Base Word
אֱמֹרִי
Short Definitionan Emorite, one of the Canaanitish tribes
Long Definitionone of the peoples of east Canaan and beyond the Jordan, dispossessed by the Israelite incursion from Egypt
Derivationprobably a patronymic from an unused name derived from H0559 in the sense of publicity, i.e., prominence; thus, a mountaineer
International Phonetic Alphabetʔɛ̆.moˈrɪi̯
IPA modʔĕ̞.mo̞wˈʁiː
Syllableʾĕmōrî
Dictioneh-moh-REE
Diction Moday-moh-REE
UsageAmorite
Part of speechn-m

Genesis 10:16
କିଣାନ ମଧ୍ଯ ୟିବୁଷୀଯ, ଇମାରେୀୟ ଓ ଗିର୍ଗାଶୀଯ ପିତା ଥିଲେ।

Genesis 14:7
ଏବାପରେ ରାଜା କଦର୍ଲାଯୋମର ସଠାରୁେ ଫରେି ଐଣ୍ମିସ୍ପଟ୍ ଅର୍ଥାତ କାଦେଶକୁ ୟାଇ ଅମାଲାକୀଯ ଲୋକମାନଙ୍କୁ ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇ ମାରେୀଯ ଲୋକମାନଙ୍କୁ ପରାସ୍ତ କଲେ।

Genesis 14:13
ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।

Genesis 15:16
ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚ଼ତୁର୍ଥ ପୁରୁଷ ଫରେିବେ। କାରଣ ଯେଉଁ ଇ ମାରେୀଯମାନେ ଏଠା ରେ ବାସ କରନ୍ତି, ସମାନଙ୍କେର ପାପ ଏପର୍ୟ୍ଯନ୍ତ ଶଷେ ହାଇନୋହିଁ।

Genesis 15:21
ଇ ମାରେୀଯମାନଙ୍କର, କିଣାନୀଯମାନଙ୍କର ,ଓ ଗିର୍ଗାଶୀଯମାନଙ୍କର ଓ ୟିବୁଶୀଯମାନଙ୍କର ଦେଶ ତୁମ୍ଭକୁ ଦଲେି।

Genesis 48:22
ମୁଁ ତୁମ୍ଭକୁ କିଛି ଦଲେି ଯାହା ତୁମ୍ଭ ଭାଇମାନଙ୍କୁ ଦଇନେଥିଲି, ମୁଁ ଆପଣା ଖଡ୍ଗ ଓ ଧନୁଦ୍ବାରା ଇମାରେୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସହେି ଅଧିକ ଅଂଶ ତୁମ୍ଭକୁ ଦଲେି।

Exodus 3:8
ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

Exodus 3:17
ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀଯମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀଯମାନଙ୍କ ହିତ୍ତୀଯମାନଙ୍କ, ପିରିଷୀଯମାନଙ୍କ, ହିଦ୍ଦୀଯମାନଙ୍କ ଓ ୟିବୁଷୀଯମାନଙ୍କର ଦୁଗ୍ଧମଧୁ ପ୍ରବାହୀ ଦେଶକୁ ନଇୟିବୋ।'

Exodus 13:5
ଆଉ ଯେତବେେଳେ କିଣାନୀଯ, ହିତ୍ତୀଯ, ଇ ମାରେୀଯ, ହିଦ୍ଦୀଯ ଓ ୟିବୂଷୀଯ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦବୋକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ, ସହେି ଦେଶକୁ ସେ ତୁମ୍ଭମାନଙ୍କୁ ଦବେେ।

Exodus 23:23
ପରମେଶ୍ବର କହିଲେ, ଆମ୍ଭର ଦୂତ ତୁମ୍ଭକୁ କ୍ଷେତ୍ର ମଧ୍ଯ ଦଇେ ଆଗଇେ ନବେ। ସେ ତୁମ୍ଭମାନଙ୍କୁ ଇମାରେୀୟ, ହିତ୍ତୀଯ, ପିରିଷୀଯ, କିଣାନୀଯ, ହିଦ୍ଦୀଯ ଓ ୟୁବୂଷୀଯମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସମାନଙ୍କେୁ ଉଚ୍ଛିନ୍ନ କରିବା।

Occurences : 87

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்