Psalm 90:4
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ଯ ଓ ରାତ୍ରୀର ଅଳ୍ପ ସମୟପରି।
Cross Reference
1 Kings 8:31
ଯଦି କହେି ନିଜ ପ୍ରତିବେଶୀ ବିରୁଦ୍ଧ ରେ କିଛି ପାପ କରେ ତବେେ ତାକୁ ଏହି ମନ୍ଦିରର ୟଜ୍ଞବଦେୀ ନିକଟକୁ ଅଣାୟିବ। ସଂପୃକ୍ତ ବ୍ଯକ୍ତି ଜଣଙ୍କ ସହେି ଭୂଲ୍ କରିଥିବା ବ୍ଯକ୍ତି ଜଣକ ବିରୁଦ୍ଧ ରେ ଶାପ ଦବେ।
Psalm 31:2
ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।
Psalm 79:11
ଦୟାକରି ବନ୍ଦୀମାନଙ୍କର ଆର୍ତ୍ତନାଦ ଶୁଣ। ହେ ପରମେଶ୍ବର, ତୁମ୍ଭର ମହାଶକ୍ତି ପ୍ରଯୋଗ କରି ମରଣାର୍ଥେ ଲୋକମାନଙ୍କୁ ରକ୍ଷା କର।
Psalm 141:1
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତବେେଳେ ମୁଁ ଡ଼ାକୁଛି ସେତବେେଳେ ତୁମ୍ଭେ ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର। ୟଥା ଶୀଘ୍ର ମାେତେ ସାହାୟ୍ଯ କର।
Lamentations 3:8
ଏପରି କି ମୁଁ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମାେ ପ୍ରାର୍ଥନା ଶୁଣି ନାହାଁନ୍ତି।
For | כִּ֤י | kî | kee |
a thousand | אֶ֪לֶף | ʾelep | EH-lef |
years | שָׁנִ֡ים | šānîm | sha-NEEM |
sight thy in | בְּֽעֵינֶ֗יךָ | bĕʿênêkā | beh-ay-NAY-ha |
are but as | כְּי֣וֹם | kĕyôm | keh-YOME |
yesterday | אֶ֭תְמוֹל | ʾetmôl | ET-mole |
when | כִּ֣י | kî | kee |
it is past, | יַעֲבֹ֑ר | yaʿăbōr | ya-uh-VORE |
watch a as and | וְאַשְׁמוּרָ֥ה | wĕʾašmûrâ | veh-ash-moo-RA |
in the night. | בַלָּֽיְלָה׃ | ballāyĕlâ | va-LA-yeh-la |