1 Chronicles 6:39 in Oriya

Oriya Oriya Bible 1 Chronicles 1 Chronicles 6 1 Chronicles 6:39

1 Chronicles 6:39
ହମେନ୍ଙ୍କ ଆତ୍ମୀଯ ଥିଲେ ଆସଫ୍। ଆସଫ୍ ହମେନ୍ଙ୍କ ଦକ୍ଷିଣ ପାଶର୍‌ବ ରେ ରହି ସବୋକାର୍ୟ୍ଯ କରୁଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଶିମିଯଙ୍କ ପୁତ୍ର ଥିଲେ।

1 Chronicles 6:381 Chronicles 61 Chronicles 6:40

1 Chronicles 6:39 in Other Translations

King James Version (KJV)
And his brother Asaph, who stood on his right hand, even Asaph the son of Berachiah, the son of Shimea,

American Standard Version (ASV)
And his brother Asaph, who stood on his right hand, even Asaph the son of Berechiah, the son of Shimea,

Bible in Basic English (BBE)
And his brother Asaph, whose place was at his right hand, Asaph, the son of Berechiah, the son of Shimea,

Darby English Bible (DBY)
And his brother Asaph, who stood on his right hand: Asaph, the son of Berechiah, the son of Shimea,

Webster's Bible (WBT)
And his brother Asaph, who stood on his right hand, even Asaph the son of Berechiah, the son of Shimea,

World English Bible (WEB)
His brother Asaph, who stood on his right hand, even Asaph the son of Berechiah, the son of Shimea,

Young's Literal Translation (YLT)
And his brother Asaph, who is standing on his right -- Asaph, son of Berachiah, son of Shimea,

And
his
brother
וְאָחִ֣יוwĕʾāḥîwveh-ah-HEEOO
Asaph,
אָסָ֔ףʾāsāpah-SAHF
stood
who
הָֽעֹמֵ֖דhāʿōmēdha-oh-MADE
on
עַלʿalal
his
right
hand,
יְמִינ֑וֹyĕmînôyeh-mee-NOH
Asaph
even
אָסָ֥ףʾāsāpah-SAHF
the
son
בֶּןbenben
of
Berachiah,
בֶּֽרֶכְיָ֖הוּberekyāhûbeh-rek-YA-hoo
the
son
בֶּןbenben
of
Shimea,
שִׁמְעָֽא׃šimʿāʾsheem-AH

Cross Reference

ନିହିମିୟା 11:17
ମୀକାର ପୁତ୍ର ମତ୍ତନିଯ ୟିଏକି ସବ୍ଦିର ଆସଫର ପୁତ୍ର ଥିଲା, ୟିଏକି ଶମ୍ମୁଯର ପୁତ୍ର ବକ୍ବୁକିଯ ଓ ଅବଦା ସହିତ ଧନ୍ଯବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ୟିଏକି ଗାଲଲର ପୁତ୍ର, ଗାଲଲ ୟିଏକି ୟିଦୂଥୂନର ପୁତ୍ର ଥିଲା।

ନିହିମିୟା 7:44
ଗାଯକଗଣ: ଆସଫର ବଂଶଧର 148 ଜଣ।

ଏଜ୍ରା 2:41
ଗାଯକମାନଙ୍କ ସଂଖ୍ଯା: ଆସଫର ବଂଶଧର 128 ଜଣ।

ଦିତୀୟ ବଂଶାବଳୀ 29:13
ଗେର୍ଶୋନ ବଂଶଧରରରୁ ସିମ୍ମଙ୍କ ପୁତ୍ର ୟୋଯାହ ଓ ୟୋଯାହଙ୍କ ପୁତ୍ର ଏଦନ୍ ଥିଲେ। ଇଲୀଶାଫନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଓ ମତ୍ତନୀଯ ଥିଲେ। ହମେନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲ୍ ଓ ଶିମିଯି ଥିଲେ।

ଦିତୀୟ ବଂଶାବଳୀ 5:12
ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।

ଗୀତସଂହିତା 76:1
ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।

ଗୀତସଂହିତା 77:1
ମୁଁ, ସ୍ବର ସହିତ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ବରଙ୍କ ଠାରେ କ୍ରନ୍ଦନ କରିବି ୟେ, ସେ ମାେ ଗୁହାରି ପ୍ରତି କର୍ଣ୍ଣପାତ କରିବେ।

ଗୀତସଂହିତା 78:1
ହେ ମାରେ ଲୋକମାନେ, ତୁମ୍ଭେ ମାରେ ଉପଦେଶକୁ ଶୁଣ। ମାହେର ବାକ୍ଯକୁ କର୍ଣ୍ଣପାତ କର, ୟାହା ମୁଁ କହୁଅଛି।

ଗୀତସଂହିତା 79:1
ହେ ପରମେଶ୍ବର, ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସମାନେେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସମାନେେ ୟିରୁଶାଲମକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।

ଗୀତସଂହିତା 80:1
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

ଗୀତସଂହିତା 81:1
ଆମ୍ଭମାନଙ୍କ ବଳସ୍ବରୂପ ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ଉଚ୍ଚ ସ୍ବରରେ ଜଯଗାନ କର। ୟାକୁବର ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।

ଗୀତସଂହିତା 82:1
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।

ଗୀତସଂହିତା 83:1
ହେ ପରମେଶ୍ବର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ ! ହେ ପରମେଶ୍ବର, ଦୟାକରି କିଛି କୁହ !

ଗୀତସଂହିତା 75:1
ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭମାନେେ ତୁମ୍ଭଙ୍କୁ ଧନ୍ଯବାଦ କରୁଛ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ସକଳ ବର୍ଣ୍ଣନା କରନ୍ତି।

ଗୀତସଂହିତା 74:1
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ପ୍ରଥମ ବଂଶାବଳୀ 16:7
ଏହି ସମୟରେ ଦାଉଦ ପ୍ରଥମ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାଯିତ୍ବ ଅର୍ପଣ କଲେ।

ପ୍ରଥମ ବଂଶାବଳୀ 25:2
ଆସଫଙ୍କ ପରିବାରରୁ : ସକ୍କୁର, ଯୋଷେଫ୍, ନଥନିଯ ଓ ଅସା ରେଲ। ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଚାଳନା କଲେ।

ପ୍ରଥମ ବଂଶାବଳୀ 26:1
ଦ୍ବାରପାଳମାନଙ୍କର ଦଳଗୁଡ଼ିକ :

ଦିତୀୟ ବଂଶାବଳୀ 20:14
ଏହାପରେ ସଦାପ୍ରଭୁଙ୍କ ଆତ୍ମା ମଣ୍ଡଳ ମଧିଅରେ ୟିଯଯଲଙ୍କେ ଉପରେ ଅଧିଷ୍ଠିତ ହେଲେ। ୟିଯଯଲେ ଜିଖରିଯଙ୍କ ପୁତ୍ର ଥିଲେ। ଜିଖରିଯ ବନାଯଙ୍କ ପୁତ୍ର ଥିଲେ। ବନାଯ ୟହସୀଯଲଙ୍କେ ପୁତ୍ର ଥିଲେ। ଆଉ ୟହସୀଯଲେ ମତ୍ତାନିଯଙ୍କ ପୁତ୍ର ଥିଲେ। ୟିଯଯଲେ ଜଣେ ଲବେୀୟ ଓ ଆସଫ୍ଙ୍କ ବଂଶଧର ଥିଲେ।

ଦିତୀୟ ବଂଶାବଳୀ 29:30
ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।

ଦିତୀୟ ବଂଶାବଳୀ 35:15
ଆସଫ୍ଙ୍କ ପରିବାରର ଗାଯକମାନେ ସହେି ସ୍ଥାନ ରେ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଛିଡ଼ା ହେଲେ, ଯେଉଁଠା ରେ ରାଜା ଦାଉଦ, ଆସଫ, ହମେନ୍ ଏବଂ ରାଜାଙ୍କର ଯାଜକ ୟିଦୁଥୁନ୍ ସମାନଙ୍କେୁ ନିୟୁକ୍ତ କରିଥିଲେ। ଦ୍ବାରପାଳଗଣ ଯେଉଁମାନେ ପ୍ରେତ୍ୟକକ ଫାଟକରେ ଥିଲେ, ସମାନଙ୍କେୁ ସମାନଙ୍କେର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସମାନଙ୍କେର ଭ୍ରାତା ଲବେୀୟଗଣ ସମାନଙ୍କେ ପାଇଁ ନିସ୍ତାରପର୍ବର ସାମର୍ଗୀ ପ୍ରସ୍ତୁତ କରିଥିଲେ।

ଏଜ୍ରା 3:10
ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସମାନେେ ଇଶ୍ରାୟେଲର ରାଜା ଦାଉଦଙ୍କ ନିର୍ଣ୍ଣଯ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୁରୀ ସହିତ ଓ ଆସଫର ସନ୍ତାନ ଲବେୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ।

ନିହିମିୟା 11:22
ଉଷି ୟିରୁଶାଲମ ରେ ଲବେୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିଯର ପୁତ୍ର, ହଶବିଯ ୟିଏକି ମତ୍ତନିଯର ପୁତ୍ର, ମତ୍ତନିଯ ୟିଏକି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ବରଙ୍କ ମନ୍ଦିର ରେ ସବୋ କରୁଥିବା ଗାଯକର ଓ ଆସଫର ବଂଶଧର ଥିଲେ।

ନିହିମିୟା 12:35
କେତକେ ଯାଜକ ତୂରୀ ନଇେ ଗଲେ। ୟିଖରିଯ ୟିଏକି, ଯୋନାଥନଙ୍କର ପୁତ୍ର, ୟିଏକି ଶମଯିଯର ପୁତ୍ର, ୟିଏକି ମତ୍ତନୀଯଙ୍କର ପୁତ୍ର, ୟିଏକି ମିଖାଯଙ୍କର ପୁତ୍ର, ୟିଏକି ସକ୍କୁରଙ୍କର ପୁତ୍ର, ୟିଏକି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମଯିଯ ଅସ ରେଲ, ମିଲଲଯ, ଗିଲଲଯ, ମାଯିଯ, ନଥନଲେ, ଯିହୁଦା ଓ ହାନାନୀ। ପରମେଶ୍ବରଙ୍କର ଏହି ଲୋକମାନେ ପରମେଶ୍ବରଙ୍କର ସବେକ ଦାଉଦ୍ ନିକଟକୁ ବିଭିନ୍ନ ପ୍ରକାର ବାଦ୍ଯ ୟନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସମାନଙ୍କେ ଆଗ ରେ ଗଲେ।

ନିହିମିୟା 12:46
ପୂର୍ବକାଳ ରେ ଦାଉଦ ଓ ଆସଫ୍ ସମୟରେ ଗାଯକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦାର୍ଥକ ନାନା ଓ ଗୀତ ଥିଲା।

ଗୀତସଂହିତା 50:1
ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯଗୁଡ଼ିକ ବିଷଯରେ କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରନ୍ତି ଏବଂ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ସମାନଙ୍କେୁ କହନ୍ତି।

ଗୀତସଂହିତା 73:1
ପରମେଶ୍ବର ସତରେ ଇଶ୍ରାୟେଲର ମଙ୍ଗଳକାରୀ। ଯେଉଁମାନଙ୍କର ହୃଦଯ ପବିତ୍ର ସମାନଙ୍କେ ନିମନ୍ତେ ପରମେଶ୍ବର ମଙ୍ଗଳମଯ ଅଟନ୍ତି।

ପ୍ରଥମ ବଂଶାବଳୀ 15:17
ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।