2 Chronicles 11:5
ରିହବିଯାମ୍ ୟିରୁଶାଲମ ରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ।
2 Chronicles 11:5 in Other Translations
King James Version (KJV)
And Rehoboam dwelt in Jerusalem, and built cities for defense in Judah.
American Standard Version (ASV)
And Rehoboam dwelt in Jerusalem, and built cities for defence in Judah.
Bible in Basic English (BBE)
Now Rehoboam kept in Jerusalem, building walled towns in Judah.
Darby English Bible (DBY)
And Rehoboam dwelt in Jerusalem, and built cities for defence in Judah.
Webster's Bible (WBT)
And Rehoboam dwelt in Jerusalem, and built cities for defense in Judah.
World English Bible (WEB)
Rehoboam lived in Jerusalem, and built cities for defense in Judah.
Young's Literal Translation (YLT)
And Rehoboam dwelleth in Jerusalem, and buildeth cities for a bulwark in Judah,
| And Rehoboam | וַיֵּ֥שֶׁב | wayyēšeb | va-YAY-shev |
| dwelt | רְחַבְעָ֖ם | rĕḥabʿām | reh-hahv-AM |
| in Jerusalem, | בִּירֽוּשָׁלִָ֑ם | bîrûšālāim | bee-roo-sha-la-EEM |
| built and | וַיִּ֧בֶן | wayyiben | va-YEE-ven |
| cities | עָרִ֛ים | ʿārîm | ah-REEM |
| for defence | לְמָצ֖וֹר | lĕmāṣôr | leh-ma-TSORE |
| in Judah. | בִּֽיהוּדָֽה׃ | bîhûdâ | BEE-hoo-DA |
Cross Reference
ଦିତୀୟ ବଂଶାବଳୀ 8:2
ଏହାପରେ ହୂରମ ରାଜା ଦଇେଥିବା ସହରଗୁଡ଼ିକୁ ଶଲୋମନ ଆଉଥରେ ନିର୍ମାଣ କଲେ। ଆଉ ଶଲୋମନ ଏହି ସହରଗୁଡ଼ିକରେ ବାସ କରିବା ନିମନ୍ତେ କିଛି ଇଶ୍ରାୟେଲୀୟ ଲୋକଙ୍କୁ ଅନୁମତି ଦେଲେ।
ଦିତୀୟ ବଂଶାବଳୀ 11:23
ରିହବିଯାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରେତ୍ୟକକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ଯାପ୍ତ କରି ରଖିଲେ। ଆଉ ରିହବିଯାମ୍ ତାଙ୍କର ପୁତ୍ରମାନଙ୍କୁ ୟଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ଯ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖାଜେିଲେ।
ଦିତୀୟ ବଂଶାବଳୀ 14:6
ଯିହୁଦା ରେ ଶାନ୍ତି ଥିବା ସମୟରେ ଆସା ଯିହୁଦା ରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସହେି ବର୍ଷଗୁଡ଼ିକରେ କୌଣସି ୟୁଦ୍ଧ ହାଇେ ନ ଥିଲା।
ଦିତୀୟ ବଂଶାବଳୀ 16:6
ଏହାପରେ ରାଜା ଆସା ଯିହୁଦାର ସମସ୍ତ ଲୋକଙ୍କୁ ଏକତ୍ର ଡାକିଲେ। ସମାନେେ ରାମା ସହରକୁ ଗଲେ ଓ ବାଶା ଦୁର୍ଗ ନିର୍ମାଣ କରିବା ନିମନ୍ତେ ଯେଉଁ ପ୍ରସ୍ତର ଓ କାଷ୍ଠ ବ୍ଯବହାର କରୁଥିଲା, ତାହା ନଇଗେଲେ। ଆସା ଓ ଯିହୁଦାର ଲୋକମାନେ ଗବୋ ଓ ମିମ୍ଫା ସହରକୁ ଆହୁରି ଦୃଢ଼ କରିବା ନିମନ୍ତେ ସହେି ପ୍ରସ୍ତର ଓ କାଷ୍ଠଗୁଡ଼ିକୁ ବ୍ଯବହାର କଲେ।
ଦିତୀୟ ବଂଶାବଳୀ 17:12
ଯିହାଶାଫେଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହାଇେ ଉଠିଲେ। ସେ ଯିହୁଦା ଦେଶ ରେ ଅନକେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ।
ଦିତୀୟ ବଂଶାବଳୀ 26:6
ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ୟୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ଯାନ୍ଯ ସ୍ଥାନ ରେ ପଲେଷ୍ଟୀୟ ଲୋକମାନଙ୍କ ମଧିଅରେ ସହରମାନ ନିର୍ମାଣ କଲେ।
ଦିତୀୟ ବଂଶାବଳୀ 27:4
ଯୋଥମ୍ ଯିହୁଦାର ପାର୍ବତ୍ଯାଞ୍ଚଳମାନଙ୍କ ରେ ମଧ୍ଯ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ଯ ମଧିଅରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ।
ଯିଶାଇୟ 22:8
ସହେି ସମୟରେ ସେ ଯିହୁଦାର ଓଢ଼ଣା ଟାଣି ପକାଇଲେ ଓ ତୁମ୍ଭେ ବନଗୃହସ୍ଥ ୟୁଦ୍ଧାସ୍ତ୍ର ପ୍ରତି ଦୃଷ୍ଟି ଦେଲେ।