Psalm 74:5
ଜଙ୍ଗଲରେ କୁରାଢ଼ୀ ବ୍ଯବହାର କରୁଥିବା ଲୋକମାନଙ୍କ ପରି ଶତ୍ରୁ ସୈନ୍ଯମାନେ ଦଖାଯାେଉଥିଲେ।
Psalm 74:5 in Other Translations
King James Version (KJV)
A man was famous according as he had lifted up axes upon the thick trees.
American Standard Version (ASV)
They seemed as men that lifted up Axes upon a thicket of trees.
Bible in Basic English (BBE)
They are cutting down, like a man whose blade is lifted up against the thick trees.
Darby English Bible (DBY)
[A man] was known as he could lift up axes in the thicket of trees;
Webster's Bible (WBT)
A man was famous according as he had lifted up axes upon the thick trees.
World English Bible (WEB)
They behaved like men wielding axes, Cutting through a thicket of trees.
Young's Literal Translation (YLT)
He is known as one bringing in on high Against a thicket of wood -- axes.
| A man was famous | יִ֭וָּדַע | yiwwādaʿ | YEE-wa-da |
| up lifted had he as according | כְּמֵבִ֣יא | kĕmēbîʾ | keh-may-VEE |
| לְמָ֑עְלָה | lĕmāʿĕlâ | leh-MA-eh-la | |
| axes | בִּֽסֲבָךְ | bisăbok | BEE-suh-voke |
| upon the thick | עֵ֝֗ץ | ʿēṣ | ayts |
| trees. | קַרְדֻּמּֽוֹת׃ | qardummôt | kahr-doo-mote |
Cross Reference
1 Kings 5:6
ତେଣୁ ଏବେ ମାେ ପାଇଁ ଲିବା ନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମାରେଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗ ରେ ଥିବେ; ପୁଣି ଆପଣଙ୍କ କହିବାନୁସା ରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦବେି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ୟ୍ଯ ରେ ସୀଦୋନୀଯମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧିଅରେ କହେି ନାହିଁ।
2 Chronicles 2:14
ତାଙ୍କର ମାଆ ଦାନ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ୟ୍ଯ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ଯ କାର୍ୟ୍ଯ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରିପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ୟ୍ଯ କରିବେ।
Jeremiah 46:22
ମିଶର ସର୍ପତୁଲ୍ଯ ଶବ୍ଦକରି ପଳାଇବାକୁ ଚେଷ୍ଟା କରିବ। ମାତ୍ର ଶତ୍ରୁଗଣ ତା'ର ନିକଟରୁ ନିକଟତର ହବେେ। ସମାନେେ କାଠ କଟାଳି ସଦୃଶ କୁରାଢ଼ି ନଇେ ତା' ବିରୁଦ୍ଧ ରେ ଆକ୍ରମଣ କରିବେ।