1 Timothy 3:10
ତୁମ୍ଭମାନେେ ପ୍ରଥମେ ସମାନଙ୍କେୁ ପରୀକ୍ଷା କରିବ। ଯଦି ସମାନଙ୍କେ ଭିତ ରେ କୌଣସି ଦୁଗୁର୍ଣ ନାହିଁ, ତା ହେଲେ ସମାନେେ ବିଶଷେ ସବେକ ଭାବେ ସବୋ କରି ପାରିବେ।
1 Timothy 3:10 in Other Translations
King James Version (KJV)
And let these also first be proved; then let them use the office of a deacon, being found blameless.
American Standard Version (ASV)
And let these also first be proved; then let them serve as deacons, if they be blameless.
Bible in Basic English (BBE)
And let these first be put to the test; then let them become Deacons if there is nothing against them.
Darby English Bible (DBY)
And let these be first proved, then let them minister, being without charge [against them].
World English Bible (WEB)
Let them also first be tested; then let them serve as deacons, if they are blameless.
Young's Literal Translation (YLT)
and let these also first be proved, then let them minister, being unblameable.
| And | καὶ | kai | kay |
| let these be | οὗτοι | houtoi | OO-too |
| also | δὲ | de | thay |
| first | δοκιμαζέσθωσαν | dokimazesthōsan | thoh-kee-ma-ZAY-sthoh-sahn |
| proved; | πρῶτον | prōton | PROH-tone |
| then | εἶτα | eita | EE-ta |
| deacon, a of office the use them let | διακονείτωσαν | diakoneitōsan | thee-ah-koh-NEE-toh-sahn |
| being | ἀνέγκλητοι | anenklētoi | ah-NAYNG-klay-too |
| found blameless. | ὄντες | ontes | ONE-tase |
Cross Reference
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:22
ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:1
ଏହି ସମୟ ମଧିଅରେ ଶିଷ୍ଯମାନଙ୍କ ସଂଖ୍ଯା ବଢ଼ିଗଲା। ସେତବେେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ। ସମାନଙ୍କେ ବିଧବାମାନଙ୍କୁ ଉଚିତ ପରିମାଣ ରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:8
ସେ ଶଷେ ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭମାନେେ ନିର୍ଦ୍ ଦୋଷ ଦଖାୟିବେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:2
ଅଧ୍ଯକ୍ଷ ବ୍ଯକ୍ତି ଜଣଙ୍କ ଏତେ ଭଲ ହବୋ ଦରକାର ଯେ ଲୋକେ ପ୍ରକୃତ ରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହବେେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ। ତାହାଙ୍କର ଆତ୍ମସଂୟମ ଥିବା ଦରକାର ଓ ସେ ବୁଦ୍ଧିମାନ ହବୋ ଦରକାର। ସେ ଅନ୍ୟମାନଙ୍କ ଦ୍ବାରା ସମ୍ମାନ ପାଉଥିବା ଦରକାର। ନିଜ ଘ ରେ ସ୍ବାଗତ କରି ଲୋକମାନଙ୍କୁ ସେ ସାହାୟ୍ଯ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହାଇେଥିବା ଦରକାର।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:6
କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:13
ଯେଉଁ ଲୋକମାନେ ଭଲ ଭାବରେ ସବୋ କରନ୍ତି, ସମାନେେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସମାନେେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ତାହାଙ୍କ ବିଶ୍ବାସ ସଂପର୍କ ରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:6
ଏକ ପ୍ରାଚୀନ ହବୋ ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସଗେୁଡ଼ିକ ହେଲା ସେ ନିର୍ଦ୍ ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ବାସୀ ହାଇେଥିବେ। ସମାନେେ ହିଂସ୍ର ଜୀବନ ଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ।
ଯୋହନଙ୍କ ପ୍ରଥମ ପତ୍ର 4:1
ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:22
କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ମିତ୍ର କରି ଦଇେଛନ୍ତି। ତାଙ୍କ ମାଂସମୟ ଶରୀର ରେ, ନିଜ ମୃତ୍ଯୁ ଦ୍ବାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ।