Psalm 69

1 ହେ ପରମେଶ୍ବର, ମାେତେ ମାରେ ସମସ୍ତ ବିପଦରୁ ବଞ୍ଚାଅ। ମାରେ ପ୍ରାଣ ପର୍ୟ୍ଯନ୍ତ ଜଳରାଶି ମାଡ଼ି ୟାଇଛି।

2 ଯେଉଁଠାରେ ମୁଁ ଠିଆ ହାଇେ ପାରିବି ଏପରି କୌଣସି ବସ୍ତୁ ନାହିଁ। ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି। ମୁଁ ଅଗାଧ ଜଳରେ ଅଛି ଓ ମାରେ ଚତୁଃପାଶର୍‌ବରେ ଲହଡ଼ି ଭାଙ୍ଗୁଛି। କବଳେ ମୁଁ ବୁଡ଼ିୟିବା ଉପରେ।

3 ସାହାୟ୍ଯ ପାଇଁ ଡ଼ାକି ଡ଼ାକି ମୁଁ ଦୁର୍ବଳ ହବୋକୁ ଯାଉଛି। ମାରେ କଣ୍ଠ ୟନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଚାହିଁଛି। ଏବଂ ଚାହିଁ ଚାହିଁ ମାରେ ଆଖିଦ୍ବଯ ୟନ୍ତ୍ରଣା କରୁଛି।

4 ମାରେ ଶତ୍ରୁ,ମାରେ ମୁଣ୍ଡବାଳଠାରୁ ଅଧିକ। ସମାନେେ ବୃଥାରେ ମାେ ସହିତ ଶତ୍ରୁତା କରନ୍ତି। ସମାନେେ ମାରେ ବିନାଶର କାମନା ବହୁତ କରୁଛନ୍ତି। ମାରେ ଅନକେ ଶତ୍ରୁଗଣ ମାେ ବିଷଯରେ ମିଛ କଥା କହନ୍ତି। ସମାନେେ ମିଛରେ ମାେତେ ଚୋର କହିଲେ ଏବଂ ସହେି ବସ୍ତୁଗୁଡ଼ିକ ମାେତେ ଦବୋକୁ କହିଲେ, ୟାହା ମୁଁ ଚେୀରି କରି ନାହିଁ।

5 ହେ ପରମେଶ୍ବର, ମାରେ ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ। ମୁଁ ମାରେ ପାପଗୁଡ଼ିକ ତୁମ୍ଭଠାରେ ଲୁଚାଇ ପାରିବି ନାହିଁ।

6 ହେ ମାରେ ପ୍ରଭୁ, ସୈନ୍ଯାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେ ମାେ ପାଇଁ ଲଜ୍ଜିତ ହବୋକୁ ଅନୁମତି ଦିଅ ନାହିଁ। ହେ ଇଶ୍ରାୟେଲର ପରମେଶ୍ବର, ତୁମ୍ଭର ଉପାସକମାନେ ମାେ ପାଇଁ ଅପମାନିତ ନ ହୁଅନ୍ତୁ।

7 ମାରେ ମୁହଁ ଲଜ୍ଜ୍ଯାରେ ନଇଁ ପଡ଼ୁଛି। ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ଯ କରିଛି।

8 ମାେ ନିଜ ଭାଇମାନେ ମାେ ସହିତ ଅଚିହ୍ନା ଲୋକ ପରି ବ୍ଯବହାର କଲେ। ମାରେ ମା'ଙ୍କର ପୁଅମାନେ ମାେତେ ବିଦେଶୀ ପରି ବ୍ଯବହାର କଲେ।

9 ମାରେ ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ବଂସ ହାଇେଛି। ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମାେତେ ବାଧେ।

10 ମୁଁ କାନ୍ଦେ ଏବଂ ଉପବାସ କରେ, ଏଥିପାଇଁ ଲୋକମାନେ ମାରେ ଉପହାସ କରନ୍ତି।

11 ମୁଁ ଶାେକରେ ଚଟବସ୍ତ୍ର ପରିଧାନ କରେ ଏବଂ ଲୋକମାନେ ମାେତେ ପରିହାସ କରନ୍ତି।

12 ସମାନେେ, ସର୍ବସାଧାରଣ ସ୍ଥାନରେ ମାରେ ଚର୍ଚ୍ଚା କରୁଛନ୍ତି ଏବଂ ମଦୁଆମାନେ ମାେ ବିଷଯରେ ତାଚ୍ଛଲ୍ଯଭରା ଗୀତ ଗାଉଛନ୍ତି।

13 ହେ ସଦାପ୍ରଭୁ, ମାେ ଜାଣିବାରେ ମୁଁ ପ୍ରାର୍ଥନା କରେ ତୁମ୍ଭେ ମାେତେ ଗ୍ରହଣ କରିନିଅ। ହେ ପରମେଶ୍ବର, ମୁଁ ଆଶାକରେ ତୁମ୍ଭେ ମାେତେ ତୁମ୍ଭର ପରିତ୍ରାଣର ସତ୍ଯତା ଅନୁସାରେ ଉତ୍ତର ଦିଅ। ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରିପାରିବି।

14 ମାେତେ ପଙ୍କ ସ୍ଥାନରୁ ବଞ୍ଚାଅ। ମାେତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ। ଯେଉଁମାନେ ମାେତେ ଘୃଣା କରନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ଏହି ଗଭୀର ପାଣିରୁ ବଂଚାଅ।

15 ବନ୍ଯା ଲହରୀ ମାେତେ ୟମେିତି ବୁଡ଼ାଇ ନ ଦେଉ। ଗଭୀର ସମୁଦ୍ର ମାେତେ ଗ୍ରାସ ନ କରୁ। କବର ମାେତେ ଗିଳି ନ ଦେଉ।

16 ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଉତ୍ତମ। ତଣେୁ ମାେତେ ଉତ୍ତର ଦିଅ। ମାରେ ସହାୟତା ପାଇଁ କୃପାସହକାରେ ମାେତେ ଚାହଁ।

17 ତୁମ୍ଭର ଦାସପ୍ରତି ମୁହଁ ଫରୋଅ ନାହିଁ। ମୁଁ ବିପଦରେ ପଡ଼ିଛି, ମାେତେ ଶୀଘ୍ର ଉତ୍ତର କର।

18 ଆସ ମାରେ ପ୍ରାଣ ରକ୍ଷା କର, ଆସ ଓ ମାରେ ଶତ୍ରୁମାନଙ୍କଠାରୁ ମାେତେ ବଞ୍ଚାଅ।

19 ତୁମ୍ଭେ ଜାଣ ମାରେ ଶତ୍ରୁମାନେ ମାେତେ ନିନ୍ଦା ଓ ଅପମାନିତ କରିଛନ୍ତି। ସମାନେେ ମାେ ସହିତ ଏହା କରିବାର ତୁମ୍ଭେ ଦେଖିଛ।

20 ଲଜ୍ଜା ମାେତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦଇେଛି। କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ଯୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡ଼ାକିଲି, କହେି ସହାନୁଭୂତି ଦଖାଇେଲେ ନାହିଁ। ମୁଁ ଲୋକମାନଙ୍କୁ ଖାଜେିଲି, କିନ୍ତୁ ଯେଉଁମାନେ ମାେତେ ସାନ୍ତ୍ବନା ଦଇପୋରିବେ, କହେି ସହାନୁଭୂତି ଦଖାଇେଲେ ନାହିଁ।

21 ସମାନେେ ମାେତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଲରସ ଦେଲେ।

22 ସମାନଙ୍କେର ମଜେ ଖାଦ୍ୟରେ ପୂର୍ଣ୍ଣ ଥିଲା। ସମାନେେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ୟେ, ମୁଁ ଆଶଙ୍କା କଲି ସହେି ଖାଦ୍ୟ ସମାନଙ୍କେୁ ନଷ୍ଟ କରିବ।

23 ସମାନେେ ଅନ୍ଧ ହୁଅନ୍ତୁ। ସମାନଙ୍କେ ଅଣ୍ଟା ନଇଁ ୟାଉଁ।

24 ସମାନଙ୍କେ ଉପରେ ତୁମ୍ଭର ବଡ଼ କୋର୍ଧ ଢ଼ାଳି ଦିଅ। ତୁମ୍ଭର କୋର୍ଧ ସମାନଙ୍କେୁ ଗ୍ରାସ କରୁ।

25 ସମାନଙ୍କେର ଗୃହଗୁଡ଼ିକୁ ଶୂନ୍ଯ କର। କହେି ଜୀବିତ ନ ରୁହନ୍ତୁ।

26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସମାନେେ ୟାତନା ଦିଅନ୍ତି। ସମାନେେ ୟନ୍ତ୍ରଣା ବିଷଯରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।

27 ସମାନେେ କରିଥିବା ମନ୍ଦକାର୍ୟ୍ଯ ପାଇଁ ସମାନଙ୍କେୁ ଦଣ୍ଡ ଦିଅ। ତୁମ୍ଭର ଦୟା ପରାଯଣତା ତାଙ୍କୁ ଦଖାେଅ ନାହିଁ।

28 ଜୀବନ-ପୁସ୍ତକରୁ ସମାନଙ୍କେର ନାମ ପୋଛି ଦିଅ ଓ ସମାନଙ୍କେ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ।

29 ମୁଁ ଦୁଃଖୀ ଓ ଶାେକାକୁଳ ଅଟେ। ହେ ପରମେଶ୍ବର, ମାେତେ ଉଦ୍ଧାର କର। ମାେତେ ରକ୍ଷା କର।

30 ମୁଁ ଗୀତରେ ପରମେଶ୍ବରଙ୍କ ନାମର ପ୍ରଶଂସା ଗାନ କରିବି ଓ ଧନ୍ଯବାଦ ସହ ତାଙ୍କର ଗୌରବ ଗାନ କରିବି।

31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହବେେ। ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦବୋ ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।

32 ହେ ଗରିବ ଲୋକମାନେ, କିଏ ପରମେଶ୍ବରଙ୍କ ଆରାଧନା କରିବା ପାଇଁ ଆସିଅଛି, ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହାଇଯେିବ।

33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି। ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।

34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ଯସ୍ଥ ସକଳ ଜଙ୍ଗମ ତାଙ୍କର ପ୍ରଶଂସା କରନ୍ତୁ।

35 ସଦାପ୍ରଭୁ ସିଯୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ। ତାଙ୍କର ଲୋକମାନେ ସଠାେରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହବେ।

36 ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ। ଆଉ ତାହାଙ୍କ ନାମର ସ୍ନହକୋରୀଗଣ ତହିଁ ମଧ୍ୟରେ ବାସ କରିବେ।

1 To the chief Musician upon Shoshannim, A Psalm of David.

2 Save me, O God; for the waters are come in unto my soul.

3 I sink in deep mire, where there is no standing: I am come into deep waters, where the floods overflow me.

4 I am weary of my crying: my throat is dried: mine eyes fail while I wait for my God.

5 They that hate me without a cause are more than the hairs of mine head: they that would destroy me, being mine enemies wrongfully, are mighty: then I restored that which I took not away.

6 O God, thou knowest my foolishness; and my sins are not hid from thee.

7 Let not them that wait on thee, O Lord God of hosts, be ashamed for my sake: let not those that seek thee be confounded for my sake, O God of Israel.

8 Because for thy sake I have borne reproach; shame hath covered my face.

9 I am become a stranger unto my brethren, and an alien unto my mother’s children.

10 For the zeal of thine house hath eaten me up; and the reproaches of them that reproached thee are fallen upon me.

11 When I wept, and chastened my soul with fasting, that was to my reproach.

12 I made sackcloth also my garment; and I became a proverb to them.

13 They that sit in the gate speak against me; and I was the song of the drunkards.

14 But as for me, my prayer is unto thee, O Lord, in an acceptable time: O God, in the multitude of thy mercy hear me, in the truth of thy salvation.

15 Deliver me out of the mire, and let me not sink: let me be delivered from them that hate me, and out of the deep waters.

16 Let not the waterflood overflow me, neither let the deep swallow me up, and let not the pit shut her mouth upon me.

17 Hear me, O Lord; for thy lovingkindness is good: turn unto me according to the multitude of thy tender mercies.

18 And hide not thy face from thy servant; for I am in trouble: hear me speedily.

19 Draw nigh unto my soul, and redeem it: deliver me because of mine enemies.

20 Thou hast known my reproach, and my shame, and my dishonour: mine adversaries are all before thee.

21 Reproach hath broken my heart; and I am full of heaviness: and I looked for some to take pity, but there was none; and for comforters, but I found none.

22 They gave me also gall for my meat; and in my thirst they gave me vinegar to drink.

23 Let their table become a snare before them: and that which should have been for their welfare, let it become a trap.

24 Let their eyes be darkened, that they see not; and make their loins continually to shake.

25 Pour out thine indignation upon them, and let thy wrathful anger take hold of them.

26 Let their habitation be desolate; and let none dwell in their tents.

27 For they persecute him whom thou hast smitten; and they talk to the grief of those whom thou hast wounded.

28 Add iniquity unto their iniquity: and let them not come into thy righteousness.

29 Let them be blotted out of the book of the living, and not be written with the righteous.

30 But I am poor and sorrowful: let thy salvation, O God, set me up on high.

31 I will praise the name of God with a song, and will magnify him with thanksgiving.

32 This also shall please the Lord better than an ox or bullock that hath horns and hoofs.

33 The humble shall see this, and be glad: and your heart shall live that seek God.

34 For the Lord heareth the poor, and despiseth not his prisoners.

35 Let the heaven and earth praise him, the seas, and every thing that moveth therein.

36 For God will save Zion, and will build the cities of Judah: that they may dwell there, and have it in possession.

37 The seed also of his servants shall inherit it: and they that love his name shall dwell therein.

Ruth 3 in Tamil and English

1 ਖਲਵਾੜਾ ਫ਼ੇਰ ਰੂਥ ਦੀ ਸੱਸ ਨਾਓਮੀ ਨੇ ਉਸ ਨੂੰ ਆਖਿਆ, “ਮੇਰੀਏ ਧੀਏ, ਮੈਨੂੰ ਤੇਰੇ ਲਈ ਇੱਕ ਚੰਗਾ ਪਤੀ ਲੱਭਣ ਦੇ ਜੋ ਤੇਰੇ ਲਈ ਪ੍ਰਬੰਧ ਕਰੇਗਾ, ਤਾਂ ਜੋ ਤੈਨੂੰ ਸ਼ਾਂਤੀ ਅਤੇ ਅਰਾਮ ਮਿਲ ਸੱਕੇ।
Then Naomi her mother in law said unto her, My daughter, shall I not seek rest for thee, that it may be well with thee?

2 ਹੋ ਸੱਕਦਾ ਬੋਅਜ਼ ਹੀ ਢੁਕਵਾਂ ਆਦਮੀ ਹੋਵੇ। ਬੋਅਜ਼ ਸਾਡਾ ਨਜ਼ਦੀਕੀ ਰਿਸ਼ਤੇਦਾਰ ਹੈ ਅਤੇ ਤੂੰ ਉਸ ਦੀਆਂ ਕਾਮੀਆਂ ਨਾਲ ਕੰਮ ਕੀਤਾ ਹੈ। ਅੱਜ, ਉਹ ਆਪਣੇ ਖਲਵਾੜੇ ਵਿੱਚ ਜੌਂ ਨੂੰ ਫ਼ਟਕ ਰਿਹਾ ਹੋਵੇਗਾ।
And now is not Boaz of our kindred, with whose maidens thou wast? Behold, he winnoweth barley to night in the threshingfloor.

3 ਜਾ ਅਤੇ ਨਹਾ ਕੇ ਅਤਰ ਛਿੜਕ ਲੈ ਚੰਗੇ ਕੱਪੜੇ ਪਾ ਅਤੇ ਖਲਵਾੜੇ ਵੱਲ ਚਲੀ ਜਾ, ਪਰ ਤੂੰ ਓਨੀ ਦੇਰ ਬੋਅਜ਼ ਨੂੰ ਨਜ਼ਰ ਨਾ ਆਵੀਂ ਜਦੋਂ ਤੱਕ ਉਹ ਰਾਤ ਦਾ ਖਾਣਾ ਖਤਮ ਨਾ ਕਰ ਲਵੇ।
Wash thyself therefore, and anoint thee, and put thy raiment upon thee, and get thee down to the floor: but make not thyself known unto the man, until he shall have done eating and drinking.

4 ਖਾਣ ਤੋਂ ਬਾਦ ਉਹ ਅਰਾਮ ਕਰਨ ਲਈ ਲੇਟ ਜਾਵੇਗਾ ਉੱਥੇ ਜਾਵੀਂ ਅਤੇ ਉਸ ਦਿਆਂ ਪੈਰਾਂ ਤੋਂ ਵਸਤਰ ਹਟਾ ਦੇਵੀਂ। ਫ਼ਿਰ ਬੋਅਜ਼ ਨਾਲ ਲੇਟ ਜਾਵੀਂ। ਫ਼ੇਰ ਉਹ ਤੈਨੂੰ ਦੱਸੇਗਾ ਕਿ ਕੀ ਕਰਨਾ ਹੈ।”
And it shall be, when he lieth down, that thou shalt mark the place where he shall lie, and thou shalt go in, and uncover his feet, and lay thee down; and he will tell thee what thou shalt do.

5 ਰੂਥ ਨੇ ਜਵਾਬ ਦਿੱਤਾ, “ਜੋ ਤੁਸੀਂ ਆਖਿਆ ਹੈ ਮੈਂ ਉਵੇਂ ਹੀ ਕਰਾਂਗੀ।”
And she said unto her, All that thou sayest unto me I will do.

6 ਇਸ ਲਈ ਰੂਥ ਖਲਵਾੜੇ ਵੱਲ ਗਈ। ਰੂਥ ਨੇ ਉਹ ਸਭ ਕੁਝ ਕੀਤਾ ਜੋ ਉਸਦੀ ਸੱਸ ਨੇ ਕਰਨ ਲਈ ਆਖਿਆ ਸੀ।
And she went down unto the floor, and did according to all that her mother in law bade her.

7 ਖਾਣ-ਪੀਣ ਤੋਂ ਬਾਦ ਬੋਅਜ਼ ਬਹੁਤ ਸੰਤੁਸ਼ਟ ਹੋ ਗਿਆ। ਬੋਅਜ਼ ਅਨਾਜ ਦੇ ਢੇਰ ਨੇੜੇ ਲੇਟ ਗਿਆ। ਫ਼ੇਰ ਰੂਥ ਬਹੁਤ ਚੁੱਪ-ਚਾਪ ਉਸ ਦੇ ਕੋਲ ਗਈ ਅਤੇ ਉਸ ਦੇ ਪੈਰਾਂ ਤੋਂ ਵਸਤਰ ਹਟਾ ਦਿੱਤਾ। ਰੂਥ ਉਸ ਦੇ ਪੈਰਾਂ ਕੋਲ ਲੇਟ ਗਈ।
And when Boaz had eaten and drunk, and his heart was merry, he went to lie down at the end of the heap of corn: and she came softly, and uncovered his feet, and laid her down.

8 ਅੱਧੀ ਰਾਤ ਵੇਲੇ ਬੋਅਜ਼ ਨੇ ਪਾਸਾ ਪਰਤਿਆ ਆਪਣੀ ਨੀਂਦ ਵਿੱਚ ਅਤੇ ਉੱਠ ਖੜ੍ਹਾ ਹੋਇਆ। ਉਹ ਬਹੁਤ ਹੈਰਾਨ ਹੋ ਗਿਆ। ਉਸ ਦੇ ਪੈਰਾਂ ਨੇੜੇ ਇੱਕ ਔਰਤ ਲੇਟੀ ਹੋਈ ਸੀ।
And it came to pass at midnight, that the man was afraid, and turned himself: and, behold, a woman lay at his feet.

9 ਬੋਅਜ਼ ਨੇ ਆਖਿਆ, “ਤੂੰ ਕੌਣ ਹੈ?” ਉਸ ਨੇ ਆਖਿਆ, “ਮੈਂ ਤੁਹਾਡੀ ਨੌਕਰਾਨੀ ਰੂਥ ਹਾਂ ਮੇਰੇ ਉੱਪਰ ਆਪਣੀ ਚਾਦਰ ਪਾ ਦਿਉ ਤੁਸੀਂ ਮੇਰੇ ਰਾਖੇ ਹੋ।”
And he said, Who art thou? And she answered, I am Ruth thine handmaid: spread therefore thy skirt over thine handmaid; for thou art a near kinsman.

10 ਤਾਂ ਬੋਅਜ਼ ਨੇ ਆਖਿਆ, “ਮੁਟਿਆਰੇ ਯਹੋਵਾਹ ਤੇਰਾ ਭਲਾ ਕਰੇ। ਤੂੰ ਮੇਰੇ ਉੱਤੇ ਮਿਹਰਬਾਨ ਰਹੀਂ ਹੈ ਮੇਰੇ ਲਈ ਤੇਰੀ ਮਿਹਰਬਾਨੀ ਉਸ ਮਿਹਰਬਾਨੀ ਨਾਲੋਂ ਵਡੇਰੀ ਹੈ ਜਿਹੜੀ ਤੂੰ ਸ਼ੁਰੂ ਵਿੱਚ ਨਾਓਮੀ ਉੱਤੇ ਕੀਤੀ ਸੀ। ਤੂੰ ਸ਼ਾਦੀ ਲਈ ਕਿਸੇ ਅਮੀਰ ਜਾਂ ਗਰੀਬ ਜਵਾਨ ਆਦਮੀ ਨੂੰ ਵੀ ਚੁਣ ਸੱਕਦੀ ਸੀ ਪਰ ਤੂੰ ਅਜਿਹਾ ਨਹੀਂ ਕੀਤਾ।
And he said, Blessed be thou of the Lord, my daughter: for thou hast shewed more kindness in the latter end than at the beginning, inasmuch as thou followedst not young men, whether poor or rich.

11 ਹੁਣ, ਮੁਟਿਆਰੇ ਭੈਭੀਤ ਨਾ ਹੋ ਜੋ ਤੂੰ ਆਖੇਗੀ ਮੈਂ ਉਹੀ ਕਰਾਂਗਾ। ਸਾਡੇ ਕਸਬੇ ਦੇ ਸਾਰੇ ਲੋਕ ਜਾਣਦੇ ਹਨ ਕਿ ਤੂੰ ਬਹੁਤ ਚੰਗੀ ਔਰਤ ਹੈ।
And now, my daughter, fear not; I will do to thee all that thou requirest: for all the city of my people doth know that thou art a virtuous woman.

12 ਅਤੇ ਇਹ ਸੱਚ ਹੈ ਕਿ ਮੈਂ ਨਜ਼ਦੀਕੀ ਰਿਸ਼ਤੇਦਾਰ ਹਾਂ। ਪਰ ਇੱਥੇ ਇੱਕ ਆਦਮੀ ਹੈ ਜਿਹੜਾ ਮੇਰੇ ਨਾਲੋਂ ਵੱਧੇਰੇ ਤੇਰਾ ਨਜ਼ਦੀਕੀ ਰਿਸ਼ਤੇਦਾਰ ਹੈ।
And now it is true that I am thy near kinsman: howbeit there is a kinsman nearer than I.

13 ਰਾਤ ਇੱਥੇ ਰੁਕ ਜਾ ਸਵੇਰੇ ਅਸੀਂ ਦੇਖਾਂਗੇ ਕਿ ਕੀ ਉਹ ਤੇਰੀ ਮਦਦ ਕਰੇਗਾ। ਜੇ ਉਹ ਤੇਰੀ ਮਦਦ ਕਰਨ ਦਾ ਫ਼ੈਸਲਾ ਕਰਦਾ ਹੈ ਤਾਂ ਬਹੁਤ ਚੰਗੀ ਗੱਲ ਹੈ। ਜੇ ਉਹ ਮਦਦ ਕਰਨ ਤੋਂ ਇਨਕਾਰ ਕਰਦਾ ਹੈ ਤਾਂ ਮੈਂ ਯਹੋਵਾਹ ਨੂੰ ਹਾਜਰ-ਨਾਜਰ ਸਮਝਕੇ ਇਕਰਾਰ ਕਰਦਾ ਹਾਂ ਕਿ ਮੈਂ ਤੇਰੇ ਨਾਲ ਸ਼ਾਦੀ ਕਰ ਲਵਾਂਗਾ ਅਤੇ ਤੇਰੇ ਲਈ ਅਲੀਮਲਕ ਦੀ ਧਰਤੀ ਵਾਪਸ ਖਰੀਦ ਦੇਵਾਂਗਾ। ਇਸ ਲਈ ਸਵੇਰ ਹੋਣ ਤੱਕ ਇੱਥੇ ਲੇਟੀ ਰਹਿ।”
Tarry this night, and it shall be in the morning, that if he will perform unto thee the part of a kinsman, well; let him do the kinsman’s part: but if he will not do the part of a kinsman to thee, then will I do the part of a kinsman to thee, as the Lord liveth: lie down until the morning.

14 ਇਸ ਲਈ ਰੂਥ ਬੋਅਜ਼ ਦੇ ਪੈਰਾਂ ਨੇੜੇ ਸਵੇਰ ਤੱਕ ਲੇਟੀ ਰਹੀ। ਹਾਲੇ ਹਨੇਰਾ ਹੀ ਸੀ ਜਦੋਂ ਉਹ ਉੱਠ ਖਲੋਤੀ। ਇਸਤੋਂ ਪਹਿਲਾਂ ਕਿ ਇੰਨਾ ਚਾਨਣ ਹੋ ਜਾਵੇ ਕਿ ਲੋਕ ਇੱਕ ਦੂਜੇ ਨੂੰ ਪਛਾਣ ਲੈਣ। ਬੋਅਜ਼ ਨੇ ਉਸ ਨੂੰ ਆਖਿਆ, “ਅਸੀਂ ਇਸ ਗੱਲ ਨੂੰ ਗੁਪਤ ਰੱਖਾਂਗੇ ਕਿ ਤੂੰ ਪਿੱਛਲੀ ਰਾਤ ਮੇਰੇ ਕੋਲ ਆਈ ਸੀ।”
And she lay at his feet until the morning: and she rose up before one could know another. And he said, Let it not be known that a woman came into the floor.

15 ਫ਼ੇਰ ਬੋਅਜ਼ ਨੇ ਆਖਿਆ, “ਆਪਣਾ ਸ਼ੌਲ ਲਿਆ ਅਤੇ ਇਸ ਨੂੰ ਖੋਲ੍ਹ।” ਇਸ ਲਈ ਰੂਥ ਨੇ ਆਪਣੇ ਸ਼ੌਲ ਨੂੰ ਖੋਲ੍ਹਿਆ ਅਤੇ ਬੋਅਜ਼ ਨੇ ਜੌਆਂ ਦੇ ਛੇ ਤੋਂਲ ਲਈ ਅਤੇ ਉਸਦੀ ਸੱਸ ਨਾਓਮੀ ਨੂੰ ਸੁਗਾਤ ਵਜੋਂ ਦੇ ਦਿੱਤੇ। ਫ਼ੇਰ ਉਸ ਨੇ ਇਸ ਨੂੰ ਰੂਥ ਦੇ ਸ਼ੌਲ ਵਿੱਚ ਲਪੇਟ ਕੇ ਅਤੇ ਉਸ ਦੇ ਸਿਰ ਉੱਤੇ ਰੱਖ ਦਿੱਤਾ ਫ਼ੇਰ ਉਹ ਸ਼ਹਿਰ ਨੂੰ ਵਪਸ ਚੱਲਾ ਗਿਆ।
Also he said, Bring the vail that thou hast upon thee, and hold it. And when she held it, he measured six measures of barley, and laid it on her: and she went into the city.

16 ਰੂਥ ਆਪਣੀ ਸੱਸ ਨਾਓਮੀ ਦੇ ਘਰ ਚਲੀ ਗਈ। ਨਾਓਮੀ ਦਰਵਾਜ਼ੇ ਵੱਲ ਗਈ ਅਤੇ ਪੁੱਛਿਆ, “ਕੌਣ ਹੈ?” ਰੂਥ ਘਰ ਚਲੀ ਗਈ। ਨਾਓਮੀ ਨੂੰ ਉਹ ਸਾਰੀ ਗੱਲ ਦੱਸੱਦਿਆਂ ਹੋਇਆ ਜਿਹੜੀ ਬੋਅਜ਼ ਨੇ ਉਸ ਨਾਲ ਕੀਤੀ ਸੀ।
And when she came to her mother in law, she said, Who art thou, my daughter? And she told her all that the man had done to her.

17 ਉਸ ਨੇ ਆਖਿਆ, “ਬੋਅਜ਼ ਨੇ ਮੈਨੂੰ ਇਹ ਜੌਂ ਤੁਹਾਡੇ ਲਈ ਸੁਗਾਤ ਵਜੋਂ ਦਿੱਤੇ ਹਨ ਬੋਅਜ਼ ਨੇ ਆਖਿਆ ਸੀ ਕਿ ਮੈਂ ਤੁਹਾਡੇ ਲਈ ਸੁਗਾਤ ਲਈ ਬਿਨਾ ਘਰ ਨਾ ਜਾਵਾਂ।”
And she said, These six measures of barley gave he me; for he said to me, Go not empty unto thy mother in law.

18 ਨਾਓਮੀ ਨੇ ਆਖਿਆ, “ਧੀਏ ਓਨੀ ਦੇਰ ਤੱਕ ਹੌਂਸਲਾ ਰੱਖ ਜਿੰਨੀ ਦੇਰ ਤੱਕ ਅਸੀਂ ਕੁਝ ਵਾਪਰਨ ਬਾਰੇ ਨਹੀਂ ਸੁਣਦੇ ਬੋਅਜ਼ ਨੂੰ ਓਨੀ ਦੇਰ ਤੱਕ ਚੈਨ ਨਹੀਂ ਆਵੇਗਾ ਜਦੋਂ ਤੱਕ ਕਿ ਉਹ ਗੱਲ ਨਹੀਂ ਕਰ ਲੈਂਦਾ ਜਿਹੜੀ ਉਸ ਨੂੰ ਕਰਨੀ ਚਾਹੀਦੀ ਹੈ। ਅਸੀਂ ਦਿਨ ਮੁੱਕਣ ਤੋਂ ਪਹਿਲਾਂ ਹੀ ਜਾਣ ਲਵਾਂਗੇ ਕਿ ਕੀ ਵਾਪਰੇਗਾ।”
Then said she, Sit still, my daughter, until thou know how the matter will fall: for the man will not be in rest, until he have finished the thing this day.