1 Kings 20:16 in Oriya

Oriya Oriya Bible 1 Kings 1 Kings 20 1 Kings 20:16

1 Kings 20:16
ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।

1 Kings 20:151 Kings 201 Kings 20:17

1 Kings 20:16 in Other Translations

King James Version (KJV)
And they went out at noon. But Benhadad was drinking himself drunk in the pavilions, he and the kings, the thirty and two kings that helped him.

American Standard Version (ASV)
And they went out at noon. But Ben-hadad was drinking himself drunk in the pavilions, he and the kings, the thirty and two kings that helped him.

Bible in Basic English (BBE)
And in the middle of the day they went out. But Ben-hadad was drinking in the tents with the thirty-two kings who were helping him.

Darby English Bible (DBY)
And they went out at noon; and Ben-Hadad drank himself drunk in the tents, he and the kings, the thirty-two kings that helped him.

Webster's Bible (WBT)
And they went out at noon. But Ben-hadad was drinking himself drunk in the pavilions, he and the kings, the thirty and two kings that helped him.

World English Bible (WEB)
They went out at noon. But Ben Hadad was drinking himself drunk in the pavilions, he and the kings, the thirty-two kings who helped him.

Young's Literal Translation (YLT)
and they go out at noon, and Ben-Hadad is drinking -- drunk in the booths, he and the kings, the thirty and two kings, helping him.

And
they
went
out
וַיֵּֽצְא֖וּwayyēṣĕʾûva-yay-tseh-OO
at
noon.
בַּֽצָּהֳרָ֑יִםbaṣṣāhŏrāyimba-tsa-hoh-RA-yeem
Ben-hadad
But
וּבֶןûbenoo-VEN
was
drinking
הֲדַד֩hădadhuh-DAHD
himself
drunk
שֹׁתֶ֨הšōteshoh-TEH
pavilions,
the
in
שִׁכּ֜וֹרšikkôrSHEE-kore
he
בַּסֻּכּ֗וֹתbassukkôtba-SOO-kote
and
the
kings,
ה֧וּאhûʾhoo
thirty
the
וְהַמְּלָכִ֛יםwĕhammĕlākîmveh-ha-meh-la-HEEM
and
two
שְׁלֹשִֽׁיםšĕlōšîmsheh-loh-SHEEM
kings
וּשְׁנַ֥יִםûšĕnayimoo-sheh-NA-yeem
that
helped
מֶ֖לֶךְmelekMEH-lek
him.
עֹזֵ֥רʿōzēroh-ZARE
אֹתֽוֹ׃ʾōtôoh-TOH

Cross Reference

ପ୍ରଥମ ରାଜାବଳୀ 16:7
ସଦାପ୍ରଭୁ ବାଶା ଓ ତା'ର ପରିବାରର ବିପକ୍ଷ ଭବିଷ୍ଯଦ୍ବକ୍ତା ହନାନିଯଙ୍କ ପୁତ୍ର ଯହେୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ୟ୍ଯଦ୍ବାରା ସଦାପ୍ରଭୁଙ୍କୁ କୋର୍ଧିତ କଲେ। ୟାରବିଯାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସଇେ କାର୍ୟ୍ଯ କଲେ। ସଦାପ୍ରଭୁ ମଧ୍ଯ କୋରଧିତ ଥିଲେ କାରଣ ସେ ସମସ୍ତ ୟାରବିଯାମ ପରିବାରକୁ ହତ୍ଯା କଲେ।

ପ୍ରଥମ ରାଜାବଳୀ 16:9
ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧକରେ ଅଧ୍ଯକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ। ସହେି ସମୟରେ ଏଲା ଅର୍ସାର ଗୃହ ରେ ମଦ୍ଯପାନ କରି ମାତାଲ ହାଇଗେଲା। ଅର୍ସା ତିର୍ସା ପ୍ରାସାଦର ଦାଯିତ୍ବ ରେ ଥିଲା।

ପ୍ରଥମ ରାଜାବଳୀ 20:11
ରାଜା ଆହାବ୍ ଉତ୍ତର ଦେଲେ, ବିନ୍ହଦଦ୍ଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।

ହିତୋପଦେଶ 23:29
ଯେଉଁମାନେ ଅତ୍ଯନ୍ତ ମଦ୍ଯପ ଏବଂ ସବୁ ସମୟ ମଦ୍ଯ ପାନ ରେ ଉପ ଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ।

ଉପଦେଶକ 10:16
ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।

ଯିଶାଇୟ 54:15
ଏଠାକୁ ଦେଖ, ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଏକମତ ହାଇପୋରନ୍ତି, କିନ୍ତୁ ସମାନେେ ମାେ ପ୍ରତି ଯେ କହେି ତୁମ୍ଭ ବିରୁଦ୍ଧ ରେ ୟାଏ, ସେ ସମାନଙ୍କେ ପତିତକୁ ବହନ କରିବେ।

ହୋଶେୟ 4:11
ୟୌନ ଭୋଗ ପାପ, ଅତ୍ଯଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ଯକ୍ତିର ସ୍ବାଧୀନ ଚିନ୍ତା କରିବାର ଧ୍ବଂସ କରେ।