ବଂଶାବଳୀ 12:16
ରିହବିଯାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିଯାମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦିଆଗଲା। ଏହାପରେ ରିହବିଯାମ୍ଙ୍କ ପୁତ୍ର ଅବିଯ ନୂତନ ରାଜା ହେଲେ।

ଦିତୀୟ ବଂଶାବଳୀ 21:20
ଯିହାରୋମ୍ ରାଜା ହବୋ ସମୟରେ ବତିଶ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ଆଠବର୍ଷ ରଜତ୍ବ କଲେ। ଯିହାରୋମ୍ଙ୍କ ମୃତ୍ଯୁ ରେ କୌଣସି ବ୍ଯକ୍ତି ଦୁଃଖ କଲେ ନାହିଁ। ଲୋକମାନେ ଯିହାରୋମ୍ଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ ସତ, କିନ୍ତୁ ଯେଉଁଠା ରେ ରାଜାମାନଙ୍କୁ କବର ଦିଆୟାଏ, ସଠାେରେ କବର ଦେଲେ ନାହିଁ।