Psalm 7:4 ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।
Psalm 7:4 in Other Translations
King James Version (KJV) If I have rewarded evil unto him that was at peace with me; (yea, I have delivered him that without cause is mine enemy:)
American Standard Version (ASV) If I have rewarded evil unto him that was at peace with me; (Yea, I have delivered him that without cause was mine adversary;)
Bible in Basic English (BBE) If I have given back evil to him who did evil to me, or have taken anything from him who was against me without cause;
Darby English Bible (DBY) If I have rewarded evil to him that was at peace with me; (indeed I have freed him that without cause oppressed me;)
Webster's Bible (WBT) O LORD my God, if I have done this; if there is iniquity in my hands;
World English Bible (WEB) If I have rewarded evil to him who was at peace with me (Yes, I have delivered him who without cause was my adversary),
Young's Literal Translation (YLT) If I have done my well-wisher evil, And draw mine adversary without cause,
Read Full Chapter :
Psalm 7
Cross Reference
ପ୍ରଥମ ଶାମୁୟେଲ 24:7
ଦାଉଦ ତାଙ୍କର ଲୋକମାନଙ୍କୁ ଏପରି ଶାଉଲଙ୍କ ପଛ ରେ ୟିବା ବନ୍ଦ କରିବାକୁ ବାରଣ କଲେ ଏବଂ ତାଙ୍କୁ ବ୍ଯଥା ଅନକ୍ସ୍ଟଭବ କରିବା ଏବଂ ସମାନଙ୍କେୁ ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ୟିବା ଅଟକାଇଲେ। ଶାଉଲ ଗକ୍ସ୍ଟମ୍ଫାରକ୍ସ୍ଟ ବାହାରିଲେ ଓ ସଠାେରକ୍ସ୍ଟ ପଥଗମନ କଲେ।
ଗୀତସଂହିତା 55:20
ମାରେ ଶତ୍ରୁମାନେ ସମାନଙ୍କେର ଜୀବନ ଧାରଣର ପଥ ବଦଳାଇବେ ନାହିଁ। ସମାନେେ ପରମେଶ୍ବରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
ଗୀତସଂହିତା 109:5
ମୁଁ ସହେି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ୟ୍ଯ କଲି। ସମାନେେ ମାେ ପ୍ରତି ଅମଙ୍ଗଳ କାର୍ୟ୍ଯ କଲେ। ମୁଁ ସମାନଙ୍କେୁ ପ୍ରମେ କଲି କିନ୍ତୁ ସମାନେେ ମାେତେ ଘୃଣା କଲେ।
ପ୍ରଥମ ଶାମୁୟେଲ 22:14
ଅହୀମଲକେ ରାଜାଙ୍କକ୍ସ୍ଟ ଉତ୍ତର ଦେଲେ, ଆପଣଙ୍କ ସମସ୍ତ ଦାସମାନଙ୍କ ମଧିଅରେ, ଦାଉଦ ପରି କିଏ ବିଶ୍ବାସୀ, ସତେ ମହାରାଜାଙ୍କ ଜ୍ବାଇଁ ଏବଂ ଦାଉଦ ହେଉଛନ୍ତି ତୁମ୍ଭର ଦହରେକ୍ଷୀମାନଙ୍କର ମକ୍ସ୍ଟଖ୍ଯ, ତକ୍ସ୍ଟମ୍ଭ ପରିବାରର ସମସ୍ତ ସଦସ୍ଯ ତାଙ୍କୁ ସମ୍ମାନ କରନ୍ତି।
ପ୍ରଥମ ଶାମୁୟେଲ 24:10
ମୁ ଗ୍ଭହିଁ ନଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ବଚକ୍ଷକ୍ସ୍ଟ ରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗକ୍ସ୍ଟମ୍ଫା ଭିତ ରେ ମାେ ପାଖ ରେ ତୁମ୍ଭକୁ ମାରିବା ପାଇଁ ସକ୍ସ୍ଟୟୋଗ ଦଇେଥିଲେ। କିନ୍ତୁ ମୁ ତୁମ୍ଭକୁ ମାରିବାକକ୍ସ୍ଟ ଇଚ୍ଛା କଲି ନାହିଁ। ମାରେତକ୍ସ୍ଟମ୍ଭ ପ୍ରତିଦୟା ଆସିଲା। ମୁ କହିଲି, 'ମୁ ମାରେ ପ୍ରଭକ୍ସ୍ଟଙ୍କକ୍ସ୍ଟ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ବାରା ବଛା ୟାଇଥିବା ରାଜା।'
ପ୍ରଥମ ଶାମୁୟେଲ 24:17
ଶାଉଲ କହିଲେ, ତୁମ୍ଭେ ମାେ ଅପେକ୍ଷା ସତ୍ ବ୍ଯକ୍ତି ଅଟ। ତୁମ୍ଭେ ମାେ ପ୍ରତି ଭଲ ବ୍ଯବହାର ଦଖାଇେଛ। କିନ୍ତୁ ମୁ ଏହା ତକ୍ସ୍ଟମ୍ଭ ପ୍ରତି ଖରାପ ବ୍ଯବହାର କରିଥିଲି।
ପ୍ରଥମ ଶାମୁୟେଲ 25:28
ଦୟାକରି ମାେତେ ମାରେ କରିଥିବା ଦୋଷ ପାଇଁ କ୍ଷମା କରନ୍ତକ୍ସ୍ଟ। ମୁ ଜାଣେ ସଦାପ୍ରଭୁ ତକ୍ସ୍ଟମ୍ଭ ପରିବାରକକ୍ସ୍ଟ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭମାନେେ ତାଙ୍କର ପ୍ରତିରୋଧ ରେ ୟକ୍ସ୍ଟଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ।
ଆଦି ପୁସ୍ତକ 44:4
ସମାନେେ ନଗର ଛାଡ଼ିବା ପରେ ଯୋଷଫେ ତାଙ୍କର ଦାସଙ୍କୁ କହିଲେ, ସହେି ଲୋକମାନଙ୍କୁ ଅନୁସରଣ କର। ସମାନଙ୍କେୁ ଅଟକାଇ କୁହ, 'ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ଯବହାର କଲୁ କିନ୍ତୁ ତୁମ୍ଭମାନେେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭମାନେେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଚୋରି କଲ?
ପ୍ରଥମ ଶାମୁୟେଲ 26:21
ତା'ପରେ ଶାଉଲ କହିଲେ, ମୁ ପାପ କଲି, ହେ ମାରେ ପକ୍ସ୍ଟତ୍ର ଦାଉଦ ଫରେିଆସ। ମୁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମାରେ ଜୀବନ ତକ୍ସ୍ଟମ୍ଭ ନିକଟରେ ବହକ୍ସ୍ଟମୂଲ୍ଯ ହେଲା। ମୁ ମକ୍ସ୍ଟର୍ଖତାର କର୍ମ କରିଅଛି ଓ ଅତିଶଯ ଭୂଲ କରିଅଛି।
ପ୍ରଥମ ଶାମୁୟେଲ 26:24
ଆଜି ମୁ ଦଖାଇେ ଦଲେି ଯେ ମାରେ ଦୃଷ୍ଟି ରେ ତୁମ୍ଭର ପ୍ରାଣ ମହାନ, ସହେିପରି ସଦାପ୍ରଭୁଙ୍କ ଦୃଷ୍ଟି ରେ ମାରେ ପ୍ରାଣ ମହତ୍ବପୂର୍ଣ ବୋଲି ସେ ଦଖାଇେ ଦବେେ। ସଦାପ୍ରଭୁ ମାେତେ ସମସ୍ତ ଦକ୍ସ୍ଟଃଖରକ୍ସ୍ଟ ଉଦ୍ଧାର କରନ୍ତକ୍ସ୍ଟ।
ହିତୋପଦେଶ 17:3
ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
ଯିରିମିୟ 18:20
ଲୋକେ ମଙ୍ଗଳ ପରିଶାଧେର କ'ଣ ଅମଙ୍ଗଳ କରିବେ ? ତୁମ୍ଭେ ସ୍ମରଣ କର, ମୁଁ କିପରି ସମାନଙ୍କେର ମଙ୍ଗଳ ନିମନ୍ତେ ତୁମ୍ଭ ସମ୍ମୁଖ ରେ ଛିଡ଼ା ହାଇେଥିଲି ଓ ସମାନଙ୍କେୁ ଦଣ୍ଡ ନ ଦବୋ ପାଇଁ କହିଥିଲି। ମାତ୍ର ସମାନେେ ମାରେ ବିନାଶ ନିମନ୍ତେ ଗର୍ତ୍ତ ଖାେଳି ଅଛନ୍ତି।
ପ୍ରଥମ ଶାମୁୟେଲ 26:9
କିନ୍ତୁ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଶାଉଲଙ୍କକ୍ସ୍ଟ ମାର ନାହିଁ। ଯେ କୌଣସି ଲୋକ ଯବେେ ସଦାପ୍ରଭୁଙ୍କ ଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ବଧ କରିବ ତାଙ୍କୁ ପ୍ରଭକ୍ସ୍ଟ ଦଣ୍ତ ଦବେେ।
ପ୍ରଥମ ଶାମୁୟେଲ 19:4
ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷଯ ରେ ଭଲକଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, ମହାରାଜ ଆପଣା ଦାସ ଦାଉଦଙ୍କ ବିରକ୍ସ୍ଟଦ୍ଧ ରେ ପାପ କରନ୍ତକ୍ସ୍ଟ ନାହିଁ। କାରଣ ସେ ଆପଣଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିନାହିଁ। ତା'ର ସମସ୍ତ କର୍ମ ଆପଣଙ୍କ ପକ୍ଷ ରେ ଅତି ମଙ୍ଗଳଜନକ ହାଇେଅଛି।
ପ୍ରଥମ ଶାମୁୟେଲ 20:1
ଦାଉଦ ନାଯୋତ ଠାରକ୍ସ୍ଟ ରାମାକକ୍ସ୍ଟ ପଳାଯନ କଲେ। ଦାଉଦ ଯୋନାଥନଙ୍କ ପାଖକକ୍ସ୍ଟ ୟାଇ ପଚାରିଲେ, ମୁ କ'ଣ ଭକ୍ସ୍ଟଲ କଲି, ମୁ ତକ୍ସ୍ଟମ୍ଭ ପିତାଙ୍କ ବିରକ୍ସ୍ଟଦ୍ଧ ରେ କଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମାେତେ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛନ୍ତି?