Ruth 1
1 ସହେି ସମୟରେ ଯେତବେେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସହେି ଦେଶ ରେ ଦକ୍ସ୍ଟର୍ଭିକ୍ଷ ପଡିଥିଲା। ତେଣୁ ଏଲିମଲକେ ନାମକ ଜଣେ ଲୋକ ୟିହକ୍ସ୍ଟଦାସ୍ଥିତ ନିଜର ଗୃହ ବୈଥ୍ଲହେମ୍କକ୍ସ୍ଟ ପରିତ୍ଯାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ର ସହିତ ମାୟୋବ ଦେଶ ରେ ବାସ କରିବାକୁ ଗଲା।
2 ସହେି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିଯୋନ୍। ସମାନେେ ଥିଲେ, ୟିହକ୍ସ୍ଟଦାର ବୈଥ୍ଲହମରେକ୍ସ୍ଟ ଏଫ୍ରାଥୀଯ ଲୋକ। ସମାନେେ ମାୟୋବର ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ସଠାେରେ ବସବାସ କଲେ।
3 ଏହାପରେ ନୟମୀର ସ୍ବାମୀ ଏଲିମଲକେ ମରିଗଲା। କବଳେ ନୟମୀ ଓ ତା'ର ଦକ୍ସ୍ଟଇ ପକ୍ସ୍ଟତ୍ର ବଞ୍ଚି ରହିଲେ।
4 ତା'ର ପକ୍ସ୍ଟତ୍ରମାନେ ମାୟୋବର ୟକ୍ସ୍ଟବତୀଙ୍କକ୍ସ୍ଟ ବିବାହ କଲେ। ଜଣେ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣଙ୍କର ନାମ ଥିଲା ଋତ। ସମାନେେ ମାୟୋବ ରେ ଦଶ ବର୍ଷ ବାସ କଲେ।
5 ମହଲୋନ ଏବଂ କିଲିୟୋନ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ। ତେଣୁ ନୟମୀ ସ୍ବାମୀହୀନ ଓ ପକ୍ସ୍ଟତ୍ରହୀନ ହାଇେ ରହିଲା।
6 ଯେତବେେଳେ ନୟମୀ ମାୟୋବର ପର୍ବତମଯ ଦେଶ ରେ ବାସ କରୁଥିଲା, ସେ ଜାଣିବାକକ୍ସ୍ଟ ପାଇଲା ଯେ, ପରମଶ୍ବର ତାଙ୍କର ଲୋକମାନଙ୍କୁ ସାହାୟ୍ଯ କରୁଛନ୍ତି। ସେ ୟିହକ୍ସ୍ଟଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମାୟୋବ ଦେଶ ଛାଡି ନିଜ ଦେଶକକ୍ସ୍ଟ ଫରେିୟିବା ପାଇଁ ନିଷ୍ପତ୍ତି ନଲୋ। ତା'ର ପକ୍ସ୍ଟତ୍ରବଧୂମାନେ ମଧ୍ଯ ତା ସହିତ ୟିବା ପାଇଁ ନିଷ୍ପତ୍ତି ନେଲେ।
7 ତେଣୁ ସେ ତା'ର ପକ୍ସ୍ଟତ୍ର ବଧୂମାନଙ୍କୁ ଧରି ତା'ର ବାସସ୍ଥାନ ଛାଡି ୟିହକ୍ସ୍ଟଦାକକ୍ସ୍ଟ ଗ୍ଭଲି ଆସିଲା।
8 ଏହାପରେ ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ କହିଲା, ତୁମ୍ଭମାନଙ୍କେ ମଧ୍ଯରକ୍ସ୍ଟ ପ୍ରେତ୍ୟକକ ତୁମ୍ଭମାନଙ୍କର ମା' ପାଖକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ତୁମ୍ଭମାନଙ୍କର ସ୍ବାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମାେ ପ୍ରତି ଦୟା ଦଖାଇେଛ। ତେଣୁ ମୁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦଖାଇବେେ।
9 ମୁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତକ୍ସ୍ଟମ୍ଭ ପ୍ରେତ୍ୟକକଙ୍କକ୍ସ୍ଟ ନୂତନ ସ୍ବାମୀ ଏବଂ ସକ୍ସ୍ଟରକ୍ଷୀତ ଘର ଦିଅନ୍ତକ୍ସ୍ଟ। ନୟମୀ ତା'ର ପକ୍ସ୍ଟତ୍ରବଧୂମାନଙ୍କୁ ଚକ୍ସ୍ଟମ୍ବନ ଦଲୋ ଓ ସମାନେେ ସମସ୍ତେ କ୍ରନ୍ଦନ କଲେ।
10 କିନ୍ତୁ ପକ୍ସ୍ଟତ୍ରବଧୂମାନେ କହିଲେ, ଆମ୍ଭମାନେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କ ନିକଟକକ୍ସ୍ଟ ୟିବାକକ୍ସ୍ଟ ଗ୍ଭହକ୍ସ୍ଟଁ।
11 କିନ୍ତୁ ନୟମୀ କହିଲେ, ନା, ମାରେ କନ୍ଯାଗଣ, ତୁମ୍ଭେ ତୁମ୍ଭର ସ୍ବଗୃହକକ୍ସ୍ଟ ଫରେିୟାଅ। ତୁମ୍ଭମାନେେ ଆଉ କାହିଁକି ମାେ ସହିତ ୟିବ? ମୁ ତୁମ୍ଭମାନଙ୍କୁ ସାହାୟ୍ଯ କରିପାରିବି ନାହିଁ। ମାରେତ ଗର୍ଭ ରେ ଆଉ ସନ୍ତାନ ନାହିନ୍ତି, ଯେଉଁମାନେ କି ତୁମ୍ଭର ସ୍ବାମୀ ହାଇେ ଥା'ନ୍ତେ।
12 ତୁମ୍ଭେ କ'ଣ ସ୍ବସ୍ଥାନକକ୍ସ୍ଟ ୟିବ ନାହିଁ? ମୁ ଅତ୍ଯଧିକ ବଯସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ବାମୀ ପାଇବାକକ୍ସ୍ଟ। ତଥାପି ଯଦି ପକ୍ସ୍ଟନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମାରେ ଗୋଟିଏ ସ୍ବାମୀ ଆଜି ରାତ୍ରି ରେ ଥିଲା, ଏବଂ ମୁ ଗର୍ଭବତୀ ହକ୍ସ୍ଟଏଁ ଏବଂ ଦକ୍ସ୍ଟଇଟି ସନ୍ତାନ ଜନ୍ମ ଦିଏ, ଏହାବି ତକ୍ସ୍ଟମ୍ଭ ପାଇଁ କୌଣସି ସାହାୟ୍ଯ ହବେ କି?
13 ସମାନେେ ବଡ ହବୋ ପର୍ୟ୍ଯନ୍ତ ତୁମ୍ଭେ କ'ଣ ଅପେକ୍ଷା କରିବ ଏବଂ ୟଥେଷ୍ଟ ବଯଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତବେେଳେ ସମାନଙ୍କେୁ ଅପେକ୍ଷା କରିବ। ତୁମ୍ଭେ ନିଜକକ୍ସ୍ଟ ଅନ୍ୟ ସ୍ବାମୀମାନଙ୍କଠାରକ୍ସ୍ଟ ବିବାହ କରିବାଠାରକ୍ସ୍ଟ ଦୂ ରଇେ ରଖି ପାରିବ କି? ନା, ମାରେକନ୍ଯାଗଣ, ମୁ ତୁମ୍ଭମାନଙ୍କ ପାଇଁ ଖରାପ ଅନକ୍ସ୍ଟଭବ କରୁଛି, କାରଣ ଏହା ଜଣାୟାଏ ଯେ, ସଦାପ୍ରଭୁ ମାେ ବିରକ୍ସ୍ଟଦ୍ଧ ରେ ଅଛନ୍ତି।
14 ଏଣୁ ସହେି ସ୍ତ୍ରୀ ଲୋକମାନେ ପକ୍ସ୍ଟଣି ରୋଦନ କଲେ। ଏହାପରେ ଅର୍ପା ତା'ର ଶାଶୂକକ୍ସ୍ଟ ଚକ୍ସ୍ଟମ୍ବନ ଦଲୋ ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।
15 ନୟମୀ କହିଲା, ଦେଖ, ତୁମ୍ଭର ୟାଆ ତା'ର ନିଜର ଲୋକମାନଙ୍କ ନିକଟକକ୍ସ୍ଟ ପକ୍ସ୍ଟଣି ଆପଣା ଦବେତାମାନଙ୍କ ନିକଟକକ୍ସ୍ଟ ଫରେିଗଲେ। ତୁମ୍ଭେ ମଧ୍ଯ ସହେିପରି କରିବା ଉଚିତ୍।
16 କିନ୍ତୁ ଋତ କହିଲେ, ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ ମାେତେ ବାଧ୍ଯ କର ନାହିଁ। ମାରେ ସ୍ବଗୃହକକ୍ସ୍ଟ ଫରେିୟିବା ପାଇଁ ମାେତେ କକ୍ସ୍ଟହ ନାହିଁ। ମାେତେ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍ଭେ ୟକ୍ସ୍ଟଆଡେ ୟିବ, ମୁ ସହେିଆଡେ ୟିବି। ତୁମ୍ଭେ ଯେଉଁଠା ରେ ରହିବ ମୁ ସହେିଠା ରେ ରହିବି। ତୁମ୍ଭର ଲୋକ ହିଁ ମାରେ ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମାରେସଦାପ୍ରଭୁ ହବେେ।
17 ତୁମ୍ଭେ ଯେଉଁଠା ରେ ମରିବ ଓ କବର ନବେ ମୁ ସହେିଠା ରେ ମରିବି ଓ କବର ନବେି। କବଳେ ମୃତକ୍ସ୍ଟ୍ଯଛଡା ଆଉ କିଛି ହିଁ ଯବେେ ତୁମ୍ଭକୁ ଓ ମାେତେ ବିଚ୍ଛଦେ କରଇ, ତବେେ ସଦାପ୍ରଭୁ ସହେି ଦଣ୍ତରକ୍ସ୍ଟ ମଧ୍ଯ ତହିଁରକ୍ସ୍ଟ ଅଧିକ ମାେତେ ଦିଅନ୍ତକ୍ସ୍ଟ।
18 ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ୟିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ୟକ୍ସ୍ଟକ୍ତି ବନ୍ଦ କଲେ।
19 ନୟମୀ ଏବଂ ଋତ ବୈଥଲହମେକକ୍ସ୍ଟ ଗଲେ। ସମାନେେ ଯେତବେେଳେ ବୈଥ୍ଲହମେ ରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, ଏ କ'ଣ ପ୍ରକୃତ ରେ ନୟମୀ?
20 କିନ୍ତୁ ବନୟମୀ ସହେି ଲୋକମାନଙ୍କୁ କହିଲେ, ମାେତେ ନୟମୀ ବୋଲି ଡାକ ନାହିଁ, ମାେତେ ମାରା ବୋଲି ଡାକ। ଯହେିତକ୍ସ୍ଟ ସର୍ବଶକ୍ତିମାନ ପରମେଶ୍ବର ମାରେ ଜୀବନକକ୍ସ୍ଟ ଦକ୍ସ୍ଟଃଖପୂର୍ଣ କରିଅଛନ୍ତି।
21 ଯେତବେେଳେ ମୁ ଏହି ସ୍ଥାନ ଛାଡିଲି, ମାରେ ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମାେତେ ଖାଲି ହାତ ରେ ଘରକକ୍ସ୍ଟ ଫରୋଇ ଆଣିଲେ। ସଦାପ୍ରଭୁ ମାେତେ ଦଃଖ ଦଇେଅଛନ୍ତି, ତେଣୁ ତୁମ୍ଭମାନେେ ମାେତେ 'ନୟମୀ' ବୋଲି କାହିଁକି ଡାକକ୍ସ୍ଟଅଛକ୍ସ୍ଟ? ସର୍ବଶକ୍ତିମାନ ପରମେଶ୍ବର ମାେତେ ଅନକେ ଦକ୍ସ୍ଟଃଖ ଦଇେଛନ୍ତି ଏବଂ ମାେ ଉପରକକ୍ସ୍ଟ ବହକ୍ସ୍ଟତ ଅସକ୍ସ୍ଟବିଧା ଆଣିଛନ୍ତି।
22 ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହବୋ ସମୟରେ ନୟମୀ ଏବଂ ତା'ର ପକ୍ସ୍ଟତ୍ରବଧୂ ଋତ ମାୟୋବର ପାର୍ବତ୍ଯ ଦେଶରକ୍ସ୍ଟ ବୈଥଲହମେକକ୍ସ୍ଟ ଫରେି ଆସିଲେ।
1 Now it came to pass in the days when the judges ruled, that there was a famine in the land. And a certain man of Bethlehem-judah went to sojourn in the country of Moab, he, and his wife, and his two sons.
2 And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Bethlehem-judah. And they came into the country of Moab, and continued there.
3 And Elimelech Naomi’s husband died; and she was left, and her two sons.
4 And they took them wives of the women of Moab; the name of the one was Orpah, and the name of the other Ruth: and they dwelled there about ten years.
5 And Mahlon and Chilion died also both of them; and the woman was left of her two sons and her husband.
6 Then she arose with her daughters in law, that she might return from the country of Moab: for she had heard in the country of Moab how that the Lord had visited his people in giving them bread.
7 Wherefore she went forth out of the place where she was, and her two daughters in law with her; and they went on the way to return unto the land of Judah.
8 And Naomi said unto her two daughters in law, Go, return each to her mother’s house: the Lord deal kindly with you, as ye have dealt with the dead, and with me.
9 The Lord grant you that ye may find rest, each of you in the house of her husband. Then she kissed them; and they lifted up their voice, and wept.
10 And they said unto her, Surely we will return with thee unto thy people.
11 And Naomi said, Turn again, my daughters: why will ye go with me? are there yet any more sons in my womb, that they may be your husbands?
12 Turn again, my daughters, go your way; for I am too old to have an husband. If I should say, I have hope, if I should have an husband also to night, and should also bear sons;
13 Would ye tarry for them till they were grown? would ye stay for them from having husbands? nay, my daughters; for it grieveth me much for your sakes that the hand of the Lord is gone out against me.
14 And they lifted up their voice, and wept again: and Orpah kissed her mother in law; but Ruth clave unto her.
15 And she said, Behold, thy sister in law is gone back unto her people, and unto her gods: return thou after thy sister in law.
16 And Ruth said, Intreat me not to leave thee, or to return from following after thee: for whither thou goest, I will go; and where thou lodgest, I will lodge: thy people shall be my people, and thy God my God:
17 Where thou diest, will I die, and there will I be buried: the Lord do so to me, and more also, if ought but death part thee and me.
18 When she saw that she was stedfastly minded to go with her, then she left speaking unto her.
19 So they two went until they came to Bethlehem. And it came to pass, when they were come to Bethlehem, that all the city was moved about them, and they said, Is this Naomi?
20 And she said unto them, Call me not Naomi, call me Mara: for the Almighty hath dealt very bitterly with me.
21 I went out full, and the Lord hath brought me home again empty: why then call ye me Naomi, seeing the Lord hath testified against me, and the Almighty hath afflicted me?
22 So Naomi returned, and Ruth the Moabitess, her daughter in law, with her, which returned out of the country of Moab: and they came to Bethlehem in the beginning of barley harvest.
1 After these things did king Ahasuerus promote Haman the son of Hammedatha the Agagite, and advanced him, and set his seat above all the princes that were with him.
2 And all the king’s servants, that were in the king’s gate, bowed, and reverenced Haman: for the king had so commanded concerning him. But Mordecai bowed not, nor did him reverence.
3 Then the king’s servants, which were in the king’s gate, said unto Mordecai, Why transgressest thou the king’s commandment?
4 Now it came to pass, when they spake daily unto him, and he hearkened not unto them, that they told Haman, to see whether Mordecai’s matters would stand: for he had told them that he was a Jew.
5 And when Haman saw that Mordecai bowed not, nor did him reverence, then was Haman full of wrath.
6 And he thought scorn to lay hands on Mordecai alone; for they had shewed him the people of Mordecai: wherefore Haman sought to destroy all the Jews that were throughout the whole kingdom of Ahasuerus, even the people of Mordecai.
7 In the first month, that is, the month Nisan, in the twelfth year of king Ahasuerus, they cast Pur, that is, the lot, before Haman from day to day, and from month to month, to the twelfth month, that is, the month Adar.
8 And Haman said unto king Ahasuerus, There is a certain people scattered abroad and dispersed among the people in all the provinces of thy kingdom; and their laws are diverse from all people; neither keep they the king’s laws: therefore it is not for the king’s profit to suffer them.
9 If it please the king, let it be written that they may be destroyed: and I will pay ten thousand talents of silver to the hands of those that have the charge of the business, to bring it into the king’s treasuries.
10 And the king took his ring from his hand, and gave it unto Haman the son of Hammedatha the Agagite, the Jews’ enemy.
11 And the king said unto Haman, The silver is given to thee, the people also, to do with them as it seemeth good to thee.
12 Then were the king’s scribes called on the thirteenth day of the first month, and there was written according to all that Haman had commanded unto the king’s lieutenants, and to the governors that were over every province, and to the rulers of every people of every province according to the writing thereof, and to every people after their language; in the name of king Ahasuerus was it written, and sealed with the king’s ring.
13 And the letters were sent by posts into all the king’s provinces, to destroy, to kill, and to cause to perish, all Jews, both young and old, little children and women, in one day, even upon the thirteenth day of the twelfth month, which is the month Adar, and to take the spoil of them for a prey.
14 The copy of the writing for a commandment to be given in every province was published unto all people, that they should be ready against that day.
15 The posts went out, being hastened by the king’s commandment, and the decree was given in Shushan the palace. And the king and Haman sat down to drink; but the city Shushan was perplexed.