Psalm 78:5
ସଦାପ୍ରଭୁ ୟାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ବର ଇଶ୍ରାୟେଲକୁ ବ୍ଯବସ୍ଥା ପ୍ରଦାନ କଲେ। ପରମେଶ୍ବର ଆମର ପୂର୍ବ ପୁରୁଷମାନଙ୍କୁ ଆଜ୍ଞା ଦେଲେ। ସମାନଙ୍କେର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦବୋ ସମ୍ବନ୍ଧେ।
Psalm 78:5 in Other Translations
King James Version (KJV)
For he established a testimony in Jacob, and appointed a law in Israel, which he commanded our fathers, that they should make them known to their children:
American Standard Version (ASV)
For he established a testimony in Jacob, And appointed a law in Israel, Which he commanded our fathers, That they should make them known to their children;
Bible in Basic English (BBE)
He put up a witness in Jacob, and made a law in Israel; which he gave to our fathers so that they might give knowledge of them to their children;
Darby English Bible (DBY)
For he established a testimony in Jacob, and appointed a law in Israel, which he commanded our fathers, that they should make them known to their children;
Webster's Bible (WBT)
For he established a testimony in Jacob, and appointed a law in Israel, which he commanded our fathers, that they should make them known to their children:
World English Bible (WEB)
For he established a testimony in Jacob, And appointed a law in Israel, Which he commanded our fathers, That they should make them known to their children;
Young's Literal Translation (YLT)
And He raiseth up a testimony in Jacob, And a law hath placed in Israel, That He commanded our fathers, To make them known to their sons.
| For he established | וַיָּ֤קֶם | wayyāqem | va-YA-kem |
| a testimony | עֵד֨וּת׀ | ʿēdût | ay-DOOT |
| in Jacob, | בְּֽיַעֲקֹ֗ב | bĕyaʿăqōb | beh-ya-uh-KOVE |
| appointed and | וְתוֹרָה֮ | wĕtôrāh | veh-toh-RA |
| a law | שָׂ֤ם | śām | sahm |
| in Israel, | בְּיִשְׂרָ֫אֵ֥ל | bĕyiśrāʾēl | beh-yees-RA-ALE |
| which | אֲשֶׁ֣ר | ʾăšer | uh-SHER |
| commanded he | צִ֭וָּה | ṣiwwâ | TSEE-wa |
| אֶת | ʾet | et | |
| our fathers, | אֲבוֹתֵ֑ינוּ | ʾăbôtênû | uh-voh-TAY-noo |
| known them make should they that | לְ֝הוֹדִיעָ֗ם | lĕhôdîʿām | LEH-hoh-dee-AM |
| to their children: | לִבְנֵיהֶֽם׃ | libnêhem | leev-nay-HEM |
Cross Reference
Psalm 147:19
ପରମେଶ୍ବର ୟାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ବର ଇଶ୍ରାୟେଲ ପ୍ରତି ଆପଣା ବ୍ଯବସ୍ଥା ଓ ବିଧି ପ୍ରକାଶ କଲେ !
Psalm 81:5
ପରମେଶ୍ବର ୟୋଷଫଙ୍କେ ଲୋକମାନଙ୍କ ପାଇଁ ଏହି ନିଯମ କରିଥିଲେ। ଯେତବେେଳେ ପରମେଶ୍ବର ମିଶର ଭୂମି ବିରୁଦ୍ଧରେ ଗଲେ, ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ୟାହା ମୁଁ ବୁଝିପାରିଲି ନାହିଁ।
Ephesians 6:4
ହେ ପିତାମାନେ ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦଇେ ସମାନଙ୍କେୁ ପ୍ରତିପାଳନ କର।
Deuteronomy 4:45
ଏହିସବୁ ପ୍ରମାଣିତ ବାକ୍ଯ, ନିଯମ, ବ୍ଯବସ୍ଥା ଯାହାକି ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଦେଲେ, ଯେତବେେଳେ ମିଶରରକ୍ସ୍ଟ ବାହାରି ଆସିଲେ।
Romans 3:2
ହଁ ଯିହୂଦୀମାନଙ୍କଠା ରେ ଅନକେ କିଛି ବିଶଷେ ବିଷୟ ଅଛି। ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ଏହି ଯେ, ସମାନଙ୍କେୁ ସର୍ବପ୍ରଥମେ ପରମେଶ୍ବର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।
Isaiah 8:20
ତୁମ୍ଭମାନେେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭମାନେେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତବେେ ତୁମ୍ଭମାନେେ ଭୁଲ୍ ପଥରେ ୟିବ। ସହେି ଭୁଲ ଆଦେଶ ଆଗତ ଭବିଷ୍ଯତ୍ କହୁଥିବା ବ୍ଯକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭମାନେେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହବେ ନାହିଁ।
Psalm 19:7
ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
Deuteronomy 6:7
ଆଉ ତୁମ୍ଭେ ଆପଣା ସନ୍ତାନଗଣକକ୍ସ୍ଟ ଯତ୍ନପୂର୍ବକ ଏହିସବୁ ଶିକ୍ଷା ଦବେ। ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ, ପଥରେ ଚାଲିବା ବେଳେ, ତୁମ୍ଭେ ଶଯନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ, ସମାନଙ୍କେର ସଙ୍ଗେ ସେ ବିଷଯ ରେ କଥାବାର୍ତ୍ତା କରିବ।
1 John 5:9
ଯେ ତବେଳେ ଲୋକମାନେ ସତ୍ଯକଥା କହନ୍ତି, ଆମ୍ଭେ ତାହା ବିଶ୍ବାସ କରିଥାଉ। କିନ୍ତୁ ପରମେଶ୍ବର ଯାହା କହନ୍ତି, ତାହା ତ ଅଧିକ ବିଶ୍ବାସ ୟୋଗ୍ଯ। ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ ସତ୍ଯ ସାକ୍ଷ୍ଯ ଦିଅନ୍ତି।
Isaiah 38:19
ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ।
Psalm 119:152
ବହୁତ ଦିନ ପୂର୍ବରୁ ମୁଁ ଜାଣେ ୟେ, ତୁମ୍ଭର ଶାସନ ଅଛି। ମୁଁ ଜାଣେ ୟେ, ତୁମ୍ଭେ ସମାନଙ୍କେୁ ଅନନ୍ତକାଳ ପାଇଁ ଶଷେ କରିପକାଇଲ।
Psalm 78:3
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସମାନଙ୍କେ ବିଷଯରେ ଭଲଭାବରେ ଜାଣିଛୁ। ୟାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
Deuteronomy 11:19
ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ ଏବଂ ବାଟରେ ଗ୍ଭଲିଲା ବେଳେ ଶାଇେବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷଯ ରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦବେ।
Exodus 40:3
ତା' ମଧିଅରେ ସାକ୍ଷ ସିନ୍ଦୁକ ରଖି ବିଚ୍ଛଦେ ବସ୍ତ୍ର ଟଙ୍ଗାଇ ସହେି ସିନ୍ଦୁକ ଆଚ୍ଛାଦନ କରିବ।
Exodus 25:21
ତୁମ୍ଭେ ଏହି ପାପାଚ୍ଛାଦନ ସହେି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକ ମଧ୍ଯର ଥୋଇବ।
Exodus 25:16
ପରମେଶ୍ବର କହିଲେ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।
Genesis 18:19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।