1 Chronicles 16:6
ବନାଯ ଓ ୟହସୀଯଲେ, ଏହି ଦୁଇଜଣ ଯାଜକ ସର୍ବଦା ନିଯମସିନ୍ଦୁକ ସମ୍ମୁଖ ରେ ତୂରୀ ବଜାଉଥିଲେ।
1 Chronicles 16:6 in Other Translations
King James Version (KJV)
Benaiah also and Jahaziel the priests with trumpets continually before the ark of the covenant of God.
American Standard Version (ASV)
and Benaiah and Jahaziel the priests with trumpets continually, before the ark of the covenant of God.
Bible in Basic English (BBE)
And Benaiah and Jahaziel the priests, blowing horns all the time before the ark of the agreement of God.
Darby English Bible (DBY)
and Benaiah and Jahaziel the priests with trumpets continually, before the ark of the covenant of God.
Webster's Bible (WBT)
Benaiah also and Jahaziel the priests with trumpets continually before the ark of the covenant of God.
World English Bible (WEB)
and Benaiah and Jahaziel the priests with trumpets continually, before the ark of the covenant of God.
Young's Literal Translation (YLT)
and Benaiah and Jahaziel the priests `are' with trumpets continually before the ark of the covenant of God.
| Benaiah | וּבְנָיָ֥הוּ | ûbĕnāyāhû | oo-veh-na-YA-hoo |
| also and Jahaziel | וְיַֽחֲזִיאֵ֖ל | wĕyaḥăzîʾēl | veh-ya-huh-zee-ALE |
| the priests | הַכֹּֽהֲנִ֑ים | hakkōhănîm | ha-koh-huh-NEEM |
| with trumpets | בַּחֲצֹֽצְר֣וֹת | baḥăṣōṣĕrôt | ba-huh-tsoh-tseh-ROTE |
| continually | תָּמִ֔יד | tāmîd | ta-MEED |
| before | לִפְנֵ֖י | lipnê | leef-NAY |
| the ark | אֲר֥וֹן | ʾărôn | uh-RONE |
| of the covenant | בְּרִית | bĕrît | beh-REET |
| of God. | הָֽאֱלֹהִֽים׃ | hāʾĕlōhîm | HA-ay-loh-HEEM |
Cross Reference
ଗଣନା ପୁସ୍ତକ 10:8
କବଳେ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହବେ।
ଦିତୀୟ ବଂଶାବଳୀ 5:12
ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।
ଦିତୀୟ ବଂଶାବଳୀ 13:12
ପରମେଶ୍ବର ସ୍ବଯଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧର ଆହ୍ବାନ ରୂପେ ପରମେଶ୍ବରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରୁଦ୍ଧ ରେ ୟୁଦ୍ଧ କର ନାହିଁ। ତୁମ୍ଭମାନେେ କବେେ ସଫଳ ହବେ ନାହିଁ।
ଦିତୀୟ ବଂଶାବଳୀ 29:26
ତେଣୁ ଲବେୀୟମାନେ ଦାଉଦଙ୍କ ବାଦ୍ଯୟନ୍ତ୍ରସବୁ ସହିତ ପ୍ରସ୍ତୁତ ହାଇେ ଠିଆ ହେଲେ ଓ ଯାଜକମାନେ ସମାନଙ୍କେର ତୂରୀ ସହିତ ପ୍ରସ୍ତୁତ ହାଇେ ଠିଆ ହେଲେ।