1 John 1:6 in Oriya

Oriya Oriya Bible 1 John 1 John 1 1 John 1:6

1 John 1:6
ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ବରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାର ରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ଯାବାଦୀ ଓ ସତ୍ଯର ଅନୁସରଣ କରୁ ନାହୁଁ।

1 John 1:51 John 11 John 1:7

1 John 1:6 in Other Translations

King James Version (KJV)
If we say that we have fellowship with him, and walk in darkness, we lie, and do not the truth:

American Standard Version (ASV)
If we say that we have fellowship with him and walk in the darkness, we lie, and do not the truth:

Bible in Basic English (BBE)
If we say we are joined to him, and are walking still in the dark, our words are false and our acts are untrue:

Darby English Bible (DBY)
If we say that we have fellowship with him, and walk in darkness, we lie, and do not practise the truth.

World English Bible (WEB)
If we say that we have fellowship with him and walk in the darkness, we lie, and don't tell the truth.

Young's Literal Translation (YLT)
if we may say -- `we have fellowship with Him,' and in the darkness may walk -- we lie, and do not the truth;

If
Ἐὰνeanay-AN
we
say
εἴπωμενeipōmenEE-poh-mane
that
ὅτιhotiOH-tee
have
we
κοινωνίανkoinōniankoo-noh-NEE-an
fellowship
ἔχομενechomenA-hoh-mane
with
μετ'metmate
him,
αὐτοῦautouaf-TOO
and
καὶkaikay
walk
ἐνenane
in
τῷtoh

σκότειskoteiSKOH-tee
darkness,
περιπατῶμενperipatōmenpay-ree-pa-TOH-mane
we
lie,
ψευδόμεθαpseudomethapsave-THOH-may-tha
and
καὶkaikay
do
οὐouoo
not
ποιοῦμενpoioumenpoo-OO-mane
the
τὴνtēntane
truth:
ἀλήθειαν·alētheianah-LAY-thee-an

Cross Reference

ଯୋହନଙ୍କ ପ୍ରଥମ ପତ୍ର 4:20
ଯଦି କହେି କ ହେ ମୁଁ ପରମେଶ୍ବରଙ୍କୁ ପ୍ ରମେ କରେ, କିନ୍ତୁ ନିଜ ଭାଇକୁ ଘୃଣା କରେ, ତବେେ ସେ ହେଉଛି ମିଥ୍ଯାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତବେେ ଯେଉଁ ପରମେଶ୍ବରଙ୍କୁ ସେ କବେେ ଦେଖି ନାହିଁ, ତାହାଙ୍କୁ ପ୍ ରମେ କରି ପାରିବ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 1:10
ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତବେେ ଆମ୍ଭେ ପରମେଶ୍ବରଙ୍କୁ ମିଥ୍ଯାବାଦୀ କରୁ ଏବଂ ତାହାଙ୍କ ସତ୍ଯଶିକ୍ଷା ଆମ୍ଭମାନେେ ଗ୍ରହଣ କରି ନାହୁଁ।

ଯୋହନଙ୍କ ପ୍ରଥମ ପତ୍ର 2:4
ଯଦି କିଏ କୁ ହେ, ମୁଁ ପରମେଶ୍ବରଙ୍କୁ ଜାଣେ, କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତବେେ ସେ ଜଣେ ମିଥ୍ଯାବାଦୀ। ତାହାଙ୍କଠା ରେ ସତ୍ଯ ନାହିଁ।

ଯୋହନଲିଖିତ ସୁସମାଚାର 3:19
ଲୋକମାନଙ୍କର ବିଚାର ଏହି ବିଷୟ ଦ୍ବାରା ହୁଏ: ସହେି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସହେି ଆଲୋକ ଚାହିଁଲେ ନାହିଁ, ସମାନେେ ଅନ୍ଧକାର ଚାହିଁଲେ, କାରଣ ସମାନେେ ମନ୍ଦକାର୍ୟ୍ଯ ରେ ରତଥିଲେ।

ଯୋହନଲିଖିତ ସୁସମାଚାର 8:12
ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, ମୁଁ ଜଗତର ଆଲୋକ, ମାେତେ ଯେଉଁ ଲୋକ ଅନୁସରଣ କରେ, ସେ କବେେ ଅନ୍ଧକାର ରେ ଚାଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।

ଯୋହନଲିଖିତ ସୁସମାଚାର 12:35
ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:14
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

ଯାକୁବଙ୍କ ପତ୍ 2:14
ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !

ଯାକୁବଙ୍କ ପତ୍ 2:16
ଏବଂ ତୁମ୍ଭେ ତାହାକୁ କହୁଛ, ପରମେଶ୍ବର ତୁମ୍ଭ ସହିତ ଥାଆନ୍ତୁ ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ। ତୁମ୍ଭେ ଏଗୁଡ଼ିକ ବିଷୟ ରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ଯକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାୟ୍ଯ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ଯହୀନ ଅଟେ।

ଯାକୁବଙ୍କ ପତ୍ 2:18
ଜଣେ ଲୋକ କହିପା ରେ, ତୁମ୍ଭ ପାଖ ରେ ବିଶ୍ବାସ ଅଛି, ପୁଣି ମାେ ପାଖ ରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ବାସ ମାେତେ ଦଖାେଅ, ଆଉ ମୁଁ ମାେ କର୍ମଗୁଡ଼ିକ ଦ୍ବାରା ମାେ ବିଶ୍ବାସ ତୁମ୍ଭକୁ ଦଖାଇବେି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:17
ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତ ରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ।

ହିତୋପଦେଶ 4:18
ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,

ହିତୋପଦେଶ 2:13
ସମାନେେ ସତ୍ଯପଥ ପରିତ୍ଯାଗ କରି କୁପଥରେ ବାସ କରନ୍ତି।

ଗୀତସଂହିତା 5:4
ହେ ପରମେଶ୍ବର, ତୁମ୍ଭେ କବେେ ମନ୍ଦ କାର୍ୟ୍ଯ ପସନ୍ଦ କର ନାହିଁ। କାରଣ ମନ୍ଦ କାର୍ୟ୍ଯ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।

ଗୀତସଂହିତା 94:20
ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।

ମାଥିଉଲିଖିତ ସୁସମାଚାର 7:22
ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?

ଯୋହନଲିଖିତ ସୁସମାଚାର 8:44
ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।

ଯୋହନଲିଖିତ ସୁସମାଚାର 11:10
କିନ୍ତୁ ରାତି ରେ ଜଣେ ଲୋକ ଝୁଣ୍ଟେ, କାରଣ ରାତି ବେଳେ ତାକୁ ଦେଖିବା ରେ ସାହାୟ୍ଯ କରିବା ପାଇଁ ଆଲୋକ ନଥାଏ।

ଯୋହନଲିଖିତ ସୁସମାଚାର 12:46
ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମାରେ ଆସିବାର କାରଣ, ମାଠାେ ରେ ବିଶ୍ବାସ ରଖିଥିବା ପ୍ରେତ୍ୟକକ ଲୋକ କବେେ ଅନ୍ଧକାର ରେ ରହିବ ନାହିଁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:2
ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସହେି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ଯାବାଦୀ ଲୋକମାନଙ୍କ ଦ୍ବାରା ଆ ସେ। ସମାନେେ କ'ଣ ଭଲ ଓ କ'ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହାଇଯୋଇଥାଏ।

ଯୋହନଙ୍କ ପ୍ରଥମ ପତ୍ର 1:3
ବର୍ତ୍ତମାନ ତୁମ୍ଭମାନଙ୍କୁ ସହେି ସମ୍ବନ୍ଧ ରେ କହିବୁ ଯାହା ଆମ୍ଭମାନେେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍ଭମାନେେ ଆମ୍ଭର ସହଭାଗୀ ହାଇପୋରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ଯ ସହଭାଗୀ।

ଯୋହନଙ୍କ ପ୍ରଥମ ପତ୍ର 1:8
ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 2:9
ଯେଉଁ ଲୋକ ଆଲୋକରେ ଅଛି ବୋଲି କୁ ହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତବେେ ସେ ଏପର୍ୟ୍ଯନ୍ତ ଅନ୍ଧକାର ରେ ରହିଛି।

ଗୀତସଂହିତା 82:5
ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍‌ବରେ ତଳକୁ ପଡ଼ୁଛି।