1 Corinthians 10:3 in Oriya

Oriya Oriya Bible 1 Corinthians 1 Corinthians 10 1 Corinthians 10:3

1 Corinthians 10:3
ସମାନେେ ଏକମାତ୍ର ଆଧ୍ଯାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ।

1 Corinthians 10:21 Corinthians 101 Corinthians 10:4

1 Corinthians 10:3 in Other Translations

King James Version (KJV)
And did all eat the same spiritual meat;

American Standard Version (ASV)
and did all eat the same spiritual food;

Bible in Basic English (BBE)
And they all took the same holy food;

Darby English Bible (DBY)
and all ate the same spiritual food,

World English Bible (WEB)
and all ate the same spiritual food;

Young's Literal Translation (YLT)
and all the same spiritual food did eat,

And
καὶkaikay
all
the
πάντεςpantesPAHN-tase
same
τὸtotoh
meat;
αὐτὸautoaf-TOH
spiritual
βρῶμαbrōmaVROH-ma
did
πνευματικὸνpneumatikonpnave-ma-tee-KONE
eat
ἔφαγονephagonA-fa-gone

Cross Reference

ଦିତୀୟ ବିବରଣ 8:3
ମନକ୍ସ୍ଟଷ୍ଯ ଯେ କବଳେ ରୋଟୀ ରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମକ୍ସ୍ଟଖରକ୍ସ୍ଟ ଯାହା ନିର୍ଗତ ହକ୍ସ୍ଟଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷକ୍ସ୍ଟଧିତ କରି ଅଛନ୍ତି, ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣଙ୍କକ୍ସ୍ଟ ଅଜ୍ଞାତ ମାନ୍ନା ଦଇେ ପ୍ରତିପାଳନ କରିଅଛନ୍ତି।

ଯାତ୍ରା ପୁସ୍ତକ 16:35
ଲୋକମାନେ ଚାଳିଷ ବର୍ଷ ପର୍ୟ୍ଯନ୍ତ ଏହି ମାନ୍ନା ଖାଇଲେ। ସମାନେେ ଏହି ମାନ୍ନା ବସତିଦେଶ ରେ ଉପସ୍ଥିତ ନ ହବୋ ୟାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମା ରେ ପହଁଞ୍ଚିବା ପର୍ୟ୍ଯନ୍ତ ସମାନେେ ମାନ୍ନା ଖାଇଲେ।

ନିହିମିୟା 9:15
ସମାନଙ୍କେ କ୍ଷୁଧା ନିବାରଣ ନିମନ୍ତେ ତୁମ୍ଭେ ସମାନଙ୍କେୁ ସ୍ବର୍ଗରୁ ଖାଦ୍ୟ ଦଲେ। ସମାନଙ୍କେ ତୃଷାପାଇଁ ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ। ତୁମ୍ଭେ 'ଆଜ୍ଞା ଦଲେ, ୟାଅ, ଭୂମିକୁ ଦିଅ,' ଯେଉଁଟାକି ତୁମ୍ଭେ ସମାନଙ୍କେୁ ଦବୋ ପାଇଁ ଶପଥ କରିଥିଲ।

ନିହିମିୟା 9:20
ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ପାଇଁ ଆପଣାର ମଙ୍ଗଳମଯ ଆତ୍ମା ପ୍ରଦାନ କଲ। ତୁମ୍ଭେ ସମାନଙ୍କେଠାରୁ ତୁମ୍ଭର ମାନ୍ନା ଛଡାଇ ନଲେ ନାହିଁ। ସମାନଙ୍କେର ତୃଷ୍ନା ନିବାରଣାର୍ଥେ ସମାନଙ୍କେୁ ଜଳ ଦଲେ।

ଯାତ୍ରା ପୁସ୍ତକ 16:4
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ଯ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ୟାଇ ତାଙ୍କର ଆବଶ୍ଯକ ପରିମାଣ ରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡିବ ଯେ ସମାନେେ ଆମ୍ଭର ବ୍ଯବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ।

ଯାତ୍ରା ପୁସ୍ତକ 16:15
ଇଶ୍ରାୟେଲର ଲୋକମାନେ ଏହାକୁ ଦେଖି କଥାବର୍ତ୍ତା ହେଲେ। ଏଗୁଡିକ କ'ଣ? ସମାନେେ ଏପରି କହିଲେ କାରଣ ସମାନେେ ଜାଣି ନଥିଲେ ଏଗୁଡିକ କ'ଣ ଥଲା। ତେଣୁ ସମାନେେ ମାଶାଙ୍କେୁ ପଚାରିଲେ, ତେଣୁ ମାଶାେ ସମାନଙ୍କେୁ କହିଲେ, ଏଗୁଡିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।

ଗୀତସଂହିତା 105:40
ଯେତବେେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ବର ଭାଟୋଇ ପକ୍ଷୀମାନଙ୍କୁ ଦେଲେ। ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।

ଗୀତସଂହିତା 78:23
କିନ୍ତୁ ଏହାପରେ ପରମେଶ୍ବର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ ଓ ଆକାଶର ଦ୍ବାର ଖାଲିେଲେ।

ଯୋହନଲିଖିତ ସୁସମାଚାର 6:22
ତହିଁ ଆର ଦିନ ହ୍ରଦର ଆର ପଟେ କେତକେ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଯାଇ ନାହାଁନ୍ତି, ଏହି ବିଷୟ ସହେି ଲୋକମାନେ ଜାଣି ନଥିଲେ। ସମାନେେ ଜାଣିଥିଲେ ଯେ, ଶିଷ୍ଯମାନେ ଯୀଶୁଙ୍କୁ ଏକାକୀ ଛାଡି ଦଇେ ଡଙ୍ଗା ରେ ଚାଲିଗଲେ। ସମାନେେ ଜାଣିଥିଲେ ଯେ, ସଠାେରେ କବଳେ ସହେି ଗୋଟିଏ ମାତ୍ର ଡଙ୍ଗା ଥିଲା।