Ruth 3:1
ଏହାପରେ ନୟମୀ ଋତର ଶାଶୂ ତାଙ୍କୁ କହିଲେ, ହେ ମାରେ କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହବେ।
Ruth 3:1 in Other Translations
King James Version (KJV)
Then Naomi her mother in law said unto her, My daughter, shall I not seek rest for thee, that it may be well with thee?
American Standard Version (ASV)
And Naomi her mother-in-law said unto her, My daughter, shall I not seek rest for thee, that it may be well with thee?
Bible in Basic English (BBE)
And Naomi, her mother-in-law, said to her, My daughter, am I not to get you a resting-place where you may be in comfort?
Darby English Bible (DBY)
And Naomi her mother-in-law said to her, My daughter, shall I not seek rest for thee, that it may be well with thee?
Webster's Bible (WBT)
Then Naomi her mother-in-law said to her, My daughter, shall I not seek rest for thee, that it may be well with thee?
World English Bible (WEB)
Naomi her mother-in-law said to her, My daughter, shall I not seek rest for you, that it may be well with you?
Young's Literal Translation (YLT)
And Naomi her mother-in-law saith to her, `My daughter, do not I seek for thee rest, that it may be well with thee?
| Then Naomi | וַתֹּ֥אמֶר | wattōʾmer | va-TOH-mer |
| her mother in law | לָ֖הּ | lāh | la |
| said | נָֽעֳמִ֣י | nāʿŏmî | na-oh-MEE |
| unto her, My daughter, | חֲמוֹתָ֑הּ | ḥămôtāh | huh-moh-TA |
| not I shall | בִּתִּ֞י | bittî | bee-TEE |
| seek | הֲלֹ֧א | hălōʾ | huh-LOH |
| rest | אֲבַקֶּשׁ | ʾăbaqqeš | uh-va-KESH |
| for thee, that | לָ֛ךְ | lāk | lahk |
| well be may it | מָנ֖וֹחַ | mānôaḥ | ma-NOH-ak |
| with thee? | אֲשֶׁ֥ר | ʾăšer | uh-SHER |
| יִֽיטַב | yîṭab | YEE-tahv | |
| לָֽךְ׃ | lāk | lahk |
Cross Reference
Ruth 1:9
ମୁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତକ୍ସ୍ଟମ୍ଭ ପ୍ରେତ୍ୟକକଙ୍କକ୍ସ୍ଟ ନୂତନ ସ୍ବାମୀ ଏବଂ ସକ୍ସ୍ଟରକ୍ଷୀତ ଘର ଦିଅନ୍ତକ୍ସ୍ଟ। ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ ଚକ୍ସ୍ଟମ୍ବନ ଦଲୋ ଓ ସମାନେେ ସମସ୍ତେ କ୍ରନ୍ଦନ କଲେ।
Genesis 40:14
କିନ୍ତୁ ତୁମ୍ଭର ମଙ୍ଗଳ ହେଲେ ମାେତେ ସ୍ମରଣ କରିବ। ପୁଣି ମାେ ପ୍ରତି ଦୟାକରି ଫାରୋଙ୍କ ଛାମୁ ରେ ମାେ ବିଷଯ କହି ମାେତେ ଏହି କାରାଗାରରୁ ମୁକ୍ତ କରିବ।
Deuteronomy 4:40
ସେଥିପାଇଁ ତୁମ୍ଭମାନେେ ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଗଂଳ ହବେ,ଏବଂ ତକ୍ସ୍ଟମ୍ଭମାନେ ସହେି ଭୂମିରେ ଦିର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦଇେଛନ୍ତି।
Psalm 128:2
ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ। ତୁମ୍ଭେ ସୁଖୀ ହବେ ଓ ତୁମ୍ଭର ମଙ୍ଗଳ ହବେ।
Jeremiah 22:15
ହେ ଯିହାୟୋଦାରକୀମ, ତୁମ୍ଭେ ତୁମ୍ଭ ଗୃହ ରେ ବହୁ ଏରସ କାଠ ବ୍ଯବହାର କରି ବଡ଼ ରାଜା ହାଇଯେିବ ବୋଲି ଭାବୁଛ କି ? ତୁମ୍ଭର ପିତା ଧର୍ମ ରେ ଖାଦ୍ୟ ପାନୀଯ ଦଇେ ଉତ୍ତମ ରାଜା ହେଲେ ଓ ଏହି ଧର୍ମାଚରଣ ଯୋଗୁଁ ସଠାେ ରେ ଉନ୍ନତି ହେଲା।
1 Corinthians 7:36
ଯଦି କହେି ନିଜର କନ୍ଯା ଗତବୟସ୍କା ହବୋର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ଯା ପ୍ରତି ଉଚିତ୍ ବ୍ଯବହାର କରୁ ନାହିଁ, ଓ ଭାବେ ଯେ କନ୍ଯାର ବିବାହ ଆବଶ୍ଯକ, ତବେେ ସେ ଯେପରି ଚା ହେଁ ସପରେି କରିପା ରେ। ସମାନଙ୍କେର ବିବାହ କରିଦବୋ ଉଚିତ୍। ଏହା ପାପ ନୁହେଁ।
1 Timothy 5:8
ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନବୋ ଜଣେ ଲୋକର କର୍ତ୍ତବ୍ଯ ଅଟେ। ଏପରିକି ଆଉ ମଧ୍ଯ ସେ ନିଜ ପରିବାରର ଯତ୍ନ ନବୋ ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦି ଜଣେ ଲୋକ ସପରେି କରୁ ନାହିଁ, ତା ହେଲେ ସେ ଲୋକ ସତ୍ଯ ବିଶ୍ବାସକୁ ଅନୁସରଣ କରୁ ନାହିଁ। ସହେି ଲୋକ ଜଣେ ଅବିଶ୍ବାସୀଠାରୁ ମଧ୍ଯ ଖରାପ।
1 Timothy 5:14
ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।