Base Word
πόλις
Short Definitiona town (properly, with walls, of greater or less size)
Long Definitiona city
Derivationprobably from the same as G4171, or perhaps from G4183
Same asG4171
International Phonetic Alphabetˈpo.lis
IPA modˈpow.lis
Syllablepolis
DictionPOH-lees
Diction ModPOH-lees
Usagecity

Matthew 2:23
ସେ ସଠାେରେ ପହଞ୍ଚି ନାଜରିତ ନାମକ ନଗର ରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ଯାତ ହବେେ ବୋଲି ଭବିଷ୍ଯଦବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିଲେ। ସହେି ବାକ୍ଯ ଅନୁସାରେ ଏହା ଘଟିଲା।

Matthew 4:5
ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ୟିରୂଶାଲମକୁ ନଇଗେଲା। ସେ ଯୀଶୁଙ୍କକୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନ ରେ ରଖିଲା।

Matthew 5:14
ତୁମ୍ଭେ ଜଗତର ଆଲୋକ। ପାହାଡ ଉପରେ ଅବସ୍ଥିତ କୌଣସି ନଗରକୁ କବେେ ହେଲେ ଲୁଚଇେ ରଖାଯାଇ ପାରିବ ନାହିଁ।

Matthew 5:35
ପୃଥିବୀ ନାମ ରେ ପ୍ରତିଜ୍ଞା ନିଅନାହିଁ। କାରଣ ତାହା ପରମେଶ୍ବରଙ୍କର ପାଦ ପୀଠ। ୟିରୂଶାଲମ ନାମ ରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ବରଙ୍କ ନଗରୀ।

Matthew 8:33
ସଠାେରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସମାନେେ ନଗରକୁ ଦୌଡି ପଳାଇଲେ। ସଠାେରେ ଲୋକଙ୍କ ଆଗ ରେ ଘୁଷୁରିପଲ ଓ ଭୂତ ଗ୍ରସ୍ତ ଲୋକଙ୍କ ବିଷୟ ରେ ଯାହା ଯାହା ଘଟିଥିଲା, ସହୁକଥା ଗୋଟି ଗୋଟି କରି କହିଗଲେ।

Matthew 8:34
ତାପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭଟେିବାକୁ ଆସିଗଲେ। ସମାନେେ ଯୀଶୁଙ୍କୁ ଦେଖି ତାହାଙ୍କୁ ସମାନେେ ସହେି ଅଞ୍ଚଳ ଛାଡି ଚାଲିୟିବା ପାଇଁ ବିନତି କଲେ।

Matthew 9:1
ଯୀଶୁ ନେ ୗକା ରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫରେିଗଲେ।

Matthew 9:35
ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କ ରେ ଉପଦେଶ ଦେଲେ, ଓ ପରମେଶ୍ବରଙ୍କ ରାଜ୍ଯର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରି ଦେଲେ।

Matthew 10:5
ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।

Matthew 10:11
କୌଣସି ନଗର ବା ଗାଁ ରେ ପ୍ରବେଶ କଲା ବେଳେ ସଠାେରେ ଯୋଗ୍ଯ ଲୋକଟିକୁ ବାଛି ବାହାର କର। ସହେି ନଗର ବା ଗାଁ ନ ଛାଡିବା ପର୍ୟ୍ଯନ୍ତ ସହେି ସ୍ଥାନ ରେ ରୁହ।

Occurences : 164

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்