1 Chronicles 7:14
ଏହିମାନେ ମନଃଶିଙ୍କର ବଂଶଧର ଥିଲେ : ମନଃଶି ଓ ତାଙ୍କର ଅରାମୀଯ ଦାସୀଙ୍କଠାରୁ ଅସ୍ରୀଯଲେ ନାମକ ପୁତ୍ର ଜାତ ହାଇେଥିଲା। ସମାନଙ୍କେର ମାଖୀର ନାମକ ମଧ୍ଯ ପୁତ୍ରଟିଏ ଥିଲା। ମାଖୀର ଗିଲିଯଦଙ୍କ ପିତା ଥିଲେ।
1 Chronicles 7:14 in Other Translations
King James Version (KJV)
The sons of Manasseh; Ashriel, whom she bare: (but his concubine the Aramitess bare Machir the father of Gilead:
American Standard Version (ASV)
The sons of Manasseh: Asriel, whom his concubine the Aramitess bare: she bare Machir the father of Gilead:
Bible in Basic English (BBE)
The sons of Manasseh by his servant-wife, the Aramaean woman: she gave birth to Machir, the father of Gilead;
Darby English Bible (DBY)
The sons of Manasseh: Asriel, ... whom she bore; his Syrian concubine bore Machir the father of Gilead.
Webster's Bible (WBT)
The sons of Manasseh; Ashriel, whom she bore: (but his concubine the Aramitess bore Machir the father of Gilead:
World English Bible (WEB)
The sons of Manasseh: Asriel, whom his concubine the Aramitess bore: she bore Machir the father of Gilead:
Young's Literal Translation (YLT)
Sons of Manasseh: Ashriel, whom Jaladah his Aramaean concubine bare, with Machir father of Gilead.
| The sons | בְּנֵ֣י | bĕnê | beh-NAY |
| of Manasseh; | מְנַשֶּׁ֔ה | mĕnašše | meh-na-SHEH |
| Ashriel, | אַשְׂרִיאֵ֖ל | ʾaśrîʾēl | as-ree-ALE |
| whom | אֲשֶׁ֣ר | ʾăšer | uh-SHER |
| she bare: | יָלָ֑דָה | yālādâ | ya-LA-da |
| concubine his (but | פִּֽילַגְשׁוֹ֙ | pîlagšô | pee-lahɡ-SHOH |
| the Aramitess | הָֽאֲרַמִּיָּ֔ה | hāʾărammiyyâ | ha-uh-ra-mee-YA |
| bare | יָֽלְדָ֕ה | yālĕdâ | ya-leh-DA |
| אֶת | ʾet | et | |
| Machir | מָכִ֖יר | mākîr | ma-HEER |
| the father | אֲבִ֥י | ʾăbî | uh-VEE |
| of Gilead: | גִלְעָֽד׃ | gilʿād | ɡeel-AD |
Cross Reference
ଆଦି ପୁସ୍ତକ 50:23
ଯୋଷଫେ ଇଫ୍ରାଯିର ତୃତୀୟ ପୁରୁଷ ପର୍ୟ୍ଯନ୍ତ ସନ୍ତାନ ସନ୍ତତି ଦେଖିଲେ। ଯୋଷଫେ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
ଗଣନା ପୁସ୍ତକ 26:29
ମନଃଶି ପରିବାରଗୁଡିକ ହେଲେ: ମାଖୀରଠାରୁ ମାଖୀରୀଯ ଗୋଷ୍ଠୀ ମାଖୀରର ପୁତ୍ର ଗିଲିଯଦ, ଗିଲିଯଦଠାରୁ ଗିଲିଯଦୀଯ ଗୋଷ୍ଠୀ।
ଗଣନା ପୁସ୍ତକ 27:1
ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।
ଗଣନା ପୁସ୍ତକ 32:30
ଯଦି ସମାନଙ୍କେର ସୈନ୍ଯମାନେ ତୁମ୍ଭମାନଙ୍କ ସହିତ ନଦୀ ପାର ନହୁଅନ୍ତି, ସମାନେେ ନିଶ୍ଚଯ ତୁମ୍ଭମାନଙ୍କ ସହିତ କିଣାନ ଦେଶ ରେ ଭୂମି ପାଇବେ।
ଦିତୀୟ ବିବରଣ 3:13
ମୁ ଗିଲିଯଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ ରାଜ୍ଯ ଅର୍ଥାତ ଓଗର ରାଜ୍ଯ, ସମକ୍ସ୍ଟଦାଯ ବାଶନ ସହିତ ଅର୍ଗୋବର ତାବତ୍ ଅଞ୍ଚଳ ମନଃଶିର ଅର୍ଦ୍ଧ ପରିବାରବର୍ଗ।
ଯିହୋଶୂୟ 13:31
ଅର୍ଦ୍ଧକେ ଗିଲିଯଦ, ଅଷ୍ଟାରୋତ୍, ଇଦ୍ରିଯୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପକ୍ସ୍ଟତ୍ର ମାଖୀରର ବଂଶଧରଗଣଙ୍କକ୍ସ୍ଟ ଏହିସବୁ ଦେଶ ଦିଆୟାଇଥିଲା। ଅର୍ଦ୍ଧକେ ଉତ୍ତରାଧିକାରୀ ଏହି ଦେଶ ପାଇଲେ।
ଯିହୋଶୂୟ 17:1
ଏହାପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷଫଙ୍କେର ପ୍ରଥମ ପକ୍ସ୍ଟତ୍ର। ମନଃଶିଙ୍କର ପ୍ରଥମ ପକ୍ସ୍ଟତ୍ର ମାଖୀର ଗିଲିଯଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିଯଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।
ବିଚାରକର୍ତାମାନଙ୍କ ବିବରଣ 5:14
ଇଫ୍ରଯିମର ସନ୍ତାନଗଣ ଆସିଲେ। ଅମାଲକେ ପର୍ବତ ମାଳାରକ୍ସ୍ଟ ତକ୍ସ୍ଟମ୍ଭ ପେଛ ବିନ୍ଯାମୀନ ଥିଲେ ତକ୍ସ୍ଟମ୍ଭ ଲୋକମାନେ ମଧ୍ଯ ମାଖୀରଠାରକ୍ସ୍ଟ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରକ୍ସ୍ଟ ସୈନ୍ଯଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।
ପ୍ରଥମ ବଂଶାବଳୀ 2:21
ପରେ, ହିଷ୍ରୋଣ ଷାଠିଏ ବର୍ଷ ବଯସ ରେ ମାଖୀରଙ୍କର ଝିଅକୁ ବିବାହ କଲେ। ମାଖୀର ଗିଲିଯଦ୍ଙ୍କର ପିତା ଥିଲେ। ହିଷ୍ରୋଣ ମାଖୀରଙ୍କ ଝିଅ ସହିତ ସହବାସ କଲେ ଓ ସେ ସରୂବଙ୍କୁ ଜନ୍ମ ଦେଲେ।