Psalm 38:22
ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର। ହେ ମାରେ ପରମେଶ୍ବର ମାେତେ ଉଦ୍ଧାର କର।
Psalm 38:22 in Other Translations
King James Version (KJV)
Make haste to help me, O Lord my salvation.
American Standard Version (ASV)
Make haste to help me, O Lord, my salvation. Psalm 39 For the Chief Musician, Jeduthun. A Psalm of David.
Bible in Basic English (BBE)
Come quickly to give me help, O Lord, my salvation.
Darby English Bible (DBY)
Make haste to help me, O Lord, my salvation.
Webster's Bible (WBT)
Forsake me not, O LORD: O my God, be not far from me.
World English Bible (WEB)
Hurry to help me, Lord, my salvation.
Young's Literal Translation (YLT)
Haste to help me, O Lord, my salvation!
| Make haste | ח֥וּשָׁה | ḥûšâ | HOO-sha |
| to help | לְעֶזְרָתִ֑י | lĕʿezrātî | leh-ez-ra-TEE |
| me, O Lord | אֲ֝דֹנָ֗י | ʾădōnāy | UH-doh-NAI |
| my salvation. | תְּשׁוּעָתִֽי׃ | tĕšûʿātî | teh-shoo-ah-TEE |
Cross Reference
Psalm 40:13
ହେ ସଦାପ୍ରଭୁ, ଅନୁଗ୍ରହ କରି ମାେତେ ଉଦ୍ଧାର କର। ହେ ସଦାପ୍ରଭୁ ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର।
Psalm 27:1
ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।
Psalm 40:17
ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ। ହେ ମାରେ ପରମେଶ୍ବର ଆଉ ବିଳମ୍ବ କର ନାହିଁ। ମାେତେ ସାହାୟ୍ଯ କର ଓ ମାେତେ ଉଦ୍ଧାର କର।
Isaiah 12:2
ପରମେଶ୍ବର ମାରେ ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ବାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମାେତେ ରକ୍ଷା କରନ୍ତି। ୟିହୋବା ସଦାପ୍ରଭୁ ମାରେ ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।
Psalm 141:1
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତବେେଳେ ମୁଁ ଡ଼ାକୁଛି ସେତବେେଳେ ତୁମ୍ଭେ ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର। ୟଥା ଶୀଘ୍ର ମାେତେ ସାହାୟ୍ଯ କର।
Psalm 71:12
ହେ ପରମେଶ୍ବର, ମାେ ପାଖରୁ ଦୂରଇେ ୟାଅ ନାହିଁ, ହେ ପରମେଶ୍ବର ଶୀଘ୍ର ମାେତେ ଉଦ୍ଧାର କର।
Psalm 70:5
ମୁଁ ଏକ ନିଃସହାୟ ଲୋକ। ହେ ପରମେଶ୍ବର, ଶୀଘ୍ର ମାେତେ ଉଦ୍ଧାର କର ! ହେ ପରମେଶ୍ବର !ତୁମ୍ଭେ ହିଁ କବଳେ ମାରେ ସହାୟ ଓ ରକ୍ଷା କର। ସଦାପ୍ରଭୁ ବିଳମ୍ବ କର ନାହିଁ।
Psalm 70:1
ହେ ପରମେଶ୍ବର, ମାେତେ ରକ୍ଷା କର ! ହେ ପରମେଶ୍ବର, ମାେତେ ଶୀଘ୍ର ଉତ୍ତର କର !
Psalm 62:6
ହଁ, ସତରେ ପରମେଶ୍ବର ହେଉଛନ୍ତି ମାରେ ଶୈଳ, ୟିଏକି ମାେତେ ସୁରକ୍ଷିତ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।
Psalm 62:2
ହଁ, ପରମେଶ୍ବର ମାରେ ଶୈଳ ୟିଏ ମାେତେ ନିରାପଦ ରଖନ୍ତି। ପରମେଶ୍ବର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମାରେ ଦୁର୍ଗ। ମୁଁ ଧ୍ବଂସରୁ ନିରାପଦ ରହିବି।