Psalm 81:9
ତୁମ୍ଭମାନେେ ଅନ୍ୟ କୌଣସି ଦବେତାକୁ ପୂଜା କରିବ ନାହିଁ। ୟାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
Psalm 81:9 in Other Translations
King James Version (KJV)
There shall no strange god be in thee; neither shalt thou worship any strange god.
American Standard Version (ASV)
There shall no strange god be in thee; Neither shalt thou worship any foreign god.
Bible in Basic English (BBE)
There is to be no strange god among you; you are not to give worship to any other god.
Darby English Bible (DBY)
There shall no strange ùgod be in thee, neither shalt thou worship any foreign ùgod.
Webster's Bible (WBT)
Hear, O my people, and I will testify to thee; O Israel, if thou wilt hearken to me;
World English Bible (WEB)
There shall be no strange god in you, Neither shall you worship any foreign god.
Young's Literal Translation (YLT)
There is not in thee a strange god, And thou bowest not thyself to a strange god.
| There shall no | לֹֽא | lōʾ | loh |
| strange | יִהְיֶ֣ה | yihye | yee-YEH |
| god | בְ֭ךָ | bĕkā | VEH-ha |
| be | אֵ֣ל | ʾēl | ale |
| neither thee; in | זָ֑ר | zār | zahr |
| shalt thou worship | וְלֹ֥א | wĕlōʾ | veh-LOH |
| any strange | תִ֝שְׁתַּחֲוֶ֗ה | tištaḥăwe | TEESH-ta-huh-VEH |
| god. | לְאֵ֣ל | lĕʾēl | leh-ALE |
| נֵכָֽר׃ | nēkār | nay-HAHR |
Cross Reference
Deuteronomy 32:12
ସଦାପ୍ରଭୁ ଏକାକୀ ୟାକୁବକୁ ଗମନ କରାଇଲେ। ତାଙ୍କ ସହିତ କୌଣସି ବିଦେଶୀ ଦବଗେଣ ନ ଥିଲେ।
Isaiah 43:12
ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧିଅରେ କହେି ବିଦେଶୀଯ ଦବେତା ନ ଥିଲେ, ଆମ୍ଭେ ଦଖାଇେଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ବର ଅଟୁ।'
Exodus 20:3
ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।
Deuteronomy 6:14
ତୁମ୍ଭମାନେେ ଅନ୍ୟ ଦବଗେଣର, ତୁମ୍ଭମାନଙ୍କ ଚତକ୍ସ୍ଟର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ଲୋକଙ୍କ ଦବଗେଣର ପଶ୍ଚାଦଗାମୀ ହବେ ନାହିଁ।
Psalm 44:20
ଆମ୍ଭେ କ'ଣ ଆମ୍ଭ ପରମେଶ୍ବରଙ୍କ ନାମ ଭୁଲି ୟାଇଛୁ ? ଆମ୍ଭେ କ'ଣ ଅନ୍ୟ କୌଣସି ଦବେତାଙ୍କୁ ଡ଼ାକିଛୁ ? ନା।
Malachi 2:11
ଯିହୁଦାର ଲୋକମାନେ ଅବିଶ୍ବସ୍ତ ଥିଲେ। ୟିରୁଶାଲମ ଓ ଇଶ୍ରାୟେଲର ଲୋକମାନେ ବହୁତ ଘୃଣିତ କାର୍ୟ୍ଯ କରିଛନ୍ତି। ପରମେଶ୍ବର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସମାନେେ ବିଦେଶୀ ଦବେତାର କନ୍ଯାକୁ ବିବାହ କଲେ।
1 Corinthians 8:5
ଆକାଶ ବା ପୃଥିବୀ ରେ ଅନକଗେୁଡ଼ିଏ ତଥା-କଥିତ ଦବେତା ଥାଇ ପାରନ୍ତି (ଲୋକେ ଅନକେ ବସ୍ତୁକୁ ଦବଗେଣ ଓ ପ୍ରଭୁଗଣ ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ବପୂର୍ଣ୍ଣ ନୁହେଁ।)