Romans 5 - BBE (Oriya)
1 For which reason, because we have righteousness through faith, let us be at peace with God through our Lord Jesus Christ;ଆମ୍ଭର ବିଶ୍ବାସ ହତେୁ ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ସହିତ ଆମ୍ଭେ ଶାନ୍ତି ରେ ଅଛୁ। ବିଶ୍ବାସ ଦ୍ବାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହର ଅଧୀନ କଲେ।
2 Through whom, in the same way, we have been able by faith to come to this grace in which we now are; and let us have joy in hope of the glory of God.ଏବେ ଆମ୍ଭେ ଏହି ଅନୁଗ୍ରହ ରେ ରହିଛୁ ଓ ଆମ୍ଭେ ପରମେଶ୍ବରଙ୍କ ଏହି ମହିମା ରେ ଭାଗୀଦର ହାଇେଥିବା ଆଶା ରେ ଆନନ୍ଦିତ।
3 And not only so, but let us have joy in our troubles: in the knowledge that trouble gives us the power of waiting;ଆମ୍ଭମାନେେ ଆମ୍ଭର କ୍ଲେଶଗୁଡ଼ିକ ଥାଇ ମଧ୍ଯ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ର୍ଧୈୟ୍ଯବାନ କରାଏ।
4 And waiting gives experience; and experience, hope:ଏହି ର୍ଧୈୟ୍ଯ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ।
5 And hope does not put to shame; because our hearts are full of the love of God through the Holy Spirit which is given to us.ଏହି ଭରସା ଆମ୍ଭକୁ କବେେ ହେଲେ ନିରାଶ କରିବ ନାହିଁ। କଣ ପାଇଁ? କାରଣ ପରମେଶ୍ବର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ ରମେ ଢ଼ାଳି ଦେଲେ। ପରମେଶ୍ବର ପବିତ୍ର ଆତ୍ମା ମାଧ୍ଯମ ରେ ତାହାଙ୍କର ପ୍ ରମେ ଦଇେଛନ୍ତି। ପରମେଶ୍ବରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ର ଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।
6 For when we were still without strength, at the right time Christ gave his life for evil-doers.ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।
7 Now it is hard for anyone to give his life even for an upright man, though it might be that for a good man someone would give his life.ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ଯ, ଖୁବ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ଯୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହାଇେ ଥାଏ, ତବେେ ତା ନିମନ୍ତେ କିଏ ଜଣେ ମୃତ୍ଯୁ ବରଣ କରିବା ପାଇଁ ସାହାସ କରିବ।
8 But God has made clear his love to us, in that, when we were still sinners, Christ gave his life for us.କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ଯୁ ବରଣ କଲେ। ଏହା ଦ୍ବାରା ପରମେଶ୍ବର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ ରମେ କରନ୍ତି।
9 Much more, if we now have righteousness by his blood, will salvation from the wrath of God come to us through him.ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ବାରା ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କର କୋରଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା।
10 For if, when we were haters of God, the death of his Son made us at peace with him, much more, now that we are his friends, will we have salvation through his life;ମାେ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ବରଙ୍କର ଶତୃ ହାଇେଥିଲେ ମଧ୍ଯ, ସେ ନିଜ ପୁତ୍ରଙ୍କ ମୃତ୍ଯୁ ଦ୍ବାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେ ହତେୁ ଆମ୍ଭେ ପରମେଶ୍ବରଙ୍କର ମିତ୍ର, ପରମେଶ୍ବର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ଯମ ରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।
11 And not only so, but we have joy in God through our Lord Jesus Christ, through whom we are now at peace with God.ଆମ୍ଭେ ଯେ କବଳେ ରକ୍ଷା ପାଇବୁ ତା ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଠା ରେ ମଧ୍ଯ ଅତ୍ଯଧିକ ଆନନ୍ଦିତ ହତେୁ କବଳେ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ବରଙ୍କ ମିତ୍ର ଅଟୁ।
12 For this reason, as through one man sin came into the world, and death because of sin, and so death came to all men, because all have done evil:ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ବାରା ମୃତ୍ଯୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି।
13 Because, till the law came, sin was in existence, but sin is not put to the account of anyone when there is no law to be broken.ମାଶାେ ବ୍ଯବସ୍ଥା ଦବୋ ପୂର୍ବରୁ ପାପ ସଂସାର ରେ ଥିଲା। କିନ୍ତୁ ପରମେଶ୍ବର, ବ୍ଯବସ୍ଥା ନଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନଥିଲେ।
14 But still death had power from Adam till Moses, even over those who had not done wrong like Adam, who is a picture of him who was to come.କିନ୍ତୁ ଆଦମଙ୍କ ସମୟରୁ ମାଶାଙ୍କେ ସମୟ ସୁଦ୍ଧା, ପ୍ରେତ୍ୟକକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ବରଙ୍କର ଆଦେଶ ଅମାନ୍ଯ କରି ପାପ କରିଥିବା ହତେୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନଥିଲେ, ସମାନଙ୍କେୁ ମଧ୍ଯ ମରିବାକୁ ହେଲା।
15 But the free giving of God is not like the wrongdoing of man. For if, by the wrongdoing of one man death came to numbers of men, much more did the grace of God, and the free giving by the grace of one man, Jesus Christ, come to men.କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନକେ ଲୋକ ମୃତ୍ଯୁ ବରଣ କଲେ। କିନ୍ତୁ ପରମେଶ୍ବରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନକେ ଲୋକ ଜଣେ ଲୋକର ଅନୁଗ୍ରହ ହତେୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ।
16 And the free giving has not the same effect as the sin of one: for the effect of one man's sin was punishment by the decision of God, but the free giving had power to give righteousness to wrongdoers in great number.ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ଯସ୍ତା ହେଲା। କିନ୍ତୁ ପରମେଶ୍ବରଙ୍କର ଅନୁଗ୍ରହଦାନ ଏହାଠାରୁ ଭିନ୍ନ ଅଟେ। ଅନକେ ପାପ ପରେ ପରମେଶ୍ବରଙ୍କର ଅନୁଗ୍ରହଦାନ ଆସିଲା। ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରାଇଲା।
17 For, if by the wrongdoing of one, death was ruling through the one, much more will those to whom has come the wealth of grace and the giving of righteousness, be ruling in life through the one, even Jesus Christ.ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ଯୁ ସମସ୍ତଙ୍କ ଉପରେ ରାଜତ୍ବ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ବରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର 'ଧାର୍ମିକ' ହବୋ ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ଯ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସହେି ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଶାସନ କରିବେ।
18 So then, as the effect of one act of wrongdoing was that punishment came on all men, even so the effect of one act of righteousness was righteousness of life for all men.ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ଯୁ ରେ ଦଣ୍ଡିତ କଲା, ସହେି ଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରି ରଖିବ। ଓ ତାହା ସହେି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦବେ।
19 Because, as numbers of men became sinners through the wrongdoing of one man, even so will great numbers get righteousness through the keeping of the word of God by one man.ଜଣେ ଲୋକ ପରମେଶ୍ବରଙ୍କୁ ଅବଜ୍ଞା କଲା ଓ ଅନକେ ଲୋକ ପାପୀ ହାଇେ ଗଲେ। କିନ୍ତୁ ସହେିପରି ଜଣେ ଲୋକ ପରମେଶ୍ବରଙ୍କୁ ମାନିଲା ଓ ଅନକେ ଲୋକ ଧାର୍ମିକ ହାଇେ ଯିବେ।
20 And the law came in addition, to make wrongdoing worse; but where there was much sin, there was much more grace:ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।
21 That, as sin had power in death, so grace might have power through righteousness to eternal life through Jesus Christ our Lord.ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ଯୁକୁ ବ୍ଯବହାର କଲା। କିନ୍ତୁ ପରମେଶ୍ବର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହା ଦ୍ବାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ରହିଲେ। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଏହା ଅନନ୍ତ ଜୀବନ ଆଣିଲା।
Oriya Bible