Psalm 51:6 in Oriya

Oriya Oriya Bible Psalm Psalm 51 Psalm 51:6

Psalm 51:6
ହେ ପରମେଶ୍ବର, ମୁଁ ବିଶ୍ବସ୍ତ ହୁଏ ବୋଲି ତୁମ୍ଭେ ଚାହଁ, ତଣେୁ ମାେ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।

Psalm 51:5Psalm 51Psalm 51:7

Psalm 51:6 in Other Translations

King James Version (KJV)
Behold, thou desirest truth in the inward parts: and in the hidden part thou shalt make me to know wisdom.

American Standard Version (ASV)
Behold, thou desirest truth in the inward parts; And in the hidden part thou wilt make me to know wisdom.

Bible in Basic English (BBE)
Your desire is for what is true in the inner parts: in the secrets of my soul you will give me knowledge of wisdom.

Darby English Bible (DBY)
Behold, thou wilt have truth in the inward parts; and in the hidden [part] thou wilt make me to know wisdom.

Webster's Bible (WBT)
Against thee, thee only, have I sinned, and done this evil in thy sight: that thou mayest be justified when thou speakest, and be clear when thou judgest.

World English Bible (WEB)
Behold, you desire truth in the inward parts. You teach me wisdom in the inmost place.

Young's Literal Translation (YLT)
Lo, truth Thou hast desired in the inward parts, And in the hidden part Wisdom Thou causest me to know.

Behold,
הֵןhēnhane
thou
desirest
אֱ֭מֶתʾĕmetA-met
truth
חָפַ֣צְתָּḥāpaṣtāha-FAHTS-ta
parts:
inward
the
in
בַטֻּח֑וֹתbaṭṭuḥôtva-too-HOTE
hidden
the
in
and
וּ֝בְסָתֻ֗םûbĕsātumOO-veh-sa-TOOM
know
to
me
make
shalt
thou
part
חָכְמָ֥הḥokmâhoke-MA
wisdom.
תוֹדִיעֵֽנִי׃tôdîʿēnîtoh-dee-A-nee

Cross Reference

1 Samuel 16:7
କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଇଲୀଯାବ ଡେଙ୍ଗା ଓ ସକ୍ସ୍ଟନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନକ୍ସ୍ଟଷ୍ଯ ଯେପରି ଦେଖେ ସଦାପ୍ରଭୁ ସପରେି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀଯାବ ଉପୟକ୍ସ୍ଟକ୍ତ ଲୋକ ନକ୍ସ୍ଟହଁ।

Job 38:36
ଆୟୁବ କିଏ ମଣିଷକୁ ବୁଦ୍ଧିମାନ କରେ ? କିଏ ତାଙ୍କ ଭିତ ରେ ଜ୍ଞାନ ଭର୍ତ୍ତୀ କରେ।

Romans 7:22
ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।

1 Chronicles 29:17
ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।

Jeremiah 5:3
ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସମାନଙ୍କେୁ ସତ୍ଯ ଓ ବିଶ୍ବସ୍ତ ହବୋକୁ ଚାହଁ। ସମାନଙ୍କେୁ ପ୍ରହାର କରିଅଛ। ମାତ୍ର ସମାନେେ ଅନୁତପ୍ତ ନୁହଁନ୍ତି। ତୁମ୍ଭେ ସମାନଙ୍କେୁ ଜୀର୍ଣ୍ଣ କରିଅଛ। ମାତ୍ର ସମାନେେ ଶାସ୍ତି ଗ୍ରହଣ କରିବାକୁ ଅସ୍ବୀକାର କରିଅଛନ୍ତି। ସମାନେେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସମାନେେ କୁପଥରୁ ଫରେିବାକୁ ଇଚ୍ଛା କରି ନାହାଁନ୍ତି।

Jeremiah 32:40
ପୁଣି ସମାନଙ୍କେର ମଙ୍ଗଳ ପାଇଁ ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ଯସ୍ଥାଯୀ ନିଯମ ସମାନଙ୍କେ ସଙ୍ଗେ କରିବା। ସମାନେେ ଯେପରି ଆମ୍ଭଠାରୁ ଦୂ ରଇେ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷଯକ ଭୟ ସମାନଙ୍କେ ଅନ୍ତର ରେ ସ୍ଥାପନ କରିବା।

James 4:8
ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।

1 Peter 3:4
ତୁମ୍ଭର ସୌନ୍ଦର୍ୟ୍ଯ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦବୋ ଉଚିତ। ଏହି ସୌନ୍ଦର୍ୟ୍ଯ କବେେ ହେଲେ ସମାପ୍ତ ହବେ ନାହିଁ। ପରମେଶ୍ବର ଏହାକୁ ସବୁଠାରୁ ମୂଲ୍ଯବାନ୍ ମନେ କରନ୍ତି।

John 4:23
ଏପରି ସମୟ ଆସୁଛି, ଯେତବେେଳେ ପ୍ରକୃତ ଉପାସକ ମାନେ ପରମପିତାଙ୍କୁ ଆତ୍ମା ଓ ସତ୍ଯ ରେ ଉପାସନା କରିବେ। ସହେି ସମୟ ବର୍ତ୍ତମାନ ଉପସ୍ଥିତ। ସହେିଭଳି ଲୋକମାନଙ୍କୁ ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଚାହାଁନ୍ତି।

Psalm 15:2
କବଳେ ଯେଉଁ ବ୍ଯକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ୟାପନ କରେ, ଭଲ କାର୍ୟ୍ଯ କରେ ଓ ଅନ୍ତରରୁ ସତ୍ଯକଥା ପ୍ରକାଶ କରେ ସେ କବଳେ ତୁମ୍ଭର ପବିତ୍ର ପର୍ବତରେ ବାସ କରିପାରିବ।

Psalm 5:9
ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।

Job 32:8
କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।

2 Chronicles 31:20
ଅତଏବ ରାଜା ହିଜକିଯ ଯିହୁଦା ରେ ଏହି ସମସ୍ତ ଉତ୍ତମ କାର୍ୟ୍ଯ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ବସ୍ତ ଥିଲେ।

Genesis 20:5
ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।

Psalm 26:2
ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର।

Psalm 125:4
ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର। ପବିତ୍ର ହୃଦଯ ସହିତ ଲୋକମାନଙ୍କର ମଙ୍ଗଳ କର।

Proverbs 2:6
ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।

Proverbs 2:21
ସରଳ ଲୋକମାନେ ଦେଶ ରେ ବାସ କରିବେ। ନିର୍ଦ୍ଦୋଶୀମାନେ ତହିଁରେ ରହିବେ।

Jeremiah 31:33
ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।

Luke 11:39
ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତ ରେ ତୁମ୍ଭମାନେେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା' ଦ୍ବାରା ପାଇଥିବା ଜିନିଷ ରେ ପରିପୂର୍ଣ୍ଣ କରିଛ।

2 Corinthians 1:12
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।

2 Kings 20:3
ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।