Romans 11:6 ଯଦି ପରମେଶ୍ବର ଅନୁଗ୍ରହ ହତେୁ ସମାନଙ୍କେୁ ମନୋନୀତ କରିଛନ୍ତି, ତା' ହେଲେ ଲୋକମାନେ ନିଜେ କରିଥିବା କାର୍ୟ୍ଯ ହତେୁ ପରମେଶ୍ବରଙ୍କ ଲୋକ ହଇେ ନାହାଁନ୍ତି। ଯଦି କାର୍ୟ୍ଯ ଦ୍ବାରା ତାହା ହଇେଥାନ୍ତା ତବେେ ଅନୁଗ୍ରହର କ'ଣ ବା ଅର୍ଥ ହବେ? ତା' ହେଲେ କଣ ହେଲା?
Romans 11:6 in Other Translations
King James Version (KJV) And if by grace, then is it no more of works: otherwise grace is no more grace. But if it be of works, then it is no more grace: otherwise work is no more work.
American Standard Version (ASV) But if it is by grace, it is no more of works: otherwise grace is no more grace.
Bible in Basic English (BBE) But if it is of grace, then it is no longer of works: or grace would not be grace.
Darby English Bible (DBY) But if by grace, no longer of works: since [otherwise] grace is no more grace.
World English Bible (WEB) And if by grace, then it is no longer of works; otherwise grace is no longer grace. But if it is of works, it is no longer grace; otherwise work is no longer work.
Young's Literal Translation (YLT) and if by grace, no more of works, otherwise the grace becometh no more grace; and if of works, it is no more grace, otherwise the work is no more work.
if
εἰ
ei
ee
And
δὲ
de
thay
by grace,
χάριτι
charis
HA-rees
then no more
οὐκέτι
ouketi
oo-KAY-tee
of
ἐξ
ek
ake
works:
ἔργων
ergon
ARE-gone
otherwise
ἐπεὶ
epei
ape-EE
ἡ
ho
oh
grace
χάρις
charis
HA-rees
no more
οὐκέτι
ouketi
oo-KAY-tee
is
γίνεται
ginomai
GEE-noh-may
grace.
χάρις
charis
HA-rees
if
εἰ
ei
ee
But
δὲ
de
thay
of
ἐξ
ek
ake
works,
ἔργων·
ergon
ARE-gone
then no more
οὐκέτι
ouketi
oo-KAY-tee
is it
ἐστὶν
esti
ay-STEE
grace:
χάρις
charis
HA-rees
otherwise
ἐπεὶ
epei
ape-EE
τὸ
ho
oh
work
ἔργον
ergon
ARE-gone
no more
οὐκέτι
ouketi
oo-KAY-tee
is
ἐστίν
esti
ay-STEE
work.
ἔργον
ergon
ARE-gone
Read Full Chapter :
Romans 11
Cross Reference
Deuteronomy 9:4
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦଲୋପରେ ତୁମ୍ଭେ ଏପରି କକ୍ସ୍ଟହନାହିଁ ଯେ, 'ଆମ୍ଭମାନଙ୍କର ଧାର୍ମୀକତା ୟୋଗକ୍ସ୍ଟଁ ସଦାପ୍ରଭୁ ଆମ୍ଭକକ୍ସ୍ଟ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।' ଯେ ହତେକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କ ଦକ୍ସ୍ଟଷ୍ଟତା ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।
Romans 3:27
ତା' ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ବାସର ମାର୍ଗ ଦ୍ବାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରା ଯାଇଛି।
Romans 4:4
କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦବୋ ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ।
Romans 5:20
ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।
1 Corinthians 15:10
କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।
Galatians 2:21
ଏହି ଅନୁଗ୍ରହସହଉଛି ପରଲମଶ୍ବରଙ୍କର। ଏହାସମା ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଲଟ। କାରଣ ଯଦି ନିୟମ ଦ୍ବାରା ଧାର୍ମିକ ଗଣିତସହବା ସମ୍ଭବସହାଇଥାଆନ୍ତା, ତାସହଲଲ ଖ୍ରୀଷ୍ଟ ବିନା କାରଣସର ନିଜର ପ୍ରାଣ ବିସର୍ଜନ କରି ନ ଥାଆନ୍ତଲ।
Galatians 5:4
ଯଦି ତୁମ୍ଭମାନେେ ବ୍ଯବସ୍ଥା ଅନୁସାରେ ପରମେଶ୍ବରଙ୍କ ସହିତ ଧାର୍ମିକ ହବୋକୁ ଚେଷ୍ଟା କରୁଛ, ତା' ହେଲେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କ ଜୀବନ ସମାପ୍ତ ହେଲା, ଏହାର ଅର୍ଥ ତୁମ୍ଭମାନେେ ପରମେଶ୍ବରଙ୍କ ଅନୁଗ୍ରହକୁ ଅଗ୍ରାହ୍ଯ କଲ।
Ephesians 2:4
କିନ୍ତୁ ପରମେଶ୍ବର ଆମ୍ଭକୁ ଅତିଶୟ ପ୍ ରମେ କଲେ କାରଣ ତାହାଙ୍କ ଦୟା ଅତି ମହାନ୍।
2 Timothy 1:9
ପରମେଶ୍ବର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳ ରେ ତାହା ହାଇେ ନାହିଁ। ବରଂ ପରମେଶ୍ବର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସହେି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ଆମ୍ଭକୁ ଅନାଦି କାଳରୁ ମିଳିଛି।
Titus 3:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।