ଓଡ଼ିଆ ଓଡ଼ିଆ ବାଇବେଲ 1 Chronicles 1 Chronicles 5 1 Chronicles 5:18 1 Chronicles 5:18 ଚିତ୍ର English

1 Chronicles 5:18 ଚିତ୍ର

ରୂବନଙ୍କେର ବଂଶଧରମାନଙ୍କରୁ, ଗାଦଙ୍କର ବଂଶଧରମାନଙ୍କରୁ ଏବଂ ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗର ବଂଶଧରମାନଙ୍କରୁ 44,760 ଜଣ ସାହସୀ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ୟୁଦ୍ଧବିଦ୍ଯା ରେ ପ୍ରବୀଣ ଥିଲେ। ସମାନେେ ଢ଼ାଲ ଖଡ୍ଗ ଧାରଣ କରିଥିଲେ ଏବଂ ସମାନେେ ଧନୁ ତୀର ଚାଳନା ରେ ନିପୁଣ ଥିଲେ।
Click consecutive words to select a phrase. Click again to deselect.
1 Chronicles 5:18

ରୂବନଙ୍କେର ବଂଶଧରମାନଙ୍କରୁ, ଗାଦଙ୍କର ବଂଶଧରମାନଙ୍କରୁ ଏବଂ ମନଃଶିଙ୍କର ଅର୍ଦ୍ଧକେ ପରିବାରବର୍ଗର ବଂଶଧରମାନଙ୍କରୁ 44,760 ଜଣ ସାହସୀ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ଥିଲେ। ସମାନେେ ୟୁଦ୍ଧବିଦ୍ଯା ରେ ପ୍ରବୀଣ ଥିଲେ। ସମାନେେ ଢ଼ାଲ ଓ ଖଡ୍ଗ ଧାରଣ କରିଥିଲେ ଏବଂ ସମାନେେ ଧନୁ ଓ ତୀର ଚାଳନା ରେ ନିପୁଣ ଥିଲେ।

1 Chronicles 5:18 Picture in Oriya