Romans 9

fullscreen1 ମୁଁ ଖ୍ରୀଷ୍ଟଙ୍କଠା ରେ ଅଛି, ଓ ମୁଁ ସତ୍ଯ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ବାରା ମାରେ ଭାବନା ନିୟନ୍ତ୍ରିତ। ଏହି ଭାବନା ମାେତେ କୁ ହେ ଯେ ମୁଁ ମିଛ କୁ ହେ ନାହିଁ।

fullscreen2 ମାରେ ଅଶଷେ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବଦନୋଗ୍ରସ୍ତ ଅଛି।

fullscreen3 ସମାନେେ ମାରେ ଭାଇ ଓ ଭଉଣୀ। ସମାନେେ ଏହି ସଂସାର ରେ ମାରେ ପରିବାର। ମୁଁ ସମାନଙ୍କେୁ ସାହାୟ୍ଯ କରିପା ରେ। ମୁଁ ନିଜେ ଅଭିଶପ୍ତ ହବୋ ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହାଇପୋ ରେ।

fullscreen4 ସମାନେେ ଇଶ୍ରାୟେଲୀୟ ଲୋକ। ସମାନେେ ପରମେଶ୍ବରଙ୍କର ବଛାଯାଇଥୀବା ସନ୍ତାନ। ସମାନଙ୍କେ ପାଖ ରେ ପରମେଶ୍ବରଙ୍କ ମହିମା ଅଛି ଓ ସମାନେେ ପରମେଶ୍ବର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ବର ସମାନଙ୍କେୁ ମାଶାଙ୍କେ ବ୍ଯବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦଇେଛନ୍ତି। ପରମେଶ୍ବର ସମାନଙ୍କେୁ ତାଙ୍କର ପ୍ରତି ଶ୍ରୁତିମାନ ଦଇେଛନ୍ତି।

fullscreen5 ସମାନେେ ଆମ ପୂର୍ବପୁରୁଷ ମାନଙ୍କର ବଂଶଧର ଅଟନ୍ତି। ସମାନେେ ସଂସାର ରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟ ରେ ଖ୍ରୀଷ୍ଟ ପରମେଶ୍ବର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

fullscreen6 ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ବର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବଲେି ନୁହେଁ, କାରଣ ଇଶ୍ରାୟେଲର କବଳେ ଅଳ୍ପ କିଛି ଲୋକ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ଲୋକ।

fullscreen7 ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।

fullscreen8 ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ବରଙ୍କର ପ୍ରକୃତ ସନ୍ତାନ ନୁହଁନ୍ତି। କବଳେ ଯେଉଁମାନେ ପରମେଶ୍ବରଙ୍କ ପ୍ରତିଜ୍ଞା ଦ୍ବାରା ପରମେଶ୍ବରଙ୍କ ସନ୍ତାନ ହଇେଥିଲେ ସହେିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ।

fullscreen9 ପରମେଶ୍ବରଙ୍କ ପ୍ରତିଜ୍ଞା ଏହିପରି ଥିଲା: ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫରେିବି ଓ ସାରା ପୁତ୍ର ଜନ୍ମ କରିବ।

fullscreen10 କବଳେ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ୟିସ୍ହାଙ୍କ ଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ।

fullscreen11 ଦୁଇଟି ପୁତ୍ର ଜନ୍ମ ହବୋ ପୂର୍ବରୁ ଓ ସମାନେେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ବର ରିବିକାକୁ କହିଥୀଲେ, ବଡ ପୁତ୍ରଟି ସାନଟିର ସବୋକରିବ।

fullscreen12 ପରମେଶ୍ବରଙ୍କ ମ ନୋନୟନ ତାହାଙ୍କ ଯଜେନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥୀଲେ ସହେି କାରଣରୁ ହେଲା।

fullscreen13 ଶାସ୍ତ୍ର କୁ ହେ: ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।

fullscreen14 ତା' ହେଲେ ଏ ବିଷୟ ରେ ଆମ୍ଭେ କଣ କହିବା? କ'ଣ ପରମେଶ୍ବର ଅନ୍ଯାଯୀ?

fullscreen15 ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ବର ମାଶାଙ୍କେୁ କହିଥୀଲେ, ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦଖାଇବୋ। ଆମ୍ଭେ ଯାହାକୁ କରୁଣା ଦଖାଇବୋ ପାଇଁ ଇଛା କରିବା ଆମ୍ଭେ ତାହାକୁ କରୁଣା ଦଖାଇବୋା

fullscreen16 ଅତଏବ, ପରମେଶ୍ବରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ ।

fullscreen17 ଧର୍ମଶାନ୍ତ୍ର ରେ ଯେପରି ପରମେଶ୍ବର ଫାରୋକୁ କହନ୍ତି: ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦେଶ୍ଯ ପାଇଁ ତୁମ୍ଭକୁ ରାଜା କରିଛୁ, ୟଦ୍ବାରା ତୁମ୍ଭ ମାଧ୍ଯମ ରେ ଆମ୍ଭେ ଆପଣା ଶକ୍ତି ଦଖାଇେ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ବ ରେ ଘୋଷିତ ହେଉ ବୋଲ ଆମ୍ଭ ଇଚ୍ଛା।

fullscreen18 ଅତଏବ ଯେଉଁମାନଙ୍କୁ ପରମେଶ୍ବର ଦୟା ଦଖାଇବୋକୁ ଚାହାନ୍ତି ସମାନଙ୍କେୁ ସେ ଦୟା ଦଖାେନ୍ତି ଓ ଯେଉଁ ମାନଙ୍କୁ ସେ କଠାେର କରିବାକୁ ଚାହାଁନ୍ତି, ସମାନଙ୍କେୁ ସେ କଠାେର କରନ୍ତି।

fullscreen19 ତା ହେଲେ ତୁମ୍ଭେ ମାେତେ ପ୍ରଶ୍ନ କରି ପାର ଯେ ସେ ଆମ୍ଭର ଦୋଷ କାହିଁକି ଧରନ୍ତି?

fullscreen20 ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

1 I say the truth in Christ, I lie not, my conscience also bearing me witness in the Holy Ghost,

2 That I have great heaviness and continual sorrow in my heart.

3 For I could wish that myself were accursed from Christ for my brethren, my kinsmen according to the flesh:

4 Who are Israelites; to whom pertaineth the adoption, and the glory, and the covenants, and the giving of the law, and the service of God, and the promises;

5 Whose are the fathers, and of whom as concerning the flesh Christ came, who is over all, God blessed for ever. Amen.

6 Not as though the word of God hath taken none effect. For they are not all Israel, which are of Israel:

7 Neither, because they are the seed of Abraham, are they all children: but, In Isaac shall thy seed be called.

8 That is, They which are the children of the flesh, these are not the children of God: but the children of the promise are counted for the seed.

9 For this is the word of promise, At this time will I come, and Sarah shall have a son.

10 And not only this; but when Rebecca also had conceived by one, even by our father Isaac;

11 (For the children being not yet born, neither having done any good or evil, that the purpose of God according to election might stand, not of works, but of him that calleth;)

12 It was said unto her, The elder shall serve the younger.

13 As it is written, Jacob have I loved, but Esau have I hated.

14 What shall we say then? Is there unrighteousness with God? God forbid.

15 For he saith to Moses, I will have mercy on whom I will have mercy, and I will have compassion on whom I will have compassion.

16 So then it is not of him that willeth, nor of him that runneth, but of God that sheweth mercy.

17 For the scripture saith unto Pharaoh, Even for this same purpose have I raised thee up, that I might shew my power in thee, and that my name might be declared throughout all the earth.

18 Therefore hath he mercy on whom he will have mercy, and whom he will he hardeneth.

19 Thou wilt say then unto me, Why doth he yet find fault? For who hath resisted his will?

20 Nay but, O man, who art thou that repliest against God? Shall the thing formed say to him that formed it, Why hast thou made me thus?

Romans 9 in Tamil and English

1 ମୁଁ ଖ୍ରୀଷ୍ଟଙ୍କଠା ରେ ଅଛି, ଓ ମୁଁ ସତ୍ଯ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ବାରା ମାରେ ଭାବନା ନିୟନ୍ତ୍ରିତ। ଏହି ଭାବନା ମାେତେ କୁ ହେ ଯେ ମୁଁ ମିଛ କୁ ହେ ନାହିଁ।
I say the truth in Christ, I lie not, my conscience also bearing me witness in the Holy Ghost,

2 ମାରେ ଅଶଷେ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବଦନୋଗ୍ରସ୍ତ ଅଛି।
That I have great heaviness and continual sorrow in my heart.

3 ସମାନେେ ମାରେ ଭାଇ ଓ ଭଉଣୀ। ସମାନେେ ଏହି ସଂସାର ରେ ମାରେ ପରିବାର। ମୁଁ ସମାନଙ୍କେୁ ସାହାୟ୍ଯ କରିପା ରେ। ମୁଁ ନିଜେ ଅଭିଶପ୍ତ ହବୋ ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହାଇପୋ ରେ।
For I could wish that myself were accursed from Christ for my brethren, my kinsmen according to the flesh:

4 ସମାନେେ ଇଶ୍ରାୟେଲୀୟ ଲୋକ। ସମାନେେ ପରମେଶ୍ବରଙ୍କର ବଛାଯାଇଥୀବା ସନ୍ତାନ। ସମାନଙ୍କେ ପାଖ ରେ ପରମେଶ୍ବରଙ୍କ ମହିମା ଅଛି ଓ ସମାନେେ ପରମେଶ୍ବର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ବର ସମାନଙ୍କେୁ ମାଶାଙ୍କେ ବ୍ଯବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦଇେଛନ୍ତି। ପରମେଶ୍ବର ସମାନଙ୍କେୁ ତାଙ୍କର ପ୍ରତି ଶ୍ରୁତିମାନ ଦଇେଛନ୍ତି।
Who are Israelites; to whom pertaineth the adoption, and the glory, and the covenants, and the giving of the law, and the service of God, and the promises;

5 ସମାନେେ ଆମ ପୂର୍ବପୁରୁଷ ମାନଙ୍କର ବଂଶଧର ଅଟନ୍ତି। ସମାନେେ ସଂସାର ରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟ ରେ ଖ୍ରୀଷ୍ଟ ପରମେଶ୍ବର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।
Whose are the fathers, and of whom as concerning the flesh Christ came, who is over all, God blessed for ever. Amen.

6 ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ବର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବଲେି ନୁହେଁ, କାରଣ ଇଶ୍ରାୟେଲର କବଳେ ଅଳ୍ପ କିଛି ଲୋକ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ଲୋକ।
Not as though the word of God hath taken none effect. For they are not all Israel, which are of Israel:

7 ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।
Neither, because they are the seed of Abraham, are they all children: but, In Isaac shall thy seed be called.

8 ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ବରଙ୍କର ପ୍ରକୃତ ସନ୍ତାନ ନୁହଁନ୍ତି। କବଳେ ଯେଉଁମାନେ ପରମେଶ୍ବରଙ୍କ ପ୍ରତିଜ୍ଞା ଦ୍ବାରା ପରମେଶ୍ବରଙ୍କ ସନ୍ତାନ ହଇେଥିଲେ ସହେିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ।
That is, They which are the children of the flesh, these are not the children of God: but the children of the promise are counted for the seed.

9 ପରମେଶ୍ବରଙ୍କ ପ୍ରତିଜ୍ଞା ଏହିପରି ଥିଲା: ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫରେିବି ଓ ସାରା ପୁତ୍ର ଜନ୍ମ କରିବ।
For this is the word of promise, At this time will I come, and Sarah shall have a son.

10 କବଳେ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ୟିସ୍ହାଙ୍କ ଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ।
And not only this; but when Rebecca also had conceived by one, even by our father Isaac;

11 ଦୁଇଟି ପୁତ୍ର ଜନ୍ମ ହବୋ ପୂର୍ବରୁ ଓ ସମାନେେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ବର ରିବିକାକୁ କହିଥୀଲେ, ବଡ ପୁତ୍ରଟି ସାନଟିର ସବୋକରିବ।
(For the children being not yet born, neither having done any good or evil, that the purpose of God according to election might stand, not of works, but of him that calleth;)

12 ପରମେଶ୍ବରଙ୍କ ମ ନୋନୟନ ତାହାଙ୍କ ଯଜେନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥୀଲେ ସହେି କାରଣରୁ ହେଲା।
It was said unto her, The elder shall serve the younger.

13 ଶାସ୍ତ୍ର କୁ ହେ: ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।
As it is written, Jacob have I loved, but Esau have I hated.

14 ତା' ହେଲେ ଏ ବିଷୟ ରେ ଆମ୍ଭେ କଣ କହିବା? କ'ଣ ପରମେଶ୍ବର ଅନ୍ଯାଯୀ?
What shall we say then? Is there unrighteousness with God? God forbid.

15 ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ବର ମାଶାଙ୍କେୁ କହିଥୀଲେ, ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦଖାଇବୋ। ଆମ୍ଭେ ଯାହାକୁ କରୁଣା ଦଖାଇବୋ ପାଇଁ ଇଛା କରିବା ଆମ୍ଭେ ତାହାକୁ କରୁଣା ଦଖାଇବୋା
For he saith to Moses, I will have mercy on whom I will have mercy, and I will have compassion on whom I will have compassion.

16 ଅତଏବ, ପରମେଶ୍ବରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ ।
So then it is not of him that willeth, nor of him that runneth, but of God that sheweth mercy.

17 ଧର୍ମଶାନ୍ତ୍ର ରେ ଯେପରି ପରମେଶ୍ବର ଫାରୋକୁ କହନ୍ତି: ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦେଶ୍ଯ ପାଇଁ ତୁମ୍ଭକୁ ରାଜା କରିଛୁ, ୟଦ୍ବାରା ତୁମ୍ଭ ମାଧ୍ଯମ ରେ ଆମ୍ଭେ ଆପଣା ଶକ୍ତି ଦଖାଇେ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ବ ରେ ଘୋଷିତ ହେଉ ବୋଲ ଆମ୍ଭ ଇଚ୍ଛା।
For the scripture saith unto Pharaoh, Even for this same purpose have I raised thee up, that I might shew my power in thee, and that my name might be declared throughout all the earth.

18 ଅତଏବ ଯେଉଁମାନଙ୍କୁ ପରମେଶ୍ବର ଦୟା ଦଖାଇବୋକୁ ଚାହାନ୍ତି ସମାନଙ୍କେୁ ସେ ଦୟା ଦଖାେନ୍ତି ଓ ଯେଉଁ ମାନଙ୍କୁ ସେ କଠାେର କରିବାକୁ ଚାହାଁନ୍ତି, ସମାନଙ୍କେୁ ସେ କଠାେର କରନ୍ତି।
Therefore hath he mercy on whom he will have mercy, and whom he will he hardeneth.

19 ତା ହେଲେ ତୁମ୍ଭେ ମାେତେ ପ୍ରଶ୍ନ କରି ପାର ଯେ ସେ ଆମ୍ଭର ଦୋଷ କାହିଁକି ଧରନ୍ତି?
Thou wilt say then unto me, Why doth he yet find fault? For who hath resisted his will?

20 ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?
Nay but, O man, who art thou that repliest against God? Shall the thing formed say to him that formed it, Why hast thou made me thus?