1 Corinthians 15:8 in Oriya

Oriya Oriya Bible 1 Corinthians 1 Corinthians 15 1 Corinthians 15:8

1 Corinthians 15:8
ଯଥା ସମୟ ପୂର୍ବରୁ ଜନ୍ମ ହାଇେଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମାେତେ ସର୍ବ ଶଷେ ରେ ଦଖାେ ଦେଲେ।

1 Corinthians 15:71 Corinthians 151 Corinthians 15:9

1 Corinthians 15:8 in Other Translations

King James Version (KJV)
And last of all he was seen of me also, as of one born out of due time.

American Standard Version (ASV)
and last of all, as to the `child' untimely born, he appeared to me also.

Bible in Basic English (BBE)
And last of all, as by one whose birth was out of the right time, he was seen by me.

Darby English Bible (DBY)
and last of all, as to an abortion, he appeared to *me* also.

World English Bible (WEB)
and last of all, as to the child born at the wrong time, he appeared to me also.

Young's Literal Translation (YLT)
And last of all -- as to the untimely birth -- he appeared also to me,

And
ἔσχατονeschatonA-ska-tone
last
δὲdethay
of
all
πάντωνpantōnPAHN-tone
he
was
seen
ὡσπερεὶhōspereioh-spay-REE
also,
me
of
τῷtoh
as
ἐκτρώματιektrōmatiake-TROH-ma-tee
of
one
born
out
of
due
ὤφθηōphthēOH-fthay
time.
κἀμοίkamoika-MOO

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:1
ମୁଁ ଜଣେ ସ୍ବାଧୀନ ବ୍ଯକ୍ତି। ମୁଁ ଜଣେ ପ୍ ରରେିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମାେ କାର୍ୟ୍ଯର ଫଳ ସ୍ବରୂପ ତୁମ୍ଭମାନେେ ପରିବର୍ତ୍ତିତ ହାଇେଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:17
ତେଣୁ ହନନିୟ ୟିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, ଭାଇ ଶାଉଲ! ପ୍ରଭୁ ଯୀଶୁ ମାେତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦଇେଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖିପାରିବ ଓ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇପୋରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:16
ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସବେକରୂପେ ନିୟୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦଖାେ ଦଇେଅଛି। ତୁମ୍ଭେ ମାେ ବିଷୟ ରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦଖାଇବେି, ତୁମ୍ଭେ ତା'ର ସାକ୍ଷୀ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:3
ସେ ଦମ୍ମସକେ ନିକଟକୁ ଆସିଲେ। ହଠାତ୍ ସ୍ବର୍ଗରୁ ଗୋଟିଏ ଆଲୋକ ତାହାଙ୍କ ଚ଼ାରିପଟେ ଉଦ୍ଭାସିତ ହାଇଗେଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:9
ଦିନେ ରାତି ରେ ପ୍ରଭୁ ପାଉଲଙ୍କୁ ସ୍ବପ୍ନ ରେ କହିଲେ, ଭୟ କରନାହିଁ। ନୀରବ ରୁହ ନାହିଁ। କଥା କୁହ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:14
ସେ ମାେତେ କହିଲେ, 'ଆମ୍ଭମାନଙ୍କ ପୈତୃକ ପରମେଶ୍ବର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସହେି ଧାର୍ମିକ ବ୍ଯକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:18
ସହେି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମାେତେ କହିଲେ, 'ତୁମ୍ଭେ ସଙ୍ଗେ ସଙ୍ଗେ ୟିରୁଶାଲମ ଛାଡ଼ି ଦିଅ, କାରଣ ତୁମ୍ଭେ ମାେ ବିଷୟ ରେ ଯାହା କହିବ, ସମାନେେ ଗ୍ରହଣ କରିବେ ନାହିଁ।'

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:1
ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାଦେଶ' ବିଷୟ ରେ କହିବି।