Base Word
δεύτερος
Short Definition(ordinal) second (in time, place, or rank; also adverb)
Long Definitionthe second, the other of two
Derivationas the comparative of G1417
Same asG1417
International Phonetic Alphabetˈðɛβ.tɛ.ros
IPA modˈðef.te̞.rows
Syllabledeuteros
DictionTHEV-teh-rose
Diction ModTHAYF-tay-rose
Usageafterward, again, second(-arily) (time)

Matthew 21:30
ତା'ପରେ ତା ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସହେି କଥା କହିଲେ। ସେ କହିଲା, 'ହଁ, ଆଜ୍ଞା ମୁଁ ୟିବି।' କିନ୍ତୁ ଗଲାନାହିଁ।

Matthew 22:26
ଦ୍ବିତୀୟ ଭାଇଟି ମଧ୍ଯ ମରିଗଲା। ଏହାପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସହେି ଅବସ୍ଥା ହେଲା।

Matthew 22:39
ଦ୍ବିତୀୟ 'ଆଦେଶଟି ମଧ୍ଯ ପ୍ରଥମ ଆଦେଶ ଭଳି। ତାହା ହେଉଛି: 'ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ଯ ସହେିପରି ଭଲ ପାଅ।'

Matthew 26:42
ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, ହେ ପରମପିତା, ଯଦି ୟନ୍ତ୍ରଣାର ଏ ପାତ୍ର ମାେ ଠାରୁ ଦୂର ହାଇେ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତବେେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।

Mark 12:21
ତେଣୁ ଦ୍ବିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ଯ କୌଣସି ପିଲାପିଲି ନଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ଯ ତାହା ଘଟିଲା।

Mark 12:31
ଦ୍ବିତୀୟ ମହତ୍ବପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: 'ତୁମ୍ଭେ ନିଜକୁ ଯେପରି ପ୍ ରମେ କର, ନିଜର ପଡ଼ୋଶୀକୁ ସହେିପରି ପ୍ ରମେ କର' ଏହି ଦୁଇଟି ଆଦେଶ ଛଡା ଆଉ ବଡ ଆଦେଶ କିଛି ନାହିଁ।

Mark 14:72
ପିତର ଏକଥା କହିବା ପରେ ପରେ କୁକୁଡାଟିଏ ଦ୍ବିତୀୟ ଥର ଡାକିଲା। ଯୀଶୁଙ୍କର ସହେି ସବୁ କଥା ଏବେ ପିତରଙ୍କର ମନେ ପଡିଲା: କୁକୁଡା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମାେତେ ଜାଣିନାହଁ ବୋଲି ତିନିଥର କହି ସାରିଥିବ। ତା'ପରେ ପିତର ଭୀଷଣ ଦୁଃଖ ରେ ଭାଙ୍ଗି ପଡି କାନ୍ଦିବାକୁ ଲାଗିଲେ।

Luke 12:38
ସହେି ଚାକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା'ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିପା ରେ। କିନ୍ତୁ ମାଲିକ ଯେତବେେଳେ ଫରେିଆସି ସମାନଙ୍କେୁ ସପେର୍ୟ୍ଯନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତବେେଳେ ସମାନେେ ଖୁସି ହାଇଯେିବେ।

Luke 19:18
ଦ୍ବିତୀୟ ଚାକରଟି ଆସିଲା ଓ କହିଲା, 'ଆଜ୍ଞା, ଆପଣ ଦଇେଥିବା ଟଙ୍କାଥଳିକୁ ବ୍ଯବହାର କରି ପାଞ୍ଚଥଳି ଟଙ୍କା ଅର୍ଜ୍ବନ କରିଛି।'

Luke 20:30
ତା'ପରେ ସହେି ସ୍ତ୍ରୀ ଲୋକଟିକୁ ଦ୍ବିତୀୟ ଭାଇ ବିବାହ କଲା। କିନ୍ତୁ ସେ ମଧ୍ଯ ମରିଗଲା।

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்