Bible

Romans 7 - YLT (Oriya)

1 Are ye ignorant, brethren -- for to those knowing law I speak -- that the law hath lordship over the man as long as he liveth?ଭାଇ ଓ ଭଉଣୀଗଣ, ତୁମ୍ଭମାନେେ ବ୍ଯବସ୍ଥା ଜାଣ। ତୁମ୍ଭମାନେେ ଜାଣ ଯେ ଯେତବେେଳେ ଜଣେ ଲୋକ ଜୀବିତ, ବ୍ଯବସ୍ଥା ତାହାକୁ ନିୟନ୍ତ୍ରିତ କଲେ।

2 for the married woman to the living husband hath been bound by law, and if the husband may die, she hath been free from the law of the husband;ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।

3 so, then, the husband being alive, an adulteress she shall be called if she may become another man's; and if the husband may die, she is free from the law, so as not to be an adulteress, having become another man's.କିନ୍ତୁ ଯେତବେେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ଅବସ୍ଥା ରେ, ଆଉ ଜଣକୁ ବିବାହ କରେ, ବ୍ଯବସ୍ଥା କୁ ହେ ଯେ, ସେ ବ୍ଯଭିଚ଼ାର ଦୋଷ ରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ବାମୀ ମରି ଯାଏ, ତାହା ହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ଯବସ୍ଥାରୁ ମୁକ୍ତ ହାଇେ ଯାଏ। ଅତଏବ, ଯଦି ସହେି ସ୍ତ୍ରୀଲୋକ ସ୍ବାମୀର ମୃତ୍ଯୁ ପରେ ଆଉ ଜଣକୁ ବିବାହ କରେ, ସେ ବ୍ଯଭିଚ଼ାର ଦୋଷ ରେ ଆଉ ଦୋଷୀ ହୁଏ ନାହିଁ।

4 So that, my brethren, ye also were made dead to the law through the body of the Christ, for your becoming another's, who out of the dead was raised up, that we might bear fruit to God;ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।

5 for when we were in the flesh, the passions of the sins, that `are' through the law, were working in our members, to bear fruit to the death;ଅତୀତ ରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ବାରା ବ୍ଯବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ଯାତ୍ମିକ ମୃତ୍ଯୁ ଘଟାଉ ଥିଲା।

6 and now we have ceased from the law, that being dead in which we were held, so that we may serve in newness of spirit, and not in oldness of letter.ଅତୀତର ବ୍ଯବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ଯକ୍ତିତ୍ବ ଏବେ ମରି ଯାଇଛି ଓ ଆମ୍ଭେ ବ୍ଯବସ୍ଥାରୁ ମୁକ୍ତ ହାଇେ ସାରିଛୁ। ଅତଏବ ଆମ୍ଭେ ପ୍ରାଚ଼ୀନ ପଦ୍ଧତି ଲିଖିତ ବ୍ଯବସ୍ଥା ଅନୁସାରେ ପରମେଶ୍ବରଙ୍କ ସବୋ କରୁନାହୁଁ। ଆମ୍ଭେ ପରମେଶ୍ବରଙ୍କ ନୂତନ ପଦ୍ଧତି ରେ ଆତ୍ମା ରେ ସବୋ କରୁଅଛୁ।

7 What, then, shall we say? the law `is' sin? let it not be! but the sin I did not know except through law, for also the covetousness I had not known if the law had not said:ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ଯବସ୍ଥା ହେଉଛି ଏକା କଥା। ଏହା ସତ୍ଯ ନୁହେଁ। କିନ୍ତୁ ବ୍ଯବସ୍ଥା ହେଉଛି ଏକମାତ୍ର ଉପାୟ ଯାହା ଦ୍ବାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କବେେ ହେଲେ ଜାଣି ପାରି ନଥାନ୍ତି, ଲୋଭ କରିବା ଅର୍ଥ କଣ। କିନ୍ତୁ ବ୍ଯବସ୍ଥା କହିଲା, ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କବେେ ହେଲେ ଲୋଭ କର ନାହିଁ।

8 `Thou shalt not covet;' and the sin having received an opportunity, through the command, did work in me all covetousness -- for apart from law sin is dead.ଏହି ଆଦେଶ ଅନୁସାରେ ମାେ ଭିତ ରେ ସମସ୍ତ ପ୍ରକାରର ଭୁଲ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହତେୁ ପାପ ମାେ ପାଖକୁ ଆସିଲା। କିନ୍ତୁ ବ୍ଯବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ।

9 And I was alive apart from law once, and the command having come, the sin revived, and I died;ବ୍ଯବସ୍ଥା ଜାଣିବା ପୂର୍ବରୁ, ବ୍ଯବସ୍ଥା ବିନା ମୁଁ ଜୀବିତ ଥିଲା। କିନ୍ତୁ ଯେତବେେଳେ ବ୍ଯବସ୍ଥାର ଆଦେଶ ମାେ ପାଖକୁ ଆସିଲା, ସେତବେେଳେ ପାପ ଜୀବିତ ହେଲା ଓ ପାପ ହତେୁ ଆତ୍ମିକ ଭାବରେ ମୁଁ ମୃତ୍ଯୁ ବରଣ କଲି।

10 and the command that `is' for life, this was found by me for death;ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମାେ ପାଇଁ ଆଜ୍ଞା ଆଣିଲା ମୃତ୍ଯୁ।

11 for the sin, having received an opportunity, through the command, did deceive me, and through it did slay `me';ଏହି ଆଜ୍ଞାକୁ ବ୍ଯବହାର କରି ପାପ ମାେତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମାେତେ ଆତ୍ମିକ ଭାବରେ ମୃତ କରାଇବା ରେ ପାପ ଏହି ଆଜ୍ଞାକୁ ବ୍ଯବହାର କଲା।

12 so that the law, indeed, `is' holy, and the command holy, and righteous, and good.ଅତଏବ ବ୍ଯବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ଯ ପବିତ୍ର, ଠିକ୍ ଓ ଉତ୍ତମ।

13 That which is good then, to me hath it become death? let it not be! but the sin, that it might appear sin, through the good, working death to me, that the sin might become exceeding sinful through the command,ଏହାର କଣ ଏହି ଅର୍ଥ ଯେ ଯାହା ଭଲ, ତାହାହିଁ ମାେ ପାଇଁ ମୃତ୍ଯୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ଯବହାର କରି ମାେ ପାଇଁ ମୃତ୍ଯୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ'ଣ ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ଯବହାର ମଧ୍ଯ ଏହାହିଁ ଦଖାଇବୋ ପାଇଁ ହେଲା।

14 for we have known that the law is spiritual, and I am fleshly, sold by the sin;ମୁଁ ଜାଣେ ଯେ ବ୍ଯବସ୍ଥା ହେଉଛି ଆତ୍ମିକ। କନ୍ତୁ ମୁଁ ଆତ୍ମକ ନୁହେଁ। ପାପର ଦାସ ଭଳି ମୁଁ ତା' ପାଖ ରେ ବିକ୍ରି ହାଇେ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ।

15 for that which I work, I do not acknowledge; for not what I will, this I practise, but what I hate, this I do.ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସହେି କାମ କରେ।

16 And if what I do not will, this I do, I consent to the law that `it is' good,ଯେଉଁ କାମ କରିବାକୁ ଚା ହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ଯବସ୍ଥା ଭଲ ବୋଲି ସମର୍ଥନ କରେ।

17 and now it is no longer I that work it, but the sin dwelling in me,କିନ୍ତୁ ମୁଁ, ପକୃତ ରେ ଏହି ମନ୍ଦ କମ କରି ନ ଥାଏ। ମାେ ଭିତ ରେ ଥିବା ପାପର ସ୍ବଭାବ ଏହି ସବୁ କାମ କରେ।

18 for I have known that there doth not dwell in me, that is, in my flesh, good: for to will is present with me, and to work that which is right I do not find,ମୁଁ ଏହା ଜାଣେ ଯେ ମାେ ଭିତ ରେ କିଛି ଭଲ ନାହିଁ। ମାେ କହିବା ଅର୍ଥ ଯେ, ମାରେଶରୀର ରେ କୌଣସି ଭଲ ବିଷୟ ନାହିଁ।

19 for the good that I will, I do not; but the evil that I do not will, this I practise.ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ।

20 And if what I do not will, this I do, it is no longer I that work it, but the sin that is dwelling in me.ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଚା ହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତ ରେ ଏସବୁ କରେ ନାହିଁ। ମାେ ଭିତ ରେ ଥିବା ପାପ ଏହି ସବୁ କାମ କରେ।

21 I find, then, the law, that when I desire to do what is right, with me the evil is present,ସହେି ଭଳି ମୁଁ ଏହି ବ୍ଯବସ୍ଥାଟି ଶିଖିଛି: ଯେତବେେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମାେ ପାଖେ ଉପସ୍ଥିତ ଥାଏ।

22 for I delight in the law of God according to the inward man,ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।

23 and I behold another law in my members, warring against the law of my mind, and bringing me into captivity to the law of the sin that `is' in my members.କିନ୍ତୁ ମାେ ଶରୀର ରେ ମୁଁ ଆଉ ଗୋଟିଏ ବ୍ଯବସ୍ଥା କାମ କରୁଥିବାର ଦେଖୁଛି। ସମାନେେ ଗ୍ରହଣ କରୁଥିବା ବ୍ଯବସ୍ଥା ସହିତ ମାେ ଶରୀରର ବ୍ଯବସ୍ଥା ସଂଘର୍ଷ କରୁଛି। ମାେ ଶରୀର ରେ କାମ କରୁଥିବା ଏହି ବ୍ଯବସ୍ଥାଟି ପାପର ବ୍ଯବସ୍ଥା ଅଟେ, ଓ ସୋହି ବ୍ଯବସ୍ଥା ମାେତେ ବନ୍ଦୀ କରି ପକାଏ।

24 A wretched man I `am'! who shall deliver me out of the body of this death?ଏହା ଭୟଙ୍କର ଅଟେ! ମାେତେ ଏହି ଶରୀରରୁ, ଯାହା ମାେ ପାଇଁ ମୁତ୍ଯୁ ଆଣେ, କିଏ ରକ୍ଷା କରିବ? ପରମେଶ୍ବର ମାେତେ ରକ୍ଷା କରିବେ।

25 I thank God -- through Jesus Christ our Lord; so then, I myself indeed with the mind do serve the law of God, and with the flesh, the law of sin.ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଧନ୍ଯବାଦ ହେଉ। ଅତଏବ-ମାେ ମନ ସହିତ ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାର ଦାସ। କିନ୍ତୁ ପାପପୂର୍ଣ ସ୍ବଭାବରେ ମୁଁ ପାପୟୁକ୍ତ ନିୟମର ଦାସ।

Oriya Bible