Psalm 60:8 in Oriya

Oriya Oriya Bible Psalm Psalm 60 Psalm 60:8

Psalm 60:8
ମାୟୋବ ମାରେ ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର। ଇଦୋମ ମାରେ ପାଦୁକା ବହନ କରିବ। ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି। ତୁମ୍ଭେ ବିଜଯ ସକାଶେ ଜଯଧ୍ବନି କର।

Psalm 60:7Psalm 60Psalm 60:9

Psalm 60:8 in Other Translations

King James Version (KJV)
Moab is my washpot; over Edom will I cast out my shoe: Philistia, triumph thou because of me.

American Standard Version (ASV)
Moab is my washpot; Upon Edom will I cast my shoe: Philistia, shout thou because of me.

Bible in Basic English (BBE)
Moab is my washpot; over Edom will I put out my shoe; over Philistia will a glad cry be sounded.

Darby English Bible (DBY)
Moab is my wash-pot; upon Edom will I cast my sandal; Philistia, shout aloud because of me.

Webster's Bible (WBT)
God hath spoken in his holiness; I will rejoice, I will divide Shechem, and measure out the valley of Succoth.

World English Bible (WEB)
Moab is my wash basin. I will throw my shoe on Edom. I shout in triumph over Philistia."

Young's Literal Translation (YLT)
Moab `is' my pot for washing, over Edom I cast my shoe, Shout, concerning me, O Philistia.

Moab
מוֹאָ֤ב׀môʾābmoh-AV
is
my
washpot;
סִ֬ירsîrseer

רַחְצִ֗יraḥṣîrahk-TSEE
over
עַלʿalal
Edom
אֱ֭דוֹםʾĕdômA-dome
out
cast
I
will
אַשְׁלִ֣יךְʾašlîkash-LEEK
my
shoe:
נַעֲלִ֑יnaʿălîna-uh-LEE
Philistia,
עָ֝לַ֗יʿālayAH-LAI
triumph
פְּלֶ֣שֶׁתpĕlešetpeh-LEH-shet
thou
because
הִתְרוֹעָֽעִי׃hitrôʿāʿîheet-roh-AH-ee

Cross Reference

2 Samuel 8:1
ଏହାପରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ ଓ ସମାନଙ୍କେଠାରକ୍ସ୍ଟ ତାଙ୍କ ରାଜଧାନୀର କତ୍ତର୍କ୍ସ୍ଟତ୍ବ ନେଲେ।

2 Samuel 8:14
ଦାଉଦ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ଇଦୋମ ରେ ମୃତଯନ କଲେ। ସେ ଇଦୋମ ସାରା ବହକ୍ସ୍ଟତ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ମୃତଯନ କଲେ। ସମସ୍ତ ଇଦୋମୀଯଗଣ ଦାଉଦଙ୍କର ଦାସ ହେଲ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।

Psalm 108:9
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି ଏବଂ ଜଯଧ୍ବନି କରିବି।

1 Chronicles 18:13
ଅବୀଶଯ ଇଦୋମ ରେ ମଧ୍ଯ ଦୁର୍ଗମାନ ନିର୍ମାଣ କଲେ ଓ ସମସ୍ତ ଇଦୋମୀଯ ଲୋକ ଦାଉଦଙ୍କ ଦାସ ହେଲେ। ଦାଉଦ ଯେଉଁସବୁ ସ୍ଥାନକୁ ଗଲେ, ସହେିଠା ରେ ସଦାପ୍ରଭୁ ତାଙ୍କୁ ବିଜଯ ପ୍ରଦାନ କଲେ।

1 Chronicles 18:1
ପରେ ଦାଉଦ ପଲେଷ୍ଟୀୟ ଲୋକଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେୁ ପରାସ୍ତ କଲେ। ସେ ପଲେଷ୍ଟୀୟମାନଙ୍କଠାରୁ ଗାଥ ସହର ଓ ତାହାର ଚତୁର୍ଦ୍ଦିଗ ରେ ଥିବା କ୍ଷୁଦ୍ର ସହରଗୁଡ଼ିକୁ ଚ୍ଛିନ୍ନ କରି ନଇଗେଲେ।

2 Samuel 21:15
ଏହାପରେ ପଲେଷ୍ଟୀୟମାନଙ୍କର ଇଶ୍ରାୟେଲ ସହିତ ପକ୍ସ୍ଟନର୍ବାର ୟକ୍ସ୍ଟଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଲାନ୍ତ ହେଲେ।

2 Samuel 5:17
ପଲେଷ୍ଟୀୟମାନେ ଜାଣିବାକକ୍ସ୍ଟ ପାଇଲେ ଯେ, ସମଗ୍ର ଇଶ୍ରାୟେଲୀୟମାନଙ୍କ ରାଜା ଭାବରେ ଦାଉଦଙ୍କକ୍ସ୍ଟ ବଚ୍ଛା ୟାଇଛି। ତେଣୁ ଦାଉଦଙ୍କକ୍ସ୍ଟ ମାରିବା ପାଇଁ ସମସ୍ତ ପଲେଷ୍ଟୀୟ ଦାଉଦଙ୍କକ୍ସ୍ଟ ଖାଜେିଲେ। ତେଣୁ ଦାଉଦ ଏହା ଜାଣିପାରି ୟିରକ୍ସ୍ଟଶାଲମ ରେ ଥିବା ଗଡ ଭିତ ରେ ୟାଇ ଲକ୍ସ୍ଟଚିଲେ।

Numbers 24:18
ଇଶ୍ରାୟେଲ ଶକ୍ତିଶାଳୀ ହବେ। ସେ ଇଦୋମ ଅଧିକାର କରିବ। ଶତୃରାଜ୍ଯ ସଯେୀର ମଧ୍ଯ ଅଧିକାର କରିବ।

Genesis 27:40
ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।

Genesis 25:23
ସଦାପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ଗର୍ଭ ରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହବେେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହବେ। ପୁଣି ଜେଷ୍ଠ କନିଷ୍ଠର ସବୋ କରିବ।