1 Chronicles 23:30 in Oriya

Oriya Oriya Bible 1 Chronicles 1 Chronicles 23 1 Chronicles 23:30

1 Chronicles 23:30
ଲବେୀୟମାନେ ପ୍ରତି ପ୍ରଭାତ ରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସାଗାନ କରୁଥିଲେ। ସମାନେେ ପ୍ରତିଦିନ ସନ୍ଧ୍ଯା ରେ ମଧ୍ଯ ଏହିପରି କରୁଥିଲେ।

1 Chronicles 23:291 Chronicles 231 Chronicles 23:31

1 Chronicles 23:30 in Other Translations

King James Version (KJV)
And to stand every morning to thank and praise the LORD, and likewise at even:

American Standard Version (ASV)
and to stand every morning to thank and praise Jehovah, and likewise at even;

Bible in Basic English (BBE)
They had to take their places every morning to give praise and make melody to the Lord, and in the same way at evening;

Darby English Bible (DBY)
and to stand every morning to thank and praise Jehovah, and likewise at even;

Webster's Bible (WBT)
And to stand every morning to thank and praise the LORD, and likewise at evening;

World English Bible (WEB)
and to stand every morning to thank and praise Yahweh, and likewise in the evening;

Young's Literal Translation (YLT)
and to stand, morning by morning, to give thanks, and to give praise to Jehovah, and so at evening;

And
to
stand
וְלַֽעֲמֹד֙wĕlaʿămōdveh-la-uh-MODE
every
morning
בַּבֹּ֣קֶרbabbōqerba-BOH-ker

בַּבֹּ֔קֶרbabbōqerba-BOH-ker
to
thank
לְהֹד֥וֹתlĕhōdôtleh-hoh-DOTE
praise
and
וּלְהַלֵּ֖לûlĕhallēloo-leh-ha-LALE
the
Lord,
לַֽיהוָ֑הlayhwâlai-VA
and
likewise
וְכֵ֖ןwĕkēnveh-HANE
at
even;
לָעָֽרֶב׃lāʿārebla-AH-rev

Cross Reference

ପ୍ରଥମ ବଂଶାବଳୀ 9:33
ସହେି ଲବେୀୟ ଗାଯକଗଣ ସମାନଙ୍କେର ପରିବାରର ମୁଖ୍ଯ ଥିଲେ ଏବଂ ସମାନେେ ମନ୍ଦିର ମଧିଅରେ ଥିବା କଠାେରୀଗୁଡ଼ିକରେ ରହୁଥିଲେ। ସମାନେେ ଅନ୍ୟ କାର୍ୟ୍ଯରୁ ମୁକ୍ତ ଥିଲେ। କାରଣ ଦିନରାତି ମନ୍ଦିରର କାର୍ୟ୍ଯ କରିବା ଦାଯିତ୍ବ ସମାନଙ୍କେ ଉପରେ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:3
ଏହି ଲୋକମାନେ ସିଂହାସନ ସମ୍ମୁଖ ରେ ଚାରିଜଣ ଜୀବନ୍ତ ପଶୁଙ୍କ ସମ୍ମୁଖ ରେ ଓ ପ୍ରାଚୀନମାନଙ୍କ ସମ୍ମୁଖ ରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କବଳେ 1,44,000 ଜଣ ଲୋକମାନଙ୍କ ଛଡ଼ା କହେି ହେଲେ ଏହି ଗୀତ ଶିଖି ପାରିଲେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:8
ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।

ଗୀତସଂହିତା 137:2
ଆମ୍ଭମାନେେ ସଠାେରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।

ଗୀତସଂହିତା 135:19
ହେ ଇଶ୍ରାୟେଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।

ଗୀତସଂହିତା 135:1
ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।

ଗୀତସଂହିତା 134:1
ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସବୋ କରନ୍ତି, ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!

ଗୀତସଂହିତା 92:1
ସଦାପ୍ରଭୁଙ୍କର ଧନ୍ଯବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ବର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।

ଏଜ୍ରା 3:10
ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସମାନେେ ଇଶ୍ରାୟେଲର ରାଜା ଦାଉଦଙ୍କ ନିର୍ଣ୍ଣଯ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୁରୀ ସହିତ ଓ ଆସଫର ସନ୍ତାନ ଲବେୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ।

ଦିତୀୟ ବଂଶାବଳୀ 31:2
ରାଜା ହିଜକିଯ ଯାଜକ ଓ ଲବେୀୟମାନଙ୍କୁ ସମାନଙ୍କେର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରେତ୍ୟକକ ଦଳର ନିଜସ୍ବ ବିଶଷେ କାର୍ୟ୍ଯ ରହିଥିଲା। ତେଣୁ ଯାଜକମାନେ ଓ ଲବେୀୟମାନେ ପୁନର୍ବାର ହାମବେଳି ଉପହାର ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବାର କାର୍ୟ୍ଯ କଲେ। ଆଉ ମଧ୍ଯ ପରମେଶ୍ବର ମନ୍ଦିର ରେ ସବୋକାର୍ୟ୍ଯ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରଗୁଡ଼ିକ ନିକଟରେ ପ୍ରଶଂସାଗାନ କରିବା କାର୍ୟ୍ଯ ସମାନଙ୍କେର ଥିଲା।

ଦିତୀୟ ବଂଶାବଳୀ 29:25
ଦାଉଦ, ରାଜାଙ୍କ ଭବିଷ୍ଯତ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ଯତ୍ବକ୍ତା ଯେଉଁ ପ୍ରକାର ଆଦେଶ ଦଇେଥିଲେ, ରାଜା ହିଜକିଯ ସହେି ପ୍ରକା ରେ ଲବେୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିର ରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ଯତ୍ବକ୍ତାମାନଙ୍କର ମାଧ୍ଯମ ରେ ଆସିଥିଲା।

ପ୍ରଥମ ବଂଶାବଳୀ 25:1
ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ପ୍ରଥମ ବଂଶାବଳୀ 16:37
ଏହାପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିଯମସିନ୍ଦୁକ ସମ୍ମୁଖ ରେ ଛାଡ଼ି ଚାଲିଗଲେ। ଦାଉଦ ସମାନଙ୍କେୁ ପ୍ରତିଦିନ ତାହା ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଛାଡ଼ି ଗଲେ।

ପ୍ରଥମ ବଂଶାବଳୀ 6:31
ନିଯମ ସିନ୍ଦୁକ ସଦାପ୍ରଭୁଙ୍କ ଗୃହର ତମ୍ବୁ ମଧିଅରେ ରଖାୟିବା ପରେ ଦାଉଦ ଏହି ବ୍ଯକ୍ତିମାନଙ୍କୁ ବାଦ୍ଯକାରୀ ରୂପେ ମନୋନୀତ କଲେ।

ଯାତ୍ରା ପୁସ୍ତକ 29:39
ପ୍ରଥମ ମଷେଶାବକ ପ୍ରଭାତ ରେ ଓ ଅନ୍ୟଟି ସନ୍ଧ୍ଯା ସମୟରେ ଉତ୍ସର୍ଗ କରିବ।