Romans 3:9 ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସମାନେେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ।
Romans 3:9 in Other Translations
King James Version (KJV) What then? are we better than they? No, in no wise: for we have before proved both Jews and Gentiles, that they are all under sin;
American Standard Version (ASV) What then? are we better than they? No, in no wise: for we before laid to the charge both of Jews and Greeks, that they are all under sin;
Bible in Basic English (BBE) What then? are we worse off than they? In no way: because we have before made it clear that Jews as well as Greeks are all under the power of sin;
Darby English Bible (DBY) What then? are we better? No, in no wise: for we have before charged both Jews and Greeks with being all under sin:
World English Bible (WEB) What then? Are we better than they? No, in no way. For we previously charged both Jews and Greeks, that they are all under sin.
Young's Literal Translation (YLT) What, then? are we better? not at all! for we did before charge both Jews and Greeks with being all under sin,
What
Τί
tis
tees
then?
οὖν
oun
oon
are we better
προεχόμεθα
proechomai
proh-A-hoh-may
No,
οὐ
ou
oo
in no wise:
πάντως·
pantōs
PAHN-tose
we have before proved
προῃτιασάμεθα
proaitiaomai
proh-ay-tee-AH-oh-may
for
γὰρ
gar
gahr
Jews
Ἰουδαίους
ioudaios
ee-oo-THAY-ose
and
τε
te
tay
both
καὶ
kai
kay
Gentiles,
Ἕλληνας
hellēn
ALE-lane
all
πάντας
pas
pahs
under
ὑφ'
hypo
yoo-POH
sin;
ἁμαρτίαν
hamartia
a-mahr-TEE-ah
that they are
εἶναι
einai
EE-nay
Read Full Chapter :
Romans 3
Cross Reference
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:22
କିନ୍ତୁ ଏହା ସତ୍ଯ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘାଷେଣାର ଉଦ୍ଦେଶ୍ଯ ହେଲା ଯେ, ବିଶ୍ବାସ ମାଧ୍ଯମ ରେ ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, ସହେି ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:15
ତା' ହେଲେ ଆମ୍ଭେ କ'ଣ କରିବା ଉଚ଼ିତ? ଆମ୍ଭେ ବ୍ଯବସ୍ଥାର ଅଧିନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧିନ ବୋଲି କଣ ପାପ କରି ଚ଼ାଲିଥିବା? ଅବଶ୍ଯ ନୁହେଁ!
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:18
ପରମେଶ୍ବରଙ୍କ କୋର୍ଧ ସ୍ବର୍ଗରୁ ପ୍ରକାଶିତ ହାଇେଛି। ଲୋକମାନଙ୍କ ଦ୍ବାରା ପରମେଶ୍ବରଙ୍କ ବିରୁଦ୍ଧ ରେ କରାଯାଇଥିବା ପ୍ରେତ୍ୟକକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ବର କୋରଧ କରନ୍ତି। ସମାନଙ୍କେ ପାଖ ରେ ସତ୍ଯ ଅଛି, କିନ୍ତୁ ସମାନେେ ନିଜର ମନ୍ଦ ଜୀବନ ଦ୍ବାରା ତାହା ଲୁଚ଼ାନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:5
ଆମ୍ଭେ ଯେତବେେଳେ ଭୁଲ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ବର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ବର ଯେତବେେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କଣ ଆମ୍ଭେ କହି ପାରିବା ଯେ, ସେ ଅନ୍ଯାଯୀ? ମୁଁ କେତକେ ଲୋକଙ୍କ ଭାବିବାର ଢ଼ଙ୍ଗ ବିଷୟ ରେ କହୁଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:22
ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସ ଦ୍ବାରା ପରମେଶ୍ବର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠା ରେ ବିଶାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ବର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:7
ଇଶ୍ରା ଯେଲର ଲୋକେ ଯାହା ପାଇଁ ପରମେଶ୍ବରଙ୍କ ଠା ରେ ଧାର୍ମିକ ହବୋ ଚେଷ୍ଟା କରିଥିଲେ, କାନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ବରଙ୍କ ଦ୍ବାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ ହଇେ ପରମେଶ୍ବରଙ୍କ କଥା ଶୁଣିବା ପାଇଁ ମନା କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:32
ସବୁ ଲୋକେ ପରମେଶ୍ବରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ଯ ସ୍ଥିତି ରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦଖାଇେ ପାରିବେ।
ଯିଶାଇୟ 65:5
ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:19
ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ବ ଅଛି। ଏବଂ ମୁଁ ଏହା ମଧ୍ଯ କହୁନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:15
ତାହାହେଲେ ମାରେ କ'ଣ କରିବା ଉଚିତ୍ ? ମୁଁ ମାହେର ଆତ୍ମା ଦ୍ବାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ବାରା ମଧ୍ଯ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ବାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ଯ ସ୍ତୁତିଗାନ କରିବି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:10
କିନ୍ତୁ ଯେଉଁମାନେ ବ୍ଯବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସମାନେେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ଯବସ୍ଥାମାନଙ୍କ ରେ ଲଖାେଅଛି : ଯାହା ବ୍ଯବସ୍ଥା272 ରେ ଲଖାେଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହବେ।273
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:18
ଯଦି ସମାନେେ ମାେ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ଯ କଥା ହେଲା ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ କହୁଛନ୍ତି। ମୁଁ ମଧ୍ଯ ଚା ହେଁ ଯେ ସମାନେେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକମାନଙ୍କୁ କୁହନ୍ତୁ। ସମାନେେ ଭଲ ଉଦ୍ଦେଶ୍ଯ ରଖି ସପରେି କରନ୍ତୁ। କିନ୍ତୁ ଉଦ୍ଦେଶ୍ଯ ଭଲ ହେଉ ବା ମନ୍ଦ, ପ୍ରଚାର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ। ମୁଁ ଆନନ୍ଦିତ ହେଉଥିବି ମଧ୍ଯ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:7
କିଏ କହୁଛି ଯେ, ତୁମ୍ଭମାନେେ ଅନ୍ୟମାନଙ୍କ ତୁଳନା ରେ ଭଲ ? ଯାହା କିଛି ତୁମ୍ଭମାନଙ୍କ ପାଖ ରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତାହା ତୁମକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା' ହେଲେ ସଗେୁଡ଼ିକ ତୁମ୍ଭମାନେେ ନିଜ ଶକ୍ତି ଦ୍ବାରା ପାଇଛ ବୋଲି ଗର୍ବ କରୁଛ।
ଲୂକଲିଖିତ ସୁସମାଚାର 7:39
ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।
ଲୂକଲିଖିତ ସୁସମାଚାର 18:9
କେତକେ ଲୋକ ଭାବୁଥିଲେ ଯେ ସମାନେେ ବହୁତ ଭଲ ଅଟନ୍ତି। ସମାନେେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହାଇେଥିବା ଭଳି ବ୍ଯବହାର କରୁଥିଲେ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ: