1 Chronicles 11:12
ତା'ପରେ ଥହୋହୀଯ ଦୋଦୟର ପୁତ୍ର ଇଲିଯାସର। ଇଲିଯାସର ଏହି ତିନି ବୀରଙ୍କ ମଧିଅରେ ଜଣେ ଥିଲେ।
1 Chronicles 11:12 in Other Translations
King James Version (KJV)
And after him was Eleazar the son of Dodo, the Ahohite, who was one of the three mighties.
American Standard Version (ASV)
And after him was Eleazar the son of Dodo, the Ahohite, who was one of the three mighty men.
Bible in Basic English (BBE)
And after him was Eleazar, the son of Dodo the Ahohite, who was one of the three great fighters.
Darby English Bible (DBY)
And after him, Eleazar the son of Dodo, the Ahohite; he was one of the three mighty men.
Webster's Bible (WBT)
And after him was Eleazar the son of Dodo, the Ahohite, who was one of the three mighties.
World English Bible (WEB)
After him was Eleazar the son of Dodo, the Ahohite, who was one of the three mighty men.
Young's Literal Translation (YLT)
And after him `is' Eleazar son of Dodo the Ahohite, he `is' among the three mighty;
| And after | וְאַֽחֲרָ֛יו | wĕʾaḥărāyw | veh-ah-huh-RAV |
| him was Eleazar | אֶלְעָזָ֥ר | ʾelʿāzār | el-ah-ZAHR |
| son the | בֶּן | ben | ben |
| of Dodo, | דּוֹד֖וֹ | dôdô | doh-DOH |
| Ahohite, the | הָֽאֲחוֹחִ֑י | hāʾăḥôḥî | ha-uh-hoh-HEE |
| who | ה֖וּא | hûʾ | hoo |
| was one of the three | בִּשְׁלוֹשָׁ֥ה | bišlôšâ | beesh-loh-SHA |
| mighties. | הַגִּבֹּרִֽים׃ | haggibbōrîm | ha-ɡee-boh-REEM |
Cross Reference
ପ୍ରଥମ ବଂଶାବଳୀ 27:4
ଦୋଦୟ ଦ୍ବିତୀୟ ମାସ ନିମନ୍ତେ ସୈନ୍ଯଦଳର ଦାଯିତ୍ବ ରେ ଥିଲେ। ସେ ଅହୋଦୀଯରୁ ଆସିଥିଲେ। ଦୋଦୟଙ୍କ ଦଳ ରେ 24,000 ଲୋକ ଥିଲେ।
ଦିତୀୟ ଶାମୁୟେଲ 23:9
ତା'ପରେ ଅହାହେୀୟ ବଂଶଜ ଦୋଦୟର ପକ୍ସ୍ଟତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନିଜଣ ଶକ୍ତିଶାଳୀ ବୀରଙ୍କ ମଧିଅରେ ଜଣେ ଥିଲା, ଯେତବେେଳେ ସମାନେେ ପଲେଷ୍ଟୀୟମାନଙ୍କୁ ମକ୍ସ୍ଟକାବକ୍ସ୍ଟଲା କଲେ, ସମାନେେ ଦାଉଦଙ୍କ ସହିତ ଥିଲେ। ସମାନେେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲ କିନ୍ତୁ ଇଶ୍ରାୟେଲ ଲୋକମାନେ ଦୌଡି ପଳାଇଲେ।
ଦିତୀୟ ଶାମୁୟେଲ 23:17
ଦାଉଦ କହିଲେ, ହେ ସଦାପ୍ରଭୁ, ମୁ ନିଶ୍ଚଯ ଏହି ପାଣି ପିଇବି ନାହିଁ। ଏହା ସହେି ମଣିଷର ରକ୍ତ ପିଇବା ପରି ହବେ, ଯେଉଁମାନେ ମାେ ପାଇଁ ସମାନଙ୍କେ ପାଇଁ ଉତ୍ସର୍ଗ କରି ଦେଲେ। ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସହେି ତିନି ବୀର କରିଥିଲେ।
ଦିତୀୟ ଶାମୁୟେଲ 23:23
ବନାଯ ତିରିଶ ଜଣ ବୀର ଅପେକ୍ଷା ଅଧିକ ବିଖ୍ଯାତ ଥିଲା। ତଥାପି ସେ ପ୍ରଥମ ତିନିଜଣ ବୀରଙ୍କ ତକ୍ସ୍ଟଲ୍ଯ ନଥିଲା। ଆଉ ଦାଉଦ ତାକକ୍ସ୍ଟ ନିଜର ପ୍ରହରୀ ଦଳ ଉପରେ ନିୟକ୍ସ୍ଟକ୍ତି କଲେ।
ପ୍ରଥମ ବଂଶାବଳୀ 8:4
ଅଦ୍ଦର, ଗରୋ, ଅବୀହୂଦ, ଅବୀଶୂଯ,
ପ୍ରଥମ ବଂଶାବଳୀ 11:19
ଦାଉଦ କହିଲେ, ହେ ପରମେଶ୍ବର, ମୁଁ ଏହି ଜଳକୁ ପାନ କରି ନ ପା ରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମାେ' ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ବାରା ସମାନଙ୍କେ ରକ୍ତ ପାନ କରିବା ସଦୃଶ ହବେ। ସେଥି ନିମନ୍ତେ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନକେ ଦୁଃସାହସିକ କାର୍ୟ୍ଯମାନ କରିଥିଲେ।
ପ୍ରଥମ ବଂଶାବଳୀ 11:21
ଅବୀଶଯ ତିରିଶ ଜଣ ବୀରଙ୍କଠାରୁ ଦ୍ବିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ଯରୁ ଅନ୍ୟତମ ନ ହାଇେଥିଲେ ସୁଦ୍ଧା ସମାନଙ୍କେର ନେତା ହାଇପୋରିଥିଲେ।