Psalm 81:3
ଅମାବାସ୍ଯା ଦିନରେ ମେଣ୍ଢା ଶିଙ୍ଗା ବଜାଅ। ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
Psalm 81:3 in Other Translations
King James Version (KJV)
Blow up the trumpet in the new moon, in the time appointed, on our solemn feast day.
American Standard Version (ASV)
Blow the trumpet at the new moon, At the full moon, on our feast-day.
Bible in Basic English (BBE)
Let the horn be sounded in the time of the new moon, at the full moon, on our holy feast-day:
Darby English Bible (DBY)
Blow the trumpet at the new moon, at the set time, on our feast day:
Webster's Bible (WBT)
Take a psalm, and bring hither the timbrel, the pleasant harp with the psaltery.
World English Bible (WEB)
Blow the trumpet at the New Moon, At the full moon, on our feast day.
Young's Literal Translation (YLT)
Blow in the month a trumpet, In the new moon, at the day of our festival,
| Blow up | תִּקְע֣וּ | tiqʿû | teek-OO |
| the trumpet | בַחֹ֣דֶשׁ | baḥōdeš | va-HOH-desh |
| moon, new the in | שׁוֹפָ֑ר | šôpār | shoh-FAHR |
| appointed, time the in | בַּ֝כֵּ֗סֶה | bakkēse | BA-KAY-seh |
| on our solemn feast | לְי֣וֹם | lĕyôm | leh-YOME |
| day. | חַגֵּֽנוּ׃ | ḥaggēnû | ha-ɡay-NOO |
Cross Reference
2 Chronicles 8:13
ମାଶାେ ଯେଉଁ ପ୍ରକାର ଆଦେଶ ଦଇେଥିଲେ, ଶଲୋମନ ସହେି ପ୍ରକା ରେ ପ୍ରେତ୍ୟକକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ଯା ଉତ୍ସବ ଓ ତ୍ରଯବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରଯବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ଯ ରୋଟୀର ପର୍ବ, ସପ୍ତାହବ୍ଯାପି ପର୍ବ ଓ ଆଶ୍ରଯଦାୟକ ପର୍ବ।
Colossians 2:16
ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।
Nahum 1:15
ହେ ଯିହୁଦା ଗ୍ଭହଁ! ପର୍ବତ ଆଡକୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ୟୁହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସହେି ମନ୍ଦ ଲୋକ ଆଉ ଆସିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରିପାରିବେ ନାହିଁ। କାହିଁକି ସମାନେେ ଆକ୍ରମଣ କରିପାରିବେ ନାହିଁ? କାରଣ ସହେି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ପାଇଛନ୍ତି।
Lamentations 2:6
ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସମାନଙ୍କେର ଆବାସ କୁଡ଼ିଆକୁ ନଷ୍ଟ କରି ଦଇେଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦଇେଅଛନ୍ତି। ସଦାପ୍ରଭୁ ସିୟୋନ ରେ ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କୋରଧ ରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।
Psalm 98:6
ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର, ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
2 Chronicles 13:14
ଅବିଯଙ୍କ ସୈନ୍ଯଦଳ ରେ ଥିବା ଯିହୁଦାର ସୈନ୍ଯଗଣ ଯେତବେେଳେ ଚତୁର୍ଦ୍ଦିଗକୁ ଚାହିଁଲେ, ସମାନେେ ଦେଖିଲେ ଯେ, ୟାରବିଯାମ୍ଙ୍କ ସୈନ୍ଯଦଳ ସମ୍ମୁଖରୁ ଓ ପଶ୍ଚାତ୍ରୁ ଉଭୟ ପାଶର୍ବରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ।
2 Chronicles 13:12
ପରମେଶ୍ବର ସ୍ବଯଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧର ଆହ୍ବାନ ରୂପେ ପରମେଶ୍ବରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ବିରୁଦ୍ଧ ରେ ୟୁଦ୍ଧ କର ନାହିଁ। ତୁମ୍ଭମାନେେ କବେେ ସଫଳ ହବେ ନାହିଁ।
2 Chronicles 5:12
ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।
2 Chronicles 2:4
ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।
1 Chronicles 16:42
ହମେନ୍ ଓ ୟିଦୂଥୂନ୍ ସମାନଙ୍କେ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଂଗୀତମାନ ଗାନ କରାୟିବା ସମୟରେ ସମାନେେ ଅନ୍ଯାନ୍ଯ ବାଦ୍ଯ ମଧ୍ଯ ବଜାଉଥିଲେ। ୟିଦୂଥୂନ୍ଙ୍କ ପୁତ୍ରମାନେ ଦ୍ବାର ଜଗି ରହୁଥିଲେ।
1 Chronicles 16:6
ବନାଯ ଓ ୟହସୀଯଲେ, ଏହି ଦୁଇଜଣ ଯାଜକ ସର୍ବଦା ନିଯମସିନ୍ଦୁକ ସମ୍ମୁଖ ରେ ତୂରୀ ବଜାଉଥିଲେ।
1 Chronicles 15:24
ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।
2 Kings 4:23
ଏଥି ରେ ତା'ର ସ୍ବାମୀ କହିଲା, ତୁମ୍ଭେ କାହିଁକି ଆଜି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ୟିବ? ଆଜିତ ଅମାବାସ୍ଯା ନୁହେଁ କି ବିଶ୍ରାମବାର ନୁହେଁ।
Deuteronomy 16:15
ସଦାପ୍ରଭୁଙ୍କର ମନୋନୀତ ସ୍ଥାନ ରେ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ତୁମ୍ଭେ ସାତଦିନ ଉତ୍ସବ ପାଳନ କରିବ। କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଭୂମିରକ୍ସ୍ଟ ଉତ୍ପନ୍ନ ସମସ୍ତ ଦ୍ରବ୍ଯ ରେ ଓ ତକ୍ସ୍ଟମ୍ଭ ସମସ୍ତ କଠିନ କର୍ମ ପାଇଁ ତୁମ୍ଭକୁ ଆଶୀର୍ବାଦ କରିବେ। ତେଣୁ ତୁମ୍ଭେ ଆନନ୍ଦିତ ହବୋ ଉଚିତ୍।
Numbers 28:11
ଆଉ ପ୍ରତିମାସର ପ୍ରଥମ ଦିନ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହୋମ ନିମନ୍ତେ ଦୁଇଟି ଷଣ୍ତ,ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ବିଶଷେ ହାମବେଳି ରୂପେ ଉତ୍ସର୍ଗ କରିବ। ଏମାନେ ସମସ୍ତେ ନିଖୁଣ ହାଇେ ଥିବେ।
Numbers 15:3
ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ବେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଗୋମଷୋଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଅଗ୍ନିକୃତ ଉପହାର ରୂପେ ହାମବେଳି ଉତ୍ସର୍ଗ କରିବ।
Numbers 10:1
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
Leviticus 23:24
ଇଶ୍ରାୟେଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ଯନି ଦ୍ବାରା ସ୍ମରଣାର୍ଥକ ପବିତ୍ର ସଭା ହବେ।