Romans 1

1 ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର। ପରମେଶ୍ବର ମାେତେ ତାହାଙ୍କର ପ୍ ରରେିତ ଭାବରେ ଡାକିଲେ। ତାହାଙ୍କର ସୁସମାଚ଼ାର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହଲିେ।

2 ପରମେଶ୍ବର, ଏହି ସୁସମାଚ଼ାର ନିଜ ଲୋକଙ୍କୁ ଦବୋ ପାଇଁ ବହୁ ଆଗରୁ ପ୍ରତିଜ୍ଞା କରିଥିଲେ। ପରମେଶ୍ବର ନିଜ ଭବିଷ୍ଯଦ୍ବକ୍ତାମାନଙ୍କୁ ବ୍ଯବହାର କରି ଏହି ପ୍ରତିଜ୍ଞା କରିଥିଲେ। ସହେି ପ୍ରତିଜ୍ଞା ପବିତ୍ର ଶାସ୍ତ୍ର ରେ ଲଖାେ ହାଇେଛି।

3 ଏହି ସୁସମାଚ଼ାର ପରମେଶ୍ବରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଅଟେ।

4 ସେ ଦାଉଦଙ୍କ ବଂଶ ରେ ମନୁଷ୍ଯ ରୂପରେ ଜନ୍ମ ହାଇେଥିଲେ। କିନ୍ତୁ, ପବିତ୍ର ଆତ୍ମା ଦ୍ବାରା ପୁନରୁତ୍ଥାନର ଫଳ ସ୍ବରୂପ ସେ ମହାନ ଶକ୍ତି ସହିତ ପରମେଶ୍ବରଙ୍କର ପୁତ୍ର ରୂପେ ଘୋଷିତ ହେଲେ।

5 ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ପରମେଶ୍ବର ମାେତେ ବାର୍ତ୍ତାବହ ହବୋର ବିଶଷେ କାର୍ୟ୍ଯ ଦଇେଛନ୍ତି। ପରମେଶ୍ବର, ଏହା ଦ୍ବାରା ସମସ୍ତ ଜାତିର ଲୋକଙ୍କ ମନ ରେ ତାହାଙ୍କ ପ୍ରତି ବିଶ୍ବାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମାେତେ ଦେଲେ। ମୁଁ ଏହି କାମ ଯୀଶୁଖ୍ରୀଷ୍ଟଙ୍କ ପାଇଁ କରୁଛି।

6 ତୁମ୍ଭମାନେେ ମଧ୍ଯ ଯୀଶୁଖ୍ରୀଷ୍ଟଙ୍କର ହବୋ ପାଇଁ ଡ଼କା ଯାଇଛ।

7 ତୁମ୍ଭମାନେେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତ ପ୍ରପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତ ତୁମ୍ଭମାନଙ୍କୁ ମିଳୁ।

8 ସର୍ବପ୍ରଥମେ ମୁଁ କହିବାକୁ ଚା ହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମାରେ ପରମେଶ୍ବରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଧନ୍ଯବାଦ ଦେଉଛି। ମୁଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ବାସ ବିଷୟ ରେ ସାରା ସଂସାର ଚର୍ଚ୍ଚା କରୁଛି।

9 ପ୍ରତିଥର ମୁଁ ପ୍ରାର୍ଥନା କଲା ବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି।

10 ପରମେଶ୍ବର ଜାଣନ୍ତି ଯେ ଏହା ସତ୍ଯ। ପରମେଶ୍ବରଙ୍କ ପୁତ୍ରଙ୍କ ବିଷୟ ରେ ସୁସମାଚ଼ାର ଲୋକମାନଙ୍କୁ ଶୁଣାଇବା ଦ୍ବାରା ମୁଁ ପରମେଶ୍ବରଙ୍କୁ ମାେ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ୟିବା ପାଇଁ ମାେତେ ଅନୁମତି ମିଳୁ। ପରମେଶ୍ବର ଇଚ୍ଛା କଲେ ଏହା ସମ୍ଭବ ହବେ।

11 ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦଇେ ଶକ୍ତିଶାଳୀ କରାଇବା ମାରେ ଇଚ୍ଛା।

12 ମାରେ କହିବାର ଅର୍ଥ ଏହି ଯେ ଆମ୍ଭମାନେେ ଏକ ଆ ରକେକୁ ନିଜ ନିଜର ବିଶ୍ବାସ ଦ୍ବାରା ସାହାୟ୍ଯ କରିବା। ତୁମ୍ଭମାନଙ୍କ ବିଶ୍ବସ ମାେତେ ଓ ମାେ ବିଶ୍ବାସ ତୁମ୍ଭମାନଙ୍କୁ ସାହାୟ୍ଯ କରିବ।

13 ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚ଼ା ହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବା ରେ ସାହାୟ୍ଯ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାୟ୍ଯ କରିଥିଲି, ସହେିପରି ତୁମ୍ଭମାନଙ୍କୁ ମୁଁ ସାହାୟ୍ଯ କରିବାକୁ ଚା ହେଁ।

14 ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସବୋ କରିବାକୁ ଉଚିତ ମନେ କରେ।

15 ସେଥିପାଇଁ ମୁଁ ରୋମ ରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ସୁସମାଚ଼ାର ଦବୋକୁ ଇଚ୍ଛା କରୁଛି।

16 ମୁଁ ଏହି ସୁସମାଚ଼ାର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଚ଼ାର ହେଉଛି ଶକ୍ତି, ଯାହା ଦ୍ବାରା ପରମେଶ୍ବର ତାହାଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ଯ।

17 ପରମେଶ୍ବର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ବାସ ରେ ଶଷେ ହୁଏ। ଯେପରି ଧର୍ମଶାସ୍ତ୍ର ରେ କୁହା ଯାଇଛି, ବିଶ୍ବାସ ଦ୍ବାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।

18 ପରମେଶ୍ବରଙ୍କ କୋର୍ଧ ସ୍ବର୍ଗରୁ ପ୍ରକାଶିତ ହାଇେଛି। ଲୋକମାନଙ୍କ ଦ୍ବାରା ପରମେଶ୍ବରଙ୍କ ବିରୁଦ୍ଧ ରେ କରାଯାଇଥିବା ପ୍ରେତ୍ୟକକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ବର କୋରଧ କରନ୍ତି। ସମାନଙ୍କେ ପାଖ ରେ ସତ୍ଯ ଅଛି, କିନ୍ତୁ ସମାନେେ ନିଜର ମନ୍ଦ ଜୀବନ ଦ୍ବାରା ତାହା ଲୁଚ଼ାନ୍ତି।

19 ପରମେଶ୍ବରଙ୍କ ବିଷୟକ ସମସ୍ତ ଜ୍ଞାନ ଲୋକମାନଙ୍କ ପାଇଁ ସ୍ପଷ୍ଟ କରା ଯାଇ ସାରିଥିବାରୁ, ପରମେଶ୍ବର ତାହାଙ୍କର କୋରଧ ଦଖାେନ୍ତି। ପ୍ରକୃତ ରେ, ପରମେଶ୍ବର ନିଜ ବିଷୟ ରେ ଯାହା ଜଣାଇବା କଥା ସେ ସମସ୍ତ କଥା ସ୍ପଷ୍ଟ ଭାବରେ ଦଖାଇେ ଦଇେଛନ୍ତି।

20 ପରମେଶ୍ବରଙ୍କ ବିଷୟ ରେ କେତକେ ତଥ୍ଯ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ବରତ୍ବ ତାହାଙ୍କୁ ପରମେଶ୍ବର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସଗେୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରା ଯାଇଛି। ଏଗୁଡ଼ିକ ପରମେଶ୍ବର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହାଇେ ଥାଏ। ସେଥିପାଇଁ ମନ୍ଦ କାର୍ୟ୍ଯ କରିବା ପାଇଁ ଲୋକମାନଙ୍କ ପାଖ ରେ କୌଣସି ବାହାନା ନାହିଁ।

21 ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।

22 ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତ ରେ ସମାନେେ ମୂର୍ଖ ହାଇଗେଲେ।

23 ସମାନେେ ପରମେଶ୍ବରଙ୍କ ଚ଼ିରସ୍ଥାଯୀ ମହିମାକୁ ଛାଡ଼ି ଦେଲେ। ଲୋକେ ସହେି ମହିମାକୁ ମୂର୍ତ୍ତିପୂଜା ଦ୍ବାରା ବପୋର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।

24 ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସମାନେେ ପାପରେ ପୁର୍ଣ୍ଣ ଥିଲେ। ପରମେଶ୍ବର ସମାନଙ୍କେୁ ନିଜର ପାପ ମାର୍ଗ ରେ ୟିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସମାନେେ ୟୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମ ରେ ନିଯୋଜିତ ରଖିଲେ, ଯା'ଦ୍ବାରା ସମାନଙ୍କେ ଶରୀର ନିନ୍ଦିତ ହେଲା।

25 ଲୋକେ ପରମେଶ୍ବରଙ୍କ ସତ୍ଯ ବଦଳ ରେ ମିଥ୍ଯାକୁ ଗ୍ରହଣ କଲେ। ସମାନେେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସବୋ କଲେ। ସମାନେେ ଏହି ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କୁ ଉପାସନା କଲେ ନାହିଁ। ପରମେଶ୍ବର ସର୍ବଦା ପ୍ରଶଂସାର ପାତ୍ର। ଆମେନ୍।

26 ସେଥିପାଇଁ ପରମେଶ୍ବର ସମାନଙ୍କେୁ ସହେି ଲଜ୍ଜାଜନକ କାର୍ୟ୍ଯ କରିବା ପାଇଁ ଛାଡ଼ି ଦେଲେ।

27 ସହେିଭଳି ପୁରୁଷମାନେ ମଧ୍ଯ ସ୍ତ୍ରୀମାନଙ୍କ ସ୍ବାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତ ରେ କାମନା ରେ ଲିପ୍ତ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ଯବହାର କଲେ। ନିଜର ମନ୍ଦ କାର୍ୟ୍ଯ ପାଇଁ ସମାନେେ ନିଜ ଦହେ ରେ ଦଣ୍ଡ ଭୋଗିଲେ।

28 ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରପ୍ତ କରିବାକୁ ଲୋକେ ଗୁରୁତ୍ବ ଦେଲନୋହିଁ। ସେଥିପାଇଁ ପରମେଶ୍ବର ସମାନଙ୍କେୁ ସମାନଙ୍କେ ବିକୃତ ଚ଼ିନ୍ତା ରେ ରହିବାକୁ ଛାଡ଼ି ଦେଲେ ଓ ସମାନେେ ଅନୁଚ଼ିତ କର୍ମକରି ରହିଲେ।

29 ସହେି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ବାର୍ଥ ଓ ଘୃଣା ରେ ପରିପୂର୍ଣ୍ଣ ଥିଲେ। ସମାନେେ ହତ୍ଯା, ଝଗଡ଼ା, ମିଛ, ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚ଼ିନ୍ତା ରେ ବୁଡ଼ି ରହନ୍ତି।

30 ସମାନେେ ପରଚର୍‍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆ ରକେ ବିରୁଦ୍ଧ ରେ ମନ୍ଦକଥା କୁହନ୍ତି। ସମାନେେ ପରମେଶ୍ବରଙ୍କୁ ଘୃଣା କରନ୍ତି। ସମାନେେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସମାନେେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥାଆନ୍ତି।

31 ସମାନେେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ । ସମାନେେ ମୂର୍ଖ ସମାନେେ ନିଜର କଥା ରଖନ୍ତି ନାହିଁ ଓ ସମାନେେ ଅନ୍ୟ ଲୋକମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତି ନାହିଁ।

32 ସମାନେେ ପରମେଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି। ସମାନେେ ଜାଣନ୍ତି ଯେ ପରମେଶ୍ବରଙ୍କ ବ୍ଯବସ୍ଥା କୁ ହେ, ଯେଉଁ ଲୋକ ଏହି ଭଳି ଜୀବନ ଯାପନ କରୁଛି, ସେ ମରିବା ଉଚ଼ିତ। କିନ୍ତୁ ସମାନେେ ଏହି ମନ୍ଦକାର୍ୟ୍ଯ ଗୁଡ଼ିକ କରି ଚ଼ାଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସମାନଙ୍କେୁ ମଧ୍ଯ ସମାନେେ ସମର୍ଥନ କରନ୍ତି।

1 Paul, a servant of Jesus Christ, called to be an apostle, separated unto the gospel of God,

2 (Which he had promised afore by his prophets in the holy scriptures,)

3 Concerning his Son Jesus Christ our Lord, which was made of the seed of David according to the flesh;

4 And declared to be the Son of God with power, according to the spirit of holiness, by the resurrection from the dead:

5 By whom we have received grace and apostleship, for obedience to the faith among all nations, for his name:

6 Among whom are ye also the called of Jesus Christ:

7 To all that be in Rome, beloved of God, called to be saints: Grace to you and peace from God our Father, and the Lord Jesus Christ.

8 First, I thank my God through Jesus Christ for you all, that your faith is spoken of throughout the whole world.

9 For God is my witness, whom I serve with my spirit in the gospel of his Son, that without ceasing I make mention of you always in my prayers;

10 Making request, if by any means now at length I might have a prosperous journey by the will of God to come unto you.

11 For I long to see you, that I may impart unto you some spiritual gift, to the end ye may be established;

12 That is, that I may be comforted together with you by the mutual faith both of you and me.

13 Now I would not have you ignorant, brethren, that oftentimes I purposed to come unto you, (but was let hitherto,) that I might have some fruit among you also, even as among other Gentiles.

14 I am debtor both to the Greeks, and to the Barbarians; both to the wise, and to the unwise.

15 So, as much as in me is, I am ready to preach the gospel to you that are at Rome also.

16 For I am not ashamed of the gospel of Christ: for it is the power of God unto salvation to every one that believeth; to the Jew first, and also to the Greek.

17 For therein is the righteousness of God revealed from faith to faith: as it is written, The just shall live by faith.

18 For the wrath of God is revealed from heaven against all ungodliness and unrighteousness of men, who hold the truth in unrighteousness;

19 Because that which may be known of God is manifest in them; for God hath shewed it unto them.

20 For the invisible things of him from the creation of the world are clearly seen, being understood by the things that are made, even his eternal power and Godhead; so that they are without excuse:

21 Because that, when they knew God, they glorified him not as God, neither were thankful; but became vain in their imaginations, and their foolish heart was darkened.

22 Professing themselves to be wise, they became fools,

23 And changed the glory of the uncorruptible God into an image made like to corruptible man, and to birds, and fourfooted beasts, and creeping things.

24 Wherefore God also gave them up to uncleanness through the lusts of their own hearts, to dishonour their own bodies between themselves:

25 Who changed the truth of God into a lie, and worshipped and served the creature more than the Creator, who is blessed for ever. Amen.

26 For this cause God gave them up unto vile affections: for even their women did change the natural use into that which is against nature:

27 And likewise also the men, leaving the natural use of the woman, burned in their lust one toward another; men with men working that which is unseemly, and receiving in themselves that recompence of their error which was meet.

28 And even as they did not like to retain God in their knowledge, God gave them over to a reprobate mind, to do those things which are not convenient;

29 Being filled with all unrighteousness, fornication, wickedness, covetousness, maliciousness; full of envy, murder, debate, deceit, malignity; whisperers,

30 Backbiters, haters of God, despiteful, proud, boasters, inventors of evil things, disobedient to parents,

31 Without understanding, covenantbreakers, without natural affection, implacable, unmerciful:

32 Who knowing the judgment of God, that they which commit such things are worthy of death, not only do the same, but have pleasure in them that do them.

1 And they came over unto the other side of the sea, into the country of the Gadarenes.

2 And when he was come out of the ship, immediately there met him out of the tombs a man with an unclean spirit,

3 Who had his dwelling among the tombs; and no man could bind him, no, not with chains:

4 Because that he had been often bound with fetters and chains, and the chains had been plucked asunder by him, and the fetters broken in pieces: neither could any man tame him.

5 And always, night and day, he was in the mountains, and in the tombs, crying, and cutting himself with stones.

6 But when he saw Jesus afar off, he ran and worshipped him,

7 And cried with a loud voice, and said, What have I to do with thee, Jesus, thou Son of the most high God? I adjure thee by God, that thou torment me not.

8 For he said unto him, Come out of the man, thou unclean spirit.

9 And he asked him, What is thy name? And he answered, saying, My name is Legion: for we are many.

10 And he besought him much that he would not send them away out of the country.

11 Now there was there nigh unto the mountains a great herd of swine feeding.

12 And all the devils besought him, saying, Send us into the swine, that we may enter into them.

13 And forthwith Jesus gave them leave. And the unclean spirits went out, and entered into the swine: and the herd ran violently down a steep place into the sea, (they were about two thousand;) and were choked in the sea.

14 And they that fed the swine fled, and told it in the city, and in the country. And they went out to see what it was that was done.

15 And they come to Jesus, and see him that was possessed with the devil, and had the legion, sitting, and clothed, and in his right mind: and they were afraid.

16 And they that saw it told them how it befell to him that was possessed with the devil, and also concerning the swine.

17 And they began to pray him to depart out of their coasts.

18 And when he was come into the ship, he that had been possessed with the devil prayed him that he might be with him.

19 Howbeit Jesus suffered him not, but saith unto him, Go home to thy friends, and tell them how great things the Lord hath done for thee, and hath had compassion on thee.

20 And he departed, and began to publish in Decapolis how great things Jesus had done for him: and all men did marvel.

21 And when Jesus was passed over again by ship unto the other side, much people gathered unto him: and he was nigh unto the sea.

22 And, behold, there cometh one of the rulers of the synagogue, Jairus by name; and when he saw him, he fell at his feet,

23 And besought him greatly, saying, My little daughter lieth at the point of death: I pray thee, come and lay thy hands on her, that she may be healed; and she shall live.

24 And Jesus went with him; and much people followed him, and thronged him.

25 And a certain woman, which had an issue of blood twelve years,

26 And had suffered many things of many physicians, and had spent all that she had, and was nothing bettered, but rather grew worse,

27 When she had heard of Jesus, came in the press behind, and touched his garment.

28 For she said, If I may touch but his clothes, I shall be whole.

29 And straightway the fountain of her blood was dried up; and she felt in her body that she was healed of that plague.

30 And Jesus, immediately knowing in himself that virtue had gone out of him, turned him about in the press, and said, Who touched my clothes?

31 And his disciples said unto him, Thou seest the multitude thronging thee, and sayest thou, Who touched me?

32 And he looked round about to see her that had done this thing.

33 But the woman fearing and trembling, knowing what was done in her, came and fell down before him, and told him all the truth.

34 And he said unto her, Daughter, thy faith hath made thee whole; go in peace, and be whole of thy plague.

35 While he yet spake, there came from the ruler of the synagogue’s house certain which said, Thy daughter is dead: why troublest thou the Master any further?

36 As soon as Jesus heard the word that was spoken, he saith unto the ruler of the synagogue, Be not afraid, only believe.

37 And he suffered no man to follow him, save Peter, and James, and John the brother of James.

38 And he cometh to the house of the ruler of the synagogue, and seeth the tumult, and them that wept and wailed greatly.

39 And when he was come in, he saith unto them, Why make ye this ado, and weep? the damsel is not dead, but sleepeth.

40 And they laughed him to scorn. But when he had put them all out, he taketh the father and the mother of the damsel, and them that were with him, and entereth in where the damsel was lying.

41 And he took the damsel by the hand, and said unto her, Talitha cumi; which is, being interpreted, Damsel, I say unto thee, arise.

42 And straightway the damsel arose, and walked; for she was of the age of twelve years. And they were astonished with a great astonishment.

43 And he charged them straitly that no man should know it; and commanded that something should be given her to eat.