Romans 15:19 ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।
Romans 15:19 in Other Translations
King James Version (KJV) Through mighty signs and wonders, by the power of the Spirit of God; so that from Jerusalem, and round about unto Illyricum, I have fully preached the gospel of Christ.
American Standard Version (ASV) in the power of signs and wonders, in the power of the Holy Spirit; so that from Jerusalem, and round about even unto Illyricum, I have fully preached the gospel of Christ;
Bible in Basic English (BBE) By signs and wonders, in the power of the Holy Spirit; so that from Jerusalem and round about as far as Illyricum I have given all the good news of Christ;
Darby English Bible (DBY) in [the] power of signs and wonders, in [the] power of [the] Spirit of God; so that I, from Jerusalem, and in a circuit round to Illyricum, have fully preached the glad tidings of the Christ;
World English Bible (WEB) in the power of signs and wonders, in the power of God's Spirit; so that from Jerusalem, and around as far as to Illyricum, I have fully preached the Gospel of Christ;
Young's Literal Translation (YLT) in power of signs and wonders, in power of the Spirit of God; so that I, from Jerusalem, and in a circle as far as Illyricum, have fully preached the good news of the Christ;
Through
ἐν
en
ane
mighty
δυνάμει
dynamis
THYOO-na-mees
signs
σημείων
sēmeion
say-MEE-one
and
καὶ
kai
kay
wonders,
τεράτων
teras
TAY-rahs
by
ἐν
en
ane
the power
δυνάμει
dynamis
THYOO-na-mees
of the Spirit
πνεύματος
pneuma
PNAVE-ma
of God;
θεοῦ·
theos
thay-OSE
so that
ὥστε
hōste
OH-stay
I have fully
με
me
may
from
ἀπὸ
apo
ah-POH
Jerusalem,
Ἰερουσαλὴμ
hierousalēm
ee-ay-roo-sa-LAME
and
καὶ
kai
kay
round about
κύκλῳ
kyklō
KYOO-kloh
unto
μέχρι
mechri
MAY-hree
τοῦ
ho
oh
Illyricum,
Ἰλλυρικοῦ
illyrikon
eel-lyoo-ree-KONE
preached
πεπληρωκέναι
plēroō
play-ROH-oh
the
τὸ
ho
oh
gospel
εὐαγγέλιον
euangelion
ave-ang-GAY-lee-one
τοῦ
ho
oh
of Christ.
Χριστοῦ
christos
hree-STOSE
Read Full Chapter :
Romans 15
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:12
ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ, ଜଣେ ପ୍ ରରେିତ ବୋଲି ପ୍ରମାଣିତ କରୁଥିବା କାମ ମୁଁ କରିଥିଲି - ମୁଁ ନାନାଦି ଚିହ୍ନ, ଅଦ୍ଭୂତ ଓ ଆଶ୍ଚର୍ୟ୍ଯଜନକ କାମ ଦଖାଇେଥିଲି। ଏ ସବୁ ମୁଁ ଅନକେ ର୍ଧୈୟ୍ଯର ସହିତ କରିଥିଲି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:4
ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:17
ତା'ପରେ ମୁଁ ୟିରୁଶାଲମକୁ ଫରେି ଆସିଲି। ସଠାେରେ ମନ୍ଦିର ରେ ଦିନେ ପ୍ରର୍ଥନା କଲା ବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:5
ସେ ସବୁ ବିଫଳ ହାଇେ ନାହିଁ। ତୁମ୍ଭମାନେେ ବ୍ଯବସ୍ଥା ପାଳନ କର ବୋଲି କ'ଣ ପରମେଶ୍ବର ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି? ନା! ତୁମ୍ଭମାନଙ୍କ ମଧିଅରେ ପରମେଶ୍ବର ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି, ତାହା କଣ ବ୍ଯବସ୍ଥା ପାଳନ ପାଇଁ କରାଯାଇଥିଲା? ନା! ବରଂ ତୁମ୍ଭମାନେେ ସୁସମାଚାର ଶୁଣି ସଗେୁଡ଼ିକରେ ବିଶ୍ବାସ କଲ ବୋଲି, ପରମେଶ୍ବର ତୁମ୍ଭମାନଙ୍କୁ ତାଙ୍କର ଆତ୍ମା ପ୍ରଦାନ କରି ତୁମ୍ଭମାନଙ୍କ ମଧିଅରେ ଆଶ୍ଚର୍ୟ୍ଯଜନକ କର୍ମମାନ କରିଛନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:17
ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବରେ ପ୍ରଚାର କରିବା ବେଳେ ପ୍ରଭୁ ମାେତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଚାର ଶୁଣନ୍ତୁ ବୋଲି ପ୍ରଭୁ ଚାହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:4
କର୍ମ ଦ୍ବାରା ପରମେଶ୍ବର ମଧ୍ଯ ଏହାର ପ୍ରମାଣ ଦେଲେ। ପରମେଶ୍ବର ଆପଣା ଇଚ୍ଛାନୁସା ରେ ପବିତ୍ର ଆତ୍ମାଙ୍କ ଅନ୍ଯାନ୍ଯ ଦାନ ଦ୍ବାରା ଏହା ପ୍ରମାଣିତ କରିଅଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:51
ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ବିରୁଦ୍ଧ ରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦଇେ ଇକନିୟ ନଗରକୁ ଚ଼ାଲିଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:6
ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାଅନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଚ଼ାରିପାଖ ଅଞ୍ଚଳକୁ ଚ଼ାଲିଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:10
ସେ ଖୁବ୍ ଜାରେ ରେ କହିଲେ, ପାଦ ରେ ଭରା ଦଇେ ସିଧାଠିଆ ହୂଅ। ସେ େଛାଟା ଲୋକଟି ଡ଼ଇେଁ ପଡ଼ିଲା ଓ ଚ଼ାଲିବାକୁ ଆରମ୍ଭ କଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:20
କିନ୍ତୁ ଶିଷ୍ଯମାନେ ପାଉଲଙ୍କ ଚ଼ାରିପାଖେ ଘରେି ୟିବାରୁ ସେ ଉଠି ପଡ଼ି ନଗରକୁ ଚ଼ାଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀ ନଗରକୁ ଚ଼ାଲିଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:25
ସମାନେେ ପର୍ଗୀ ରେ ସୁସମାଚ଼ାର ପ୍ରଚ଼ାର କଲାପରେ ଆତ୍ତାଲିଆ ନଗର ରେ ପହନ୍ଚିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:12
ତା'ପରେ ସମସ୍ତେ ନୀରବ ହାଇଗେଲେ। ସମାନେେ ବର୍ଣ୍ଣବ୍ବା ଓ ପାଉଲଙ୍କ କଥା ଶୁଣିଲେ। ପରମେଶ୍ବର ଅନ୍ୟ ଜାତୀୟମାନଙ୍କ ମଧିଅରେ ସମାନଙ୍କେ ଜରିଆ ରେ, ଯେଉଁସବୁ ଆଶ୍ଚର୍ୟ୍ଯକର୍ମ ଓ ଚ଼ିହ୍ନମାନ କହିଥିଲେ, ସେ ସବୁ ପାଉଲ ଓ ବର୍ଣ୍ଣବ୍ବା ବର୍ଣ୍ଣନା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:6
ପାଉଲ ଓ ତାହାଙ୍କ ସହିତ ଥିବା ଲୋକମାନେ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦଇଗେଲେ। ସମାନଙ୍କେୁ ପବିତ୍ରଆତ୍ମା ଏସିଆ ରେ ପ୍ରଭୁଙ୍କର କଥା ପ୍ରଚ଼ାର କରିବାକୁ ଅନୁମତି ଦେଲେ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:18
ସେ ଏପରି ବହୁତ ଦିନ ପର୍ୟ୍ଯନ୍ତ କଲା, ପାଉଲ ଏଥିଲେ ବିରକ୍ତ ହାଇପେଡ଼ିଲେ। ସେ ସହେି ଆତ୍ମାକୁ କହିଲେ, ମୁଁ ଯୀଶୁଙ୍କ ନାମ ରେ ଆଦେଶ ଦେଉଛି, ଏହି ଝିଅଟି ଦହରେୁ ବାହାରିଯା। ସହେି ସମୟରେ ସେ ଆତ୍ମାଟି ବାହାରକୁ ଚ଼ାଲିଆସିଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:10
ପାଉଲ ଓ ଶୀଲାଙ୍କୁ ଭାଇମାନେ ସହେି ରାତି ରେ ସାଙ୍ଗେ ସାଙ୍ଗେ ବରଯୋ ନଗରକୁ ପଠାଇ ଦେଲେ। ସମାନେେ ସଠାେରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:15
ଯେଉଁମାନେ ପାଉଲଙ୍କୁ ସାଙ୍ଗ ରେ ନଇେ ଯାଇଥିଲେ ସମାନେେ ତାହାଙ୍କୁ ଆଥୀନୀ ନଗର ପର୍ୟ୍ଯନ୍ତ ପହଞ୍ଚାଇ ଦେଲେ। ପାଉଲ ସମାନଙ୍କେ ଦ୍ବାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା'ପରେ ସମାନେେ ଫରେି ଗଲେ।
ମାଥିଉଲିଖିତ ସୁସମାଚାର 12:28
ମୁଁ କିନ୍ତୁ ଭୁତମାନଙ୍କୁ ପରମେଶ୍ବରଙ୍କ ଆତ୍ମାର ଶକ୍ତି ସାହାୟ୍ଯ ରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:19
ତା'ପରେ ସମାନେେ ଏଫିସ ନଗର ରେ ପହନ୍ଚିଲେ। ସଠାେରେ ପାଉଲ ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ଛାଡ଼ି ନିଜେ ସମାଜଗୃହ ରେ ପ୍ରବେଶ କଲେ ଓ ଯିହୂଦୀୟମାନଙ୍କ ସହିତ କଥାବାର୍ତ୍ତା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:1
ଆପଲ୍ଲ କରିନ୍ଥ ରେ ଥିଲେ ବେଳେ ପାଉଲ ବିଭିନ୍ନ ସ୍ଥାନସବୁ ଦଇେ ଯାତ୍ରା କରି ଏଫିସ ରେ ଆସି ପହନ୍ଚିଲେ। ତା'ପରେ ପାଉଲ ସଠାେରେ ସେ ଯୋହନଙ୍କ କେତକେ ଶିଷ୍ଯଙ୍କୁ ଦେଖିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:11
ପରମେଶ୍ବର ପାଉଲଙ୍କ ମାଧ୍ଯମ ରେ ଅତି ଅସାଧାରଣ କାର୍ୟ୍ଯମାନ କରୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:1
ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:6
ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସମାନଙ୍କେ ପାଖ ରେ ତ୍ରୋଯା ରେ ପହଞ୍ଚିଲୁ। ଆମ୍ଭେ ସଠାେରେ ସାତ ଦିନ ପର୍ୟ୍ଯନ୍ତ ରହିଲୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:20
ଯେଉଁ ସବୁ ବିଷୟ ତୁମ୍ଭମାନଙ୍କ ନିମନ୍ତେ ମଙ୍ଗଳଜନକ, ସହେିସବୁ ତୁମ୍ଭମାନଙ୍କ ନିକଟରେ ମୁଁ ବିନା ସଙ୍କୋଚ ରେ ପ୍ରଚ଼ାର କହିଛି। ଜନସାଧାରଣଙ୍କ ସାମନା ରେ ଓ ଘ ରେ ଘ ରେ ବୁଲି ମୁଁ ତୁମ୍ଭମାନଙ୍କୁ ଉପଦେଶ ଦଇେଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:14
ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସବୋ କରିବାକୁ ଉଚିତ ମନେ କରେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:24
ଅତଏବ ମୁଁ ଯେତବେେଳେ ସ୍ପନକେୁ ୟିବି, ସେତବେେଳେ ତୁମ୍ଭମାନଙ୍କୁ ଦଖାେ କରିବି। ଆଶା କରେ ଯେ ସ୍ପନକେୁ ୟିବାବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ସଠାେରେ ରହିବି ଓ ଆନନ୍ଦ ଉପ ଭୋଗ କରିବି। ତୁମ୍ଭମାନେେ ମାେତେ ମାରେ ଯାତ୍ରା ରେ ମଧ୍ଯ ସାହାୟ୍ଯ କରି ପାରିବ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:25
ପରମେଶ୍ବର ମାେତେ ମଣ୍ଡଳୀର ଜଣେ ସବେକ ହବୋ ପାଇଁ ଏକ ବିଶଷେ କାମ ଦଇେଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାୟ୍ଯ କରୁଛି। ମାେ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ ଶିକ୍ଷା ପ୍ରଦାନ କରିବା।
ପିତରଙ୍କ ପ୍ରଥମ ପତ୍ 1:12
ସହେି ଭବିଷ୍ଯଦ୍ ବକ୍ତାମାନଙ୍କ ସବୋକାର୍ୟ୍ଯ ସମାନଙ୍କେ ନିଜ ପାଇଁ ନୁହେଁ ବୋଲି ସମାନଙ୍କେୁ ଦଖାଇେ ଦିଆ ହେଲା। ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭର ସବୋ କରୁଥିଲେ। ସମାନେେ ସବୋ କଲା ବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସହେି ସୁସମାଚାର କହିଲେ, ସମାନେେ ହିଁ ତାହା କହିଥିଲେ। ସ୍ବର୍ଗରୁ ପଠାଯାଇଥିବା ପବିତ୍ର ଆତ୍ମା ସାହାୟ୍ଯ ରେ ସମାନେେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାୟାଇଛି, ସଗେୁଡ଼ିକୁ ସ୍ବର୍ଗଦୂତମାନେ ମଧ୍ଯ ଜାଣିବା ପାଇଁ ବହୁତ ଆଗ୍ରହୀ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:1
ପାଉଲ କରିନ୍ଥୀ ରେ ପାଉଲ ଆଥୀନୀ ନଗର ଛାଡ଼ି କରିନ୍ଥ ନଗରକୁ ଆସିଲେ।
ଯୋହନଲିଖିତ ସୁସମାଚାର 4:48
ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେେ ଅଲୌକିକ ଓ ଅଶ୍ଚର୍ୟ୍ଯଜନକ କାର୍ୟ୍ଯମାନ ନ ଦେଖିଲେ ତୁମ୍ଭମାନେେ ମାେତେ ବିଶ୍ବାସ କରିବ ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 1:8
କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭମାନେେ ଶକ୍ତି ପାଇ ତୁମ୍ଭମାନେେ ମାରେ ସାକ୍ଷୀ ହବେ। ପ୍ରଥମେ ୟିରୂଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭମାନେେ ସମଗ୍ର ୟିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳ ରେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:28
ତାପରେ ଶାଉଲ ସମାନଙ୍କେ ସହିତ ରହି, ୟିରୂଶାଲମର ପ୍ରେତ୍ୟକକ ସ୍ଥାନ ରେ ପ୍ରଭୁଙ୍କର ନାମ ରେ ସାହାସର ସହିତ ପ୍ରଚ଼ାର କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:4
ବର୍ଣ୍ଣବ୍ବା ଓ ଶାଉଲ ପବିତ୍ର ଆତ୍ମାଙ୍କ ଦ୍ବାରା ପ୍ ରରେିତ ହାଇେ ସେଲୂକିଆ ନଗରକୁ ଗଲେ। ସଠାରୁେ ସମାନେେ କୁପ୍ର ଉପଦ୍ବୀପକୁ ଯାତ୍ରା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:14
ସମାନେେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗର ରେ ଆସି ପହନ୍ଚିଲେ। ଆନ୍ତିୟଖିଆ ରେ ବିଶ୍ରାମ ଦିନ ରେ ସମାନେେ ୟିହୁଦୀମାନଙ୍କର ସମାଜଗୃହ ରେ ଯାଇ ବସିଲେ।