Bible

Psalm 87 - WEB (Oriya)

1 > His foundation is in the holy mountains.ପରମେଶ୍ବର ୟିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।

2 Yahweh loves the gates of Zion more than all the dwellings of Jacob.ସଦାପ୍ରଭୁ ଇଶ୍ରାୟେଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ବାର ସମୂହକୁ ଅଧିକ ସ୍ନହେ କରନ୍ତି।

3 Glorious things are spoken about you, city of God. Selah.ହେ ପରମେଶ୍ବରଙ୍କ ନଗରୀ, ତୁମ୍ଭ ବିଷଯରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।

4 I will record Rahab{Rahab is a reference to Egypt.} and Babylon among those who acknowledge me. Behold, Philistia, Tyre, and also Ethiopia: "This one was born there."ପରମେଶ୍ବର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି। ସେ ଜାଣନ୍ତି ତାଙ୍କର ପ୍ରେତ୍ୟକକ ଲୋକ କେଉଁଠାରେ ଜନ୍ମ ହାଇେଥିଲେ। ସହେିମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କର ସବୋ କରନ୍ତି, ସମାନେେ ମିଶର ଓ ବାବିଲରେ ବାସ କରନ୍ତି।

5 Yes, of Zion it will be said, "This one and that one was born in her;" The Most High himself will establish her.ସମାନଙ୍କେ ମଧ୍ଯରୁ କେତକେ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।

6 Yahweh will count, when he writes up the peoples, "This one was born there." Selah.ଆଉ ସିୟୋନ ସମାନଙ୍କେର ସମସ୍ତ ନାମକୁ ଜାଣନ୍ତି ପ୍ରେତ୍ୟକକ ସଠାେରେ ଜନ୍ମ ହାଇେଥିଲେ।

7 Those who sing as well as those who dance say, "All my springs are in you."ସହେି ପର୍ବରେ ନର୍ତ୍ତକ ଓ ଗାଯକ କହିବେ। ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ଯରୁ ଆସେ।

Oriya Bible