Psalm 57:5
ପରମେଶ୍ବର, ସ୍ବର୍ଗ ଉପରେ ଜାଗି ଉଠ। ସମୁଦାଯ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
Psalm 57:5 in Other Translations
King James Version (KJV)
Be thou exalted, O God, above the heavens; let thy glory be above all the earth.
American Standard Version (ASV)
Be thou exalted, O God, above the heavens; `Let' thy glory `be' above all the earth.
Bible in Basic English (BBE)
O God, be lifted up higher than the heavens; let your glory be over all the earth.
Darby English Bible (DBY)
Be exalted above the heavens, O God; let thy glory be above all the earth!
Webster's Bible (WBT)
My soul is among lions: and I lie even among them that are set on fire, even the sons of men, whose teeth are spears and arrows, and their tongue a sharp sword.
World English Bible (WEB)
Be exalted, God, above the heavens! Let your glory be above all the earth!
Young's Literal Translation (YLT)
Be Thou exalted above the heavens, O God, Above all the earth Thine honour.
| Be thou exalted, | ר֣וּמָה | rûmâ | ROO-ma |
| O God, | עַל | ʿal | al |
| above | הַשָּׁמַ֣יִם | haššāmayim | ha-sha-MA-yeem |
| the heavens; | אֱלֹהִ֑ים | ʾĕlōhîm | ay-loh-HEEM |
| glory thy let | עַ֖ל | ʿal | al |
| be above | כָּל | kāl | kahl |
| all | הָאָ֣רֶץ | hāʾāreṣ | ha-AH-rets |
| the earth. | כְּבוֹדֶֽךָ׃ | kĕbôdekā | keh-voh-DEH-ha |
Cross Reference
Habakkuk 2:14
ତା'ପ ରେ ଲୋକମାନେ ସବୁଆଡେ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ର ରେ ଜଳ ବ୍ଯାପିଲା ପରି ଏହି ଖବର ଗ୍ଭରିଆଡେ ବ୍ଯାପିୟିବ।
Isaiah 6:3
ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।
Psalm 72:19
ତାଙ୍କର ଗୌରବାନ୍ବିତ ନାମର ମହିମା ଅନନ୍ତକାଳ ପର୍ୟ୍ଯନ୍ତ ଗାନ କର। ତାହାଙ୍କ ଗୌରବରେ ସମୁଦାଯ ପୃଥିବୀ ପରିପୂର୍ଣ୍ଣ ହେଉ! ଆମେନ୍, ଆମେନ୍।
Psalm 57:11
ପରମେଶ୍ବର, ସ୍ବର୍ଗ ଉପରେ ଉଠ। ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।
Numbers 14:21
କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ ହବେ।
Psalm 113:4
ସଦାପ୍ରଭୁ ସମୁଦାଯ ବହୁ ଜାତିଗଣ ଉପରେ ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
Psalm 108:4
ସଦାପ୍ରଭୁ ତୁମ୍ଭର ପ୍ରମେ ଆକାଶଠାରୁ ମହତ୍। ତୁମ୍ଭର ବିଶ୍ବାସନୀଯତା ଗଗନସ୍ପର୍ଶୀ ଆକାଶ ପର୍ୟ୍ଯନ୍ତ ପହଞ୍ଚେ।
Habakkuk 3:3
ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
Psalm 8:1
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ଓ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।
Psalm 148:13
ସମାନେେ ସମସ୍ତେ ସଦାପ୍ରଭୁଙ୍କ ନାମକୁ ପ୍ରଶଂସା କରିବା ଉଚିତ୍। ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ। ତାଙ୍କର ଖ୍ଯାତି ସ୍ବର୍ଗ ଏବଂ ପୃଥିବୀରେ ମହାନ୍।
Psalm 21:13
ହେ ସଦାପ୍ରଭୁ ତୁମ୍ଭର ଶକ୍ତିର ବିଜଯ ଗୀତ ଚାରିଆଡ଼େ ଗୁଞ୍ଜରିତ ହେଉ। ଆମ୍ଭେ ସହେି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ଯ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଚାରିଆଡ଼େ ପ୍ରଚାର କରିବୁ।
Isaiah 2:11
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।
Matthew 6:9
ଏଣୁ ଏହି ଭଳି ପ୍ରାର୍ଥନା କର: ' ହେ ସ୍ବର୍ଗ ରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।
Isaiah 2:17
ସେତବେେଳେ ଲୋକମାନେ ଗର୍ବିତ ହବୋରୁ ନିବୃତ୍ତ ହବେେ। ସହେି ଗର୍ବିତ ମାନବ ନମ୍ର ହବେେ ଏବଂ କବଳେ ସହେିଦିନ ରେ ସଦାପ୍ରଭୁ ଉଚ୍ଚ ରେ ରହିବେ।
Isaiah 12:4
ତା'ପ ରେ ତୁମ୍ଭେ କହିବ, ସଦାପ୍ରଭୁଙ୍କର ପ୍ରଶଂସା କର। ତାହାଙ୍କ ନାମ ରେ ପ୍ରାର୍ଥନା କର। ସେ ଯେଉଁ ମହାନ୍ କାର୍ୟ୍ଯ କରିଛନ୍ତି, ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗ ରେ ତାଙ୍କର ପ୍ରଶଂସା କର।'
Isaiah 37:20
ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀଯ ରାଜାଙ୍କଠାରୁ ଉଦ୍ଧାର କର, ତାହା ହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ବର, ଏକଥା ସମଗ୍ର ପୃଥିବୀବାସୀ ଜାଣିବେ।
1 Chronicles 29:1
ଏକତ୍ରୀତ ହୋଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, ପରମେଶ୍ବର ମାରେ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶ ଲୋମନ ଅଳ୍ପବଯସ୍କ ଅଟେ ଓ ଏହି କାର୍ୟ୍ଯ ନିମନ୍ତେ ଯେଉଁ ସମସ୍ତ ବିଷଯ ଆବଶ୍ଯକ, ସେ ତାହା ଜାଣେ ନାହିଁ ? କିନ୍ତୁ ଏହି କାର୍ୟ୍ଯ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ଅଟେ।