1 Chronicles 7:27
ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହାଶୂେୟ ନୂନଙ୍କ ପୁତ୍ର ଥିଲେ।
1 Chronicles 7:27 in Other Translations
King James Version (KJV)
Non his son, Jehoshuah his son.
American Standard Version (ASV)
Nun his son, Joshua his son.
Bible in Basic English (BBE)
Nun his son, Joshua his son.
Darby English Bible (DBY)
Nun his son, Joshua his son.
Webster's Bible (WBT)
Non his son, Jehoshua his son.
World English Bible (WEB)
Nun his son, Joshua his son.
Young's Literal Translation (YLT)
Non his son, Jehoshua his son.
| Non | נ֥וֹן | nôn | none |
| his son, | בְּנ֖וֹ | bĕnô | beh-NOH |
| Jehoshua | יְהוֹשֻׁ֥עַ | yĕhôšuaʿ | yeh-hoh-SHOO-ah |
| his son. | בְּנֽוֹ׃ | bĕnô | beh-NOH |
Cross Reference
ଗଣନା ପୁସ୍ତକ 13:16
ମାଶାେ ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ୟ୍ଯ କରିବାକୁ ସହେି ଦେଶ ପଠାଇ ଥିଲେ, ମାଶାେ ନୂନର ପୁତ୍ର ହାେେଶୟଙ୍କୁ ଯିହାଶୂେୟ ନାମ ଦେଲେ।
ଗଣନା ପୁସ୍ତକ 13:8
ଇଫ୍ରଯିମ ଗୋଷ୍ଠୀବର୍ଗ ମଧ୍ଯରୁ ନୂନର ପୁତ୍ର ହାେେଶୟ।
ଯାତ୍ରା ପୁସ୍ତକ 24:13
ଏହାପରେ ମାଶାେ ଓ ତାଙ୍କର ପରିଚାଳକ ଯିହାଶୂେୟ ଉଠିଲେ, ମାଶାେ ପରମେଶ୍ବରଙ୍କର ପର୍ବତକୁ ଆରୋହଣ କଲେ।
ଯାତ୍ରା ପୁସ୍ତକ 17:9
ତେଣୁ ମାଶାେ ଯିହାଶୂେୟଙ୍କୁ କହିଲେ, ଶତୃ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ କେତକେ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହାଇେ ତାହା ଦେଖିବି। ପରମେଶ୍ବରଙ୍କ ଆଶାବାଡିଟିକୁ ମାେ ସହିତ ନଇୟିବେି।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:8
ଆମ୍ଭେ ଜାଣି ଯେ ୟିହୋଶୂୟ ଲୋକଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନଇଯାେଇ ନ ଥିଲେ। ଯଦି ସେ ନଇେଥାନ୍ତେ, ତବେେ ପରମେଶ୍ବର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ 'ଆଜି' ବୋଲି ଘାଷେଣା କରି ନ ଥାନ୍ତେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:45
ଆମ୍ଭର ପୂର୍ବପୁରୁଷମାନେ ସହେି ପବିତ୍ର ତମ୍ବୁ ସାଙ୍ଗ ରେ ଆଣିଥିଲେ। ସହେି ସମୟରେ ୟିହୋଶୂୟଙ୍କ ନତେୃତ୍ବ ରେ ସମାନେେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନଇେଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନା ରେ ବାହାର କରି ଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ୟ୍ଯନ୍ତ ଥିଲା।
ଦିତୀୟ ବିବରଣ 31:23
ତା'ପରେ ସଦାପ୍ରଭୁ ନୂନର ପକ୍ସ୍ଟତ୍ର ୟିହୋଶୂଯଙ୍କକ୍ସ୍ଟ କହିଲେ, ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ଆମ୍ଭେ ଯେଉଁ ଦେଶ ପାଇଁ ପ୍ରତିଜ୍ଞା କରିଅଛକ୍ସ୍ଟ, ସହେି ଦେଶକକ୍ସ୍ଟ ନଇେ ୟିବ ଏବଂ ଆମ୍ଭେ ତକ୍ସ୍ଟମ୍ଭ ସହିତ ସର୍ବଦା ରହିବା।
ଗଣନା ପୁସ୍ତକ 27:18
ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ନୂନର ପୁତ୍ର ଯିହାଶୂେୟକୁ ନିଅ, ସେ ଉପୟୁକ୍ତତା ବ୍ଯକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ।
ଗଣନା ପୁସ୍ତକ 14:6
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ଯରୁ ନୂନର ପୁତ୍ର ଯିହାଶୂେୟ ଓ ୟିଫୁନ୍ନିର ପୁତ୍ର କାଲେବ୍ ନିଜନିଜ ବସ୍ତ୍ର ଚିରିଲେ।
ଗଣନା ପୁସ୍ତକ 11:28
ତହିଁରେ ନୂନର ପୁତ୍ର ଯିହାଶୂେୟ ମାଶାଙ୍କେୁ କହିଲେ, ହେ ମାହେର ମୁନିବ ମାଶାେ, ସମାନଙ୍କେୁ ସ୍ଥଗିତ କରନ୍ତୁ। ୟିହୋଶୂଯ ୟୁବକ ସମୟରୁ ମାଶାଙ୍କେର ଜଣେ ମନୋନୀତ ସହକାରୀ ଥିଲେ।
ଯାତ୍ରା ପୁସ୍ତକ 32:17
ୟିହୋଶୂଯ ସହେି ଭୋଜିର ପାଟି ଶୁଣିଲେ। ଯିହାଶୂେୟ ମାଶାଙ୍କେୁ କହିଲେ, ଛାଉଣୀ ରେ ୟୁଦ୍ଧର ଶବ୍ଦପରି ଏହା ଶୁଭୁଛି।