Psalm 33:3 in Oriya

Oriya Oriya Bible Psalm Psalm 33 Psalm 33:3

Psalm 33:3
ତାଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଶୁଣାଅ। ସୁନ୍ଦର ସ୍ବରରେ ମନୋହର ବାଦ୍ଯରେ ଏକ ଗୀତ ରଚନା କର।

Psalm 33:2Psalm 33Psalm 33:4

Psalm 33:3 in Other Translations

King James Version (KJV)
Sing unto him a new song; play skilfully with a loud noise.

American Standard Version (ASV)
Sing unto him a new song; Play skilfully with a loud noise.

Bible in Basic English (BBE)
Make a new song to him; playing expertly with a loud noise.

Darby English Bible (DBY)
Sing unto him a new song; play skilfully with a loud sound.

Webster's Bible (WBT)
Sing to him a new song; play skillfully with a loud noise.

World English Bible (WEB)
Sing to him a new song. Play skillfully with a shout of joy!

Young's Literal Translation (YLT)
Sing ye to Him a new song, Play skilfully with shouting.

Sing
שִֽׁירוּšîrûSHEE-roo
unto
him
a
new
ל֭וֹloh
song;
שִׁ֣ירšîrsheer
play
חָדָ֑שׁḥādāšha-DAHSH
skilfully
הֵיטִ֥יבוּhêṭîbûhay-TEE-voo
with
a
loud
noise.
נַ֝גֵּ֗ןnaggēnNA-ɡANE
בִּתְרוּעָֽה׃bitrûʿâbeet-roo-AH

Cross Reference

Psalm 96:1
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାଅ। ହେ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗୀତ ଗାନ କର।

Isaiah 42:10
ହେ ଦ୍ବୀପଗଣ ଓ ତନ୍ନିବାସୀଗଣ, ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ ଏବଂ ପୃଥିବୀସ୍ଥ ଦୂରଦେଶୀଯ ଲୋକମାନେ, ତୁମ୍ଭମାନେେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଏକ ନୂତନ ସଙ୍ଗୀତ ତାଙ୍କ ବିଷଯ ରେ ଗାନ କର।

Revelation 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

Psalm 144:9
ହେ ସଦାପ୍ରଭୁ, ତୁମ୍ଭ ବିଷଯରେ ମୁଁ ନୂତନ ଗୀତ ଗାନ କରିବି। ଦଶତାର ୟନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ଯରେ ମୁଁ ପ୍ରଶଂସାଗାନ କରିବି।

Psalm 98:1
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !

Revelation 14:3
ଏହି ଲୋକମାନେ ସିଂହାସନ ସମ୍ମୁଖ ରେ ଚାରିଜଣ ଜୀବନ୍ତ ପଶୁଙ୍କ ସମ୍ମୁଖ ରେ ଓ ପ୍ରାଚୀନମାନଙ୍କ ସମ୍ମୁଖ ରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କବଳେ 1,44,000 ଜଣ ଲୋକମାନଙ୍କ ଛଡ଼ା କହେି ହେଲେ ଏହି ଗୀତ ଶିଖି ପାରିଲେ ନାହିଁ।

Colossians 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।

Ephesians 5:19
ସ୍ତୁତି, ଭଜନ, ଆଧ୍ଯାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତୁମ୍ଭମାନେେ ଆପଣାର ସଂପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।

Psalm 149:1
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।

Psalm 40:3
ସଦାପ୍ରଭୁ ମାେ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ। ସହେି ଗୀତଟି ପରମେଶ୍ବରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା। ଅନକେ ଲୋକ ଦେଖିବେ ମାେ ପ୍ରତି ୟାହା ସବୁ ଘଟିଗଲା, ୟାହାଫଳରେ ସମାନେେ ପରମେଶ୍ବରଙ୍କୁ ଉପାସନା କରିବେ। ସମାନେେ ସଦାପ୍ରଭୁଙ୍କୁ ବିଶ୍ବାସ କରିବେ।

2 Chronicles 34:12
ଲୋକମାନେ ଅତି ବିଶ୍ବସ୍ତଭାବରେ କାର୍ୟ୍ଯ କରୁଥିଲେ। ସମାନଙ୍କେର ତଦାରଖକାରୀମାନେ ଥିଲେ ୟହତ୍ ଓ ଓବଦିଯ। ୟହତ୍ ଓ ଓବଦିଯ ଲବେୀୟ ଓ ମରାରିଙ୍କ ବଂଶଧର ଥିଲେ। ଅନ୍ୟ ତଦାରଖକାରୀମାନେ ଥିଲେ ଜିଖରିଯ ଓ ମଶୁଲ୍ଲମ୍। ସମାନେେ କହାତ୍ ବଂଶର ଥିଲେ।

1 Chronicles 25:7
ଲବେୀ ଗୋଷ୍ଠୀର ସହେି ବ୍ଯକ୍ତିମାନେ ଓ ସମାନଙ୍କେର ଆତ୍ମୀଯମାନେ ଗାଯନ ବିଦ୍ଯା ରେ ତାଲିମପ୍ରାପ୍ତ ହାଇେଥିଲେ। 288 ଜଣ ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ।

1 Chronicles 15:22
ଲବେୀୟ ନେତା କନନିଯ ଗାଯନ ଦାଯିତ୍ବ ରେ ଥିଲେ। କନନିଯ ସଙ୍ଗୀତ ବିଦ୍ଯା ରେ ଅତ୍ଯନ୍ତ ପ୍ରବୀଣ ଥିବାରୁ ତାହାଙ୍କୁ ଏହି କାର୍ୟ୍ଯ ଦତ୍ତ ହାଇେଥିଲା।

1 Chronicles 13:8
ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।