Romans 12:6 ଏହି ଭଳି ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା'ଠା ରେ ଥିବା ବିଶ୍ବାସ ଅନୁସାରେ ତାହାକୁ ବ୍ଯବହାର କରୁ। ଯଦି କାହାକୁ ଭବିଷ୍ଯଦ୍ ବାଣୀର ଦାନ ମିଳିଛି, ତା' ହେଲେ ସେ ନିଜର ବିଶ୍ବାସ ଅନୁସାରେ ଭବିଷ୍ଯଦ୍ ବାଣୀ କରୁ।
Romans 12:6 in Other Translations
King James Version (KJV) Having then gifts differing according to the grace that is given to us, whether prophecy, let us prophesy according to the proportion of faith;
American Standard Version (ASV) And having gifts differing according to the grace that was given to us, whether prophecy, `let us prophesy' according to the proportion of our faith;
Bible in Basic English (BBE) And having different qualities by reason of the grace given to us, such as the quality of a prophet, let it be made use of in relation to the measure of our faith;
Darby English Bible (DBY) But having different gifts, according to the grace which has been given to us, whether [it be] prophecy, [let us prophesy] according to the proportion of faith;
World English Bible (WEB) Having gifts differing according to the grace that was given to us, if prophecy, let us prophesy according to the proportion of our faith;
Young's Literal Translation (YLT) And having gifts, different according to the grace that was given to us; whether prophecy -- `According to the proportion of faith!'
Having
ἔχοντες
echō
A-hoh
then
δὲ
de
thay
gifts
χαρίσματα
charisma
HA-ree-sma
according to
κατὰ
kata
ka-TA
the
τὴν
ho
oh
grace that is
χάριν
charis
HA-rees
τὴν
ho
oh
given
δοθεῖσαν
didōmi
THEE-thoh-mee
to us,
ἡμῖν
hēmin
ay-MEEN
differing
διάφορα
diaphoros
thee-AH-foh-rose
whether
εἴτε
eite
EE-tay
prophecy,
προφητείαν
prophēteia
proh-fay-TEE-ah
according to
κατὰ
kata
ka-TA
the
τὴν
ho
oh
proportion
ἀναλογίαν
analogia
ah-na-loh-GEE-ah
τῆς
ho
oh
of faith;
πίστεως
pistis
PEE-stees
Read Full Chapter :
Romans 12
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:7
ମୁଁ ଇଚ୍ଛା କରେ ଯେ, ସମସ୍ତେ ମାେ ଭଳି ରୁହନ୍ତୁ। କିନ୍ତୁ ପ୍ରେତ୍ୟକକ ଲୋକକୁ ପରମେଶ୍ବରଙ୍କଠାରୁ ଏକ ବିଶଷେ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା' ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।
ପିତରଙ୍କ ପ୍ରଥମ ପତ୍ 4:10
ତୁମ୍ଭ ମଧ୍ଯରୁ ପ୍ରେତ୍ୟକକେ ଗୋଟିଏ ଗୋଟିଏ ଆଧ୍ଯାତ୍ମିକ ଦାନ ପରମେଶ୍ବରଙ୍କଠାରୁ ପାଇଛ। ପରମେଶ୍ବର ଅନକେ ପ୍ରକା ରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦଖାଇେଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାଯିତ୍ବପୂର୍ଣ୍ଣ ସହିତ ପରମେଶ୍ବରଙ୍କ ସବେକ ଭଳି ବ୍ଯବହାର କର। ଅତଏବ ଭଲ ସବେକ ହାଇେ ପରସ୍ପରର ସବୋ ରେ ସଗେୁଡ଼ିକୁ ଲଗାଅ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:3
ପରମେଶ୍ବର ମାେତେ ବିଶଷେ ଅନୁଗ୍ରହ ପ୍ରଦାନ କରୁଥିବାରୁ ମାରେ ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ବର ଯେଉଁ ପ୍ରକାରର ବିଶ୍ବାସ ତୁମ୍ଭକୁ ଦଇେଛନ୍ତି, ସହେି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:28
ପରମେଶ୍ବରଙ୍କ ମଣ୍ଡଳୀ ରେ ପ୍ରଥମେ ପ୍ ରରେିତମାନଙ୍କୁ, ଦ୍ବିତୀୟ ରେ ଭବିଷ୍ଯଦ୍ ବକ୍ତାମାନଙ୍କୁ, ତୃତୀୟ ରେ ଶିକ୍ଷକମାନଙ୍କୁ, ସ୍ଥାନ ଦଇେଛନ୍ତି। ତା'ପରେ, ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନତେୃତ୍ବ ନେଉଥିବା ବ୍ଯକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦଇେଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:1
ଆନ୍ତିୟଖିଆ ମଣ୍ଡଳୀ ରେ କେତକେ ଭବିଷ୍ଯଦ୍ବକ୍ତା ଓ ଶିକ୍ଷକ ଥିଲେ। ସମାନେେ ହେଲେ, ବର୍ଣ୍ଣବ୍ବା,ଶିମିଯୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୁରୀଣୀୟ, ଲୂକିୟ, ମନ ହେମ୍ ୟିଏ େ ହରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:11
ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦଇେ ଶକ୍ତିଶାଳୀ କରାଇବା ମାରେ ଇଚ୍ଛା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:5
ଖ୍ରୀଷ୍ଟ ଯୀଶୁଙ୍କଠା ରେ ତୁମ୍ଭମାନେେ ସମସ୍ତ ବିଷୟ ରେ ଆଶୀର୍ବାଦ ପାଇଅଛ। ତୁମ୍ଭମାନେେ ସମସ୍ତ କଥା ଓ ସମସ୍ତ ଜ୍ଞାନ ରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦ ରେ ପୂର୍ଣ୍ଣତା ଲାଭ କରିଛ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:6
ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ବରୂପ ବ୍ଯବହାର କରୁଛି ଯେପରି ତୁମ୍ଭମାନେେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣିପାରିବ, ତବେେ ଶାସ୍ତ୍ର ରେ ଯାହା ଲଖାେ ଯାଇଛି କବଳେ ତହିଁର ବାଧ୍ଯ ହୁଅ। ତା' ହେଲେ ତୁମ୍ଭମାନେେ ଜରକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:4
ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:2
ମାେ ପାଖ ରେ ଭାବବାଣୀ କହିବାର ଶକ୍ତି ଥାଇ ପା ରେ, ମୁଁ ପରମେଶ୍ବରଙ୍କ ସମସ୍ତ ନିଗୂଢ଼ ତତ୍ତ୍ବ ଜାଣି ଥାଇ ପା ରେ, ମାରେସମସ୍ତ ଜ୍ଞାନ ଥାଇପା ରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମାହେର ସମ୍ପୂର୍ଣ୍ଣ ବିଶ୍ବାସ ଥାଇପା ରେ, କିନ୍ତୁ ଯଦି ମାଠାେ ରେ ପ୍ ରମେ ନାହିଁ, ତା' ହେଲେ ମୁଁ କିଛି ନୁହେଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:1
ପ୍ ରମରେ ଅନୁସରଣ କର। ଆଧ୍ଯାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶଷେ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:3
କିନ୍ତୁ ୟିଏ ଭାବବାଣୀ କ ହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ବନାର କଥା କ ହେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:11
ଏବଂ ସହେି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲେ ଅର୍ଥାତ୍ କେତକେ ଲୋକଙ୍କୁ ସେ ପ୍ ରରେିତ ହବୋ ପାଇଁ, କେତକଙ୍କେୁ ଭବିଷ୍ଯତ୍ବକ୍ତା ହବୋ ପାଇଁ, କେତକଙ୍କେୁ ସୁସମାଚାର କହିବା ପାଇଁ ଓ କେତକଙ୍କେୁ ପରମେଶ୍ବରଙ୍କ ଲୋକମାନଙ୍କର ଯତ୍ନ ନବୋ ପାଇଁ ଓ ଶିକ୍ଷା ଦବୋ ପାଇଁ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:15
ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହବୋ ପାଇଁ ଯାଉଛୁ, ସମାନେେ ମଧ୍ଯ ଏହିଭଳି ଭାବିବା ଦରକାର। ଯଦି ଏଥି ରେ କୌଣସି କଥା ରେ ତୁମ୍ଭର ଭିନ୍ନ ମତ ଥାଏ, ତା ହେଲେ ପରମେଶ୍ବର ତୁମ୍ଭ ପାଇଁ ଏହାକୁ ମଧ୍ଯ ସ୍ପଷ୍ଟ କରି ଦବେେ।
ଲୂକଲିଖିତ ସୁସମାଚାର 11:49
ଏଥିପାଇଁ ପରମେଶ୍ବରଙ୍କ ଜ୍ଞାନ କ ହେ, 'ମୁଁ ଭବିଷ୍ଯଦ୍ବକ୍ତା ଓ ପ୍ ରରେିତମାନଙ୍କୁ ସମାନଙ୍କେ ପାଖକୁ ପଠାଇବି। କେତକଙ୍କେୁ ସମାନେେ ମାରି ପକାଇବେ ଓ ଆଉ କେତକଙ୍କେୁ ବହୁତ ଖରାପ ବ୍ଯବହାର ଦଖାଇବେେ।'
ରେରିତମାନଙ୍କ କାର୍ଯ୍ୟର ବିବରଣ 15:32
ୟିହୂଦା ଓ ଶୀଲା ଦୁ ହେଁ ମଧ୍ଯ ଭାବବାଦୀ ଥିଲେ। ସମାନେେ ଭାଇମାନଙ୍କୁ ଉତ୍ସାହ ଦଇେ ଅନକେ କଥା କହିଲେ ଓ ସମାନଙ୍କେୁ ଶକ୍ତିୟୁକ୍ତ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 11:27
ସେତବେେଳେ କେତକେ ଭାବବାଦୀ ୟିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:17
ମୁଁ ଶଷେ ସମୟରେ ସମସ୍ତଙ୍କ ଉପରେ ମାରେ ଆତ୍ମା ଢ଼ାଳି ଦବେି। ଯାହାଦ୍ବାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ଯତ ବାଣୀ କହିପାରିବେ। ତୁମ୍ଭମାନଙ୍କର ୟୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 18:24
ଆପଲ୍ଲ ନାମକ ଜଣେ ଯିହୂଦୀୟ ସଠାେରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିଯା। ସେ ଏଫିସ ନଗରକୁ ଆସିଲେ ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ର ରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:9
ତାହାଙ୍କର ଚ଼ା ରୋଟି ଅବିବାହିତା ଝିଅ ଥିଲେ। ସମାନେେ ଭାବବାଦିନୀ ଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:24
କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ବାସୀ ବା ସାଧାରଣ ଲୋକ ଆ ସେ ତବେେ ତା'ର ଦୋଷ ତୁମ୍ଭକୁ ଦଖାୟିବେ ଓ ତୁମ୍ଭ କଥା ଦ୍ବାରା ସେ ବିଚାରିତ ହବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:29
ଆହୁରି ମଧ୍ଯ କବଳେ ଦୁଇ ବା ତିନିଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସମାନେେ ଯାହା କହୁଛନ୍ତି, ସଗେୁଡ଼ିକୁ ପରୀକ୍ଷା କରିବା ଉଚିତ୍।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:31
ଏହିପରି ତୁମ୍ଭମାନେେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସପରେି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହାଇେ ପାରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 8:12
ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:5
ପୂର୍ବବର୍ତ୍ତୀ ସମୟର ଲୋକମାନଙ୍କୁ ଏହି ଗୁପ୍ତ ସତ୍ଯ ବିଷୟ ରେ କୁହାୟାଇ ନ ଥିଲା। କିନ୍ତୁ ପରମେଶ୍ବର ଏବେ ନିଜର ପବିତ୍ର ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ନିକଟରେ ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ସହେି ଗୁପ୍ତ ସତ୍ଯଟି ପ୍ରକାଶ କରିଛନ୍ତି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:20
ଭବିଷ୍ଯଦ୍ ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନକରେ ନାହିଁ।
ମାଥିଉଲିଖିତ ସୁସମାଚାର 23:34
ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।