2 Chronicles 20:30 in Oriya

Oriya Oriya Bible 2 Chronicles 2 Chronicles 20 2 Chronicles 20:30

2 Chronicles 20:30
ସେଥିନିମନ୍ତେ ଯିହାଶାଫେଟ୍ଙ୍କ ରାଜ୍ଯ ଶାନ୍ତି ଲାଭ କଲା। ଯିହାଶାଫେଟ୍ ପରମେଶ୍ବର ତାଙ୍କର ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କଲେ।

2 Chronicles 20:292 Chronicles 202 Chronicles 20:31

2 Chronicles 20:30 in Other Translations

King James Version (KJV)
So the realm of Jehoshaphat was quiet: for his God gave him rest round about.

American Standard Version (ASV)
So the realm of Jehoshaphat was quiet; for his God gave him rest round about.

Bible in Basic English (BBE)
So the kingdom of Jehoshaphat was quiet, for the Lord gave him rest on every side.

Darby English Bible (DBY)
And the realm of Jehoshaphat was quiet; and his God gave him rest round about.

Webster's Bible (WBT)
So the realm of Jehoshaphat was quiet: for his God gave him rest on all sides.

World English Bible (WEB)
So the realm of Jehoshaphat was quiet; for his God gave him rest round about.

Young's Literal Translation (YLT)
and the kingdom of Jehoshaphat is quiet, and his God giveth rest to him round about.

So
the
realm
וַתִּשְׁקֹ֖טwattišqōṭva-teesh-KOTE
of
Jehoshaphat
מַלְכ֣וּתmalkûtmahl-HOOT
was
quiet:
יְהֽוֹשָׁפָ֑טyĕhôšāpāṭyeh-hoh-sha-FAHT
God
his
for
וַיָּ֧נַֽחwayyānaḥva-YA-nahk
gave
him
rest
ל֦וֹloh
round
about.
אֱלֹהָ֖יוʾĕlōhāyway-loh-HAV
מִסָּבִֽיב׃missābîbmee-sa-VEEV

Cross Reference

ଦିତୀୟ ବଂଶାବଳୀ 14:6
ଯିହୁଦା ରେ ଶାନ୍ତି ଥିବା ସମୟରେ ଆସା ଯିହୁଦା ରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସହେି ବର୍ଷଗୁଡ଼ିକରେ କୌଣସି ୟୁଦ୍ଧ ହାଇେ ନ ଥିଲା।

ଦିତୀୟ ବଂଶାବଳୀ 15:15
ଯିହୁଦାର ସମସ୍ତ ଲୋକ ଯେତବେେଳେ ଏହି ଶପଥ ବିଷଯ ରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସମାନେେ ସମାନଙ୍କେର ସମସ୍ତ ହୃଦଯ ସହିତ ପରମେଶ୍ବରଙ୍କର ଅନୁସରଣ କଲେ। ସମାନେେ ପରମେଶ୍ବରଙ୍କୁ ଖାଜେିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କଲେ।

ଯିହୋଶୂୟ 23:1
ସଦାପ୍ରଭୁ ଇଶ୍ରାୟେଲବାସୀଙ୍କକ୍ସ୍ଟ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଥିବା ସମସ୍ତ ଶତୃଙ୍କଠାରକ୍ସ୍ଟ ଶାନ୍ତି ପ୍ରଦାନ କଲେ। ଇଶ୍ରାୟେଲଙ୍କକ୍ସ୍ଟ ନିରାପତ୍ତା ଦେଲେ। ଏହିପରି ବହକ୍ସ୍ଟତ ଦିନପରେ ଯିହାଶୂେୟ ବୃଦ୍ଧ ହାଇଗେଲେ।

ଦିତୀୟ ଶାମୁୟେଲ 7:1
ଏହାପରେ ଦାଉଦ, ଯେତବେେଳେ ନୂତନ ଗୃହକକ୍ସ୍ଟ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତକ୍ସ୍ଟର୍ଦ୍ଦିଗସ୍ଥିତ ଶତୃମାନଙ୍କଠାରକ୍ସ୍ଟ ଶାନ୍ତି ପ୍ରଦାନ କଲେ।

ଆୟୁବ ପୁସ୍ତକ 34:29
କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।

ହିତୋପଦେଶ 16:7
ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।

ଯୋହନଲିଖିତ ସୁସମାଚାର 14:27
ମୁଁ ତୁମ୍ଭକୁ ଶାନ୍ତି ଦଇେ ଯାଉଛି। ଏହି ଶାନ୍ତି ମାେ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନ ରେ ଦୁଃଖ କର ନାହିଁ। ଭୟ ମଧ୍ଯ କର ନାହିଁ।